ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୬୫୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୮୨୩୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୬୫୧୩୩ଜଣ ସୁସ୍ଥ […]
ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭି ମିଶ୍ରଣ କରି ଏକ ନୂତନ ଚ୍ୟାନେଲ ଗଠନ କରାଯାଉଛି ଅନୁପମ ଖେର, ମନୋଜ ବାଜପାଇ, ଆଶୁତୋଷ ରାଣା, ଶେଖର କପୁର ଏବଂ ରେଣୁକା ଶାହାନେଙ୍କୁ ଉପସ୍ଥାପକ ଭାବେ ଦେଖାଯିବେ ବାସ୍ତବବ୍ୟୁରୋ:ଅନୁପମ ଖେର, ଶେଖର କାପୁର, ଆଶୁତୋଷ ରାଣା, ମନୋଜ ବାଜପାଇ ଏବଂ ରେଣୁକା ଶାହାନେଙ୍କ ପରି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତାମାନେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିର ମିଶ୍ରଣ କରି ସଂସଦ ଟିଭିର […]
ବର୍ତ୍ତମାନ ମୃତ୍ୟୁ ମାମଲାରେ କୌଣସି ଆଶ୍ବସ୍ତିକର ଖବର ନାହିଁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ,୪୮ ,୩୭୧ ସଂକ୍ରମଣ ହୋଇଛି। ସମୁଦାୟ ୪୨୦୮ ରୋଗୀଙ୍କର ମୃତ୍ୟୁ ଘଟିଛି, ଯାହାକି ସର୍ବାଧିକ। ବାସ୍ତବବ୍ୟୁରୋ:ଦେଶରେ କରୋନା ଜୀବାଣୁ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି, କିନ୍ତୁ ଏହି କାରଣରୁ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଲଗାତାର […]
ବାସ୍ତବବ୍ୟୁରୋ:କାରନାର ଭୟ ପ୍ରତିଟି ମୁହୁର୍ତରେ ଦେଶବାସୀଙ୍କ ଭୟଭୀତ କରୁଥିବା ବେଳେ, ମାଡିଆସୁଛି ଆଉ ଏକ ମହାବିପଦ |ହୋଇପାରେ ମହାବାତ୍ୟା । ଏ ବର୍ଷର ପ୍ରଥମ ବାତ୍ୟା ,ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୧୬ ତାରିଖରେ ଆରବ ସାଗରେ ବାତ୍ୟା ସୃଷ୍ଟି ହେବ । ୧୪ ତାରିଖ ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ବାତ୍ୟା ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର ।ଆଜି ଏଥିପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଏହି ଷୋହଳଟି ଜିଲ୍ଲା ଗୁଡିକ ହେଲା, ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର|ସବୁ ଜିଲ୍ଲାର ସଦର ମହକୁମାରେ […]
ବାସ୍ତବବ୍ୟୁରୋ:ଆୟୁଷ ମନ୍ତ୍ରଣାଳୟ କରୋନା ଲକ୍ଷଣ ବିନା ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଆୟୁଷ -୬୪ଔଷଧ ବଣ୍ଟନ ଆରମ୍ଭ କରିଛି | ଆୟୁଷ ମନ୍ତ୍ରଣାଳୟ ଅନୁଯାୟୀ, ନିଜ ଘରେ କିମ୍ବା ସରକାରୀ ଅନୁଷ୍ଠାନରେ ଏକାକୀ ରହୁଥିବା ଲୋକମାନେ ଏହାର ଫାଇଦା ଉଠାଇ ପାରିବେ। ଅନେକ ବୈଷଧୀୟ ମିଶ୍ରଣ ଦ୍ୱାରା ପ୍ରସ୍ତୁତ ଏହାକୁ ମହାମାରୀ ସମୟରେ ବିଶେଷଜ୍ଞମାନେ ଆଶାର କିରଣ ଭାବରେ ବର୍ଣ୍ଣନା କରିଛନ୍ତି। କ୍ଲିନିକାଲ୍ ପରୀକ୍ଷଣରେ ଏହା […]
ବାସ୍ତବବ୍ୟୁରୋ: ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ,୨୯ ,୯୪୨ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ଏଥି ସହିତ ଦେଶରେ ସମୁଦାୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ ,୨୯ ,୯୨ ,୫୧୭ କୁ ବୃଦ୍ଧି ପାଇଛି | ଦେଶରେ ବଢୁଥିବା କରୋନା ସଂକ୍ରମଣ ସଂଖ୍ୟାର ୭୪ ପ୍ରତଶତ ମୁଖ୍ୟତଃ କେଉଁ ୧୦ ଟି ରାଜ୍ୟର ଆସନ୍ତୁ […]
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ .୨୯ ଲକ୍ଷରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ,୮୭୬ ଲୋକ ପ୍ରାଣ ହରାଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂତନ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିଥିବାର ଏହା ଏକ ଆଶ୍ବସ୍ତିକର ବିଷୟ। ଏଥି ସହିତ, ୬୨ ଦିନ ପରେ, ପ୍ରଥମ ଥର ପାଇଁ ନୂତନ ରୋଗୀଙ୍କ ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ | ବାସ୍ତବବ୍ୟୁରୋ:କରୋନା […]
ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଯେଉଁଥିରେ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ବାସ୍ତବବ୍ୟୁରୋ:ଜାମ୍ମୁ କାଶ୍ମୀର ର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଯେଉଁଥିରେ ସୁରକ୍ଷା ବାହିନୀ ତିନି ଜଣ ଲଶ୍କର-ଏ-ତାଇବା ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ନିହତ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଏହାପୂର୍ବରୁ ଶୋପିୟାନ ଜିଲ୍ଲାରେ ମେ ୬ ରେ ହୋଇଥିବା ଏନକାଉଣ୍ଟରରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୫୪୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୮୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୫୭୫୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା […]


