ନାରଦା ଷ୍ଟିଙ୍ଗ ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ଫରହାଦ୍ ହାକିମଙ୍କ ସମେତ ଚାରିଜଣ ନେତାଙ୍କୁ ସିବିଆଇ ଗିରଫ କରିଛି। ଏଥି ସହ ତାଙ୍କ ଦଳର ନେତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ କ୍ରୋଧିତ ହୋଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବାସ୍ତବବ୍ୟୁରୋ:(କୋଲକାତା)ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଗଠନ ହେବା ମାତ୍ରେ ,ନରଦା ମାମଲାରେ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନାରଦା ମାମଲାରେ ଅଭିଯୁକ୍ତ ଫିରହାଦ୍ ହାକିମ, ସୁବ୍ରତ […]
ବାସ୍ତବବ୍ୟୁରୋ:ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ସମସ୍ତଙ୍କ ପ୍ରିୟ ଅମରେନ୍ଦ୍ର ମହାନ୍ତି (ବୁଲୁ ଭାଇ)ଆଉ ନାହାନ୍ତି |ଝିଅ ଅନ୍ୱେଷା ମହାନ୍ତିଙ୍କ ସୂଚନାନୁଯାୟୀ ଆଜି ଭୋର ୫ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଶ୍ରୀ ମହାନ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏପ୍ରିଲ ୨୪ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଅମରେନ୍ଦ୍ର ମହାନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୫୭ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨୨୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୦୬୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୧୪୫୩୨ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ:(ଖଣ୍ଡପଡା)ମିଳିଥିବା ତଥ୍ୟ ଅନୁସାରେ ବ୍ୟାଙ୍କ ଅଫ ବରୋଦା ବନମାଲୀପୁର ଖଣ୍ଡପଡା ଶାଖାରେ,୯/୮/୨୦୧୮ ରେ ବାଁଘୁଆପାଲ୍ଲୀ ଗ୍ରାମ ର ଶ୍ରୀ ଚତୁର୍ଭୁଜ ସାହୁ ସ୍ତ୍ରୀ ସୁବାସିନୀ ସାହୁଙ୍କ ନାମରେ ଜମା ଖାତା ଖୋଲିଥିଲେ,ଫରକ ଏତିକି ଶ୍ରୀମତୀ ସାହୁ ନିରକ୍ଷର ଥିବାରୁ ବାଙ୍କରେ ଟିପଚିନ୍ହ ଓ ନିଜର ପରିଚୟରେ ଆଧାରକାଡ ଦେଇ ଖାତା ଖୋଲିଥିଲେ | ଚତୁର୍ଭୁଜ ନିଜ ପେଟରୁ କାଟି ବାର୍ଧ୍ୟକ୍ଷ ସମୟ ରେ ସାହାରା ହେବାର ଲକ୍ଷ ନେଇ,କିଛିକିଛି ଅର୍ଥ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ ଏହାର ମୁକାବିଲା କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପକୁ ଆଜି ସମାଲୋଚନା କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ,ରାଜ୍ୟରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମିତ ରୋଗୀ ବାହାରୁଛନ୍ତି । ପ୍ରବାସୀମାନେ ମଧ୍ୟ ପହଂଚି ସାରିଲେଣି । ଏପରି ସ୍ଥିତିରେ ଗତଥର ଥିବା ଟିଏମସି ଏଥର ନ ରହିବାକୁ […]
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ସହରାଞ୍ଚଳ, ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳ ପାଇଁ ଏକ ନୂତନ ଗାଇଡଲାଇନ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୀରିକ୍ଷଣ, ସ୍କ୍ରିନିଂ ଏବଂ ବିଚ୍ଛିନ୍ନତା ଉପରେ ଗୁରୁତ୍ୱାରୋପ କରିଛି। ବାସ୍ତବବ୍ୟୁରୋ:ଦେଶରେ କରୋନା ଜୀବାଣୁ ଦ୍ୱିତୀୟ ତରଙ୍ଗର ବିସ୍ତାର ଜାରି ରହିଛି। ଦ୍ୱିତୀୟ ତରଙ୍ଗରେ ଏହି ମହାମାରୀ ସହର ତଥା ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ ବିସ୍ତାର କରିଛି। […]
ବାସ୍ତବବ୍ୟୁରୋ:ପାଣିପାଗ ବିଭାଗ ଅନୁଯାୟୀ ତାଉକତେ’ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବ ଏବଂ ଏହା ପରେ ଏକ ଭୟଙ୍କର ବାତ୍ୟା ହେବ। ଏହା ୧୮ ମଇ ଅପରାହ୍ନ ମଧ୍ୟରେ ଗୁଜରାଟର ପୋରବନ୍ଦର ଆଡକୁ ଏବଂ ପାକିସ୍ତାନ ଆଡକୁ ମୁହାଁଇବ | ଏହି ଅବଧି ମଧ୍ୟରେ, ପୋରବନ୍ଦର ଏବଂ ନାଲିଆ ଉପକୂଳରେ ଏହା ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି | ଟାଉଟ୍ ସାଇକ୍ଲୋନିକ୍ ଯୋଗୁଁ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୧୨୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୭୪୦୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୦୨୪୫୫ଜଣ ସୁସ୍ଥ ହୋଇ […]
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସୂଚନାନୁଯାୟୀ,ରାଜ୍ୟ ଅବକାରୀ ବିଭାଗର ଗାଇଡଲାଇନ ଅନୁସାରେ ଖୋର୍ଦ୍ଧା ଜିଲ୍ଳାରେ ଆସନ୍ତା ୧୭ ତାରିଖ ସୋମବାରଠାରୁ ଅନ୍ଲାନ୍ରେ ମିଳିବ ମଦ । ଘରେ ମଦ ପହଞ୍ଚାଇବେ ଜୋମାଟୋ ଓ ସ୍ୱିଗୀ ସହ ୧୭ ଡେଲିଭରୀ ସଂସ୍ଥା । ଏହା ବ୍ୟତିର ମଦ ଭେଣ୍ଡରମାନେ ନିଜେ ମଧ୍ୟ ଡେଲିଭରୀ ବୟ ରଖି ଆଦର ମୁତାବକ ଘରେ ପହଞ୍ଚି ପାରିବେ ମଦ । ନିୟମ ଅନୁଯାଇ ୱେବ୍ ସାଇଟ୍ osbc.co.in ରେ […]
ବାସ୍ତବବ୍ୟୁରୋ:ପଞ୍ଜାବର ଜଲନ୍ଧରରେ ଏକ ପ୍ରମୁଖ ଘଟଣା ଯାହା ମାନବିକତାକୁ ଲଜ୍ଜିତ କରିଛି ତାହା ପ୍ରଶାସନର ଦାବିକୁ ପ୍ରକାଶ କରିଛି। ଜିଲ୍ଲାର ଜଣେ ଗରିବ ଶ୍ରମିକଙ୍କ ୧୧ ବର୍ଷର ଝିଅ ର ମୃତ୍ୟୁ ଘଟିଛି। ପିଲାଟିର କରୋନା ପରି ଲକ୍ଷଣ ଥିଲା ତେଣୁ ସେହି ଅଞ୍ଚଳର ଲୋକମାନେ ତାଙ୍କ କାନ୍ଧ ଦେବାକୁ ମନା କରିଦେଲେ | ବାଧ୍ୟ ବାପା ଝିଅ ର ଶବକୁ କାନ୍ଧରେ ରଖି ସ୍ମସାନଘାଟ ନେଇଗଲା | ଯେଉଁଠାରେ […]


