ଦୁଇଟି ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସାରା ଦେଶରେ ବ୍ୟାଙ୍କର୍ ମାନେ ଧର୍ମଘଟ କରିଛନ୍ତି।ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ବ୍ୟାଙ୍କିଂ ପ୍ରଭାବିତ ହେବ।AIBEA ସଚିବ କହିଛନ୍ତି ଯେ ମାର୍ଚ୍ଚ ୪ , ୯ ଏବଂ ୧୦ ରେ ମୁଖ୍ୟ ଶ୍ରମ କମିଶନରଙ୍କ ସହ ହୋଇଥିବା ବୈଠକରେ କୌଣସି ସକରାତ୍ମକ ଫଳାଫଳ ମିଳି ନାହିଁ। ବାସ୍ତବବ୍ୟୁରୋ:ଦୁଇ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବ ବିରୋଧରେ ସୋମବାର ଏବଂ ମଙ୍ଗଳବାର ଦିନ ଦେଶର […]

‘ବିଜୁ ଯୁବ ବାହିନୀ’ ପୋଥିରେ ଡୋରି ବାନ୍ଧିଛନ୍ତି ସରକାର,ଏହି ପରିପେକ୍ଷୀରେ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ଓଡିଶା ସରକାରଙ୍କୁ, ଓଡ଼ିଶାର ଯୁବକଙ୍କୁ ବୋକା ବନାଉ ନାହଁନ୍ତିତ ବାସ୍ତବବ୍ୟୁରୋ:‘ବିଜୁ ଯୁବ ବାହିନୀ’ ପାଇଁ ଚଳିତ ବର୍ଷ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ହୋଇନଥିବାରୁ,ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ‘ବିଜୁ ଯୁବ ବାହିନୀ’ ପାଇଁ ଅର୍ଥ ବ୍ୟବସ୍ଥା କରି ପରେ ଭୁଲିଯିବା […]

RMIT ର ଅନୁସନ୍ଧାନରେ ପିଲାମାନଙ୍କ ପାଇଁ, ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀରର ଅଧିକ ଲାଭ | ବାସ୍ତବବ୍ୟୁରୋ:ଅଦ୍ୟାବଧି କୁହାଯାଇଛି ଯେ ଗାଈର କ୍ଷୀରରେ ସମାନ ଗୁଣ ଅଛି ଯାହା ନବଜାତ ଶିଶୁମାନେ ମା’ର କ୍ଷୀରରେ ପାଇଥା’ନ୍ତି | ତେଣୁ ଏହା ଶିଶୁମାନଙ୍କ ପାଇଁ ଭଲ ବୋଲି ବିବେଚନା କରାଯାଏ | କିନ୍ତୁ ରୟାଲ ମେଲବୋର୍ଣ୍ଣ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (RMIT) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଛେଳି କ୍ଷୀର […]

ବାସ୍ତବବ୍ୟୁରୋ: । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ମୁଖ୍ୟ ଆସାମୀ ବିକ୍ରମ ଆଦିତ୍ୟ ଜେନା ନାମକ ଅପରାଧୀକୁ ଗିରଫ କରିଛି କମିସନରେଟ୍ ପୁଲିସ| ଦୀର୍ଘ ୧୩ ବର୍ଷ ପରେ କମିସନରେଟ୍ ପୁଲିସର ସ୍ପେସାଲ ସ୍କ୍ୱାଡ ଏହି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ବିଷୟରେ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ […]

କୋଭିଡ୍ ଟୀକା ନେବା ପୂର୍ବରୁ ଏହି ୨ ଟି କାର୍ଯ୍ୟ କରନ୍ତୁ ,ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା ପାଇବେ | ବାସ୍ତବବ୍ୟୁରୋ:ଆଜିକାଲି ଲୋକମାନେ କୋଭିଡ ଟୀକାକରଣରୁ ସାମାନ୍ୟ ଆରାମ ପାଇଛନ୍ତି। ଦାଇତ୍ୱବାନ ନାଗରିକ ହିସାବରେ ଲୋକେ କେନ୍ଦ୍ରରେ ଟିକା ନେବାପାଇଁ ମଧ୍ୟ ଯାଉଛନ୍ତି। ତଥାପି, ଟିକା ପୂର୍ବରୁ ଏବଂ ପରେ କିଛି ସମସ୍ୟା ହୋଇପାରେ | ଆପଣଙ୍କୁ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ, କିନ୍ତୁ ସାବଧାନ ରୁହନ୍ତୁ | ବିଶେଷଜ୍ଞମାନେ […]

ଆସନ୍ତା ୨୮ ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚେନ୍ନାଇକୁ ଉଡିବ ବିମାନ । ପ୍ରତିଦିନ ଝାରସୁଗୁଡାରୁ ଚେନ୍ନାଇକୁ ସ୍ପାଇସ ଜେଟ ବିମାନ ଉଡାଣ ଭରିବ । ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଆକର୍ଷିତ କରିବା ପାଇଁ ଏଆଇସିଟିଇ ଇଞ୍ଜିନିୟରିଂ ପଢ଼ିବା ନିୟମରେ ପରିବର୍ତ୍ତନ ଆଣିଛି। ଏଣିକି ଯେଉଁ ଛାତ୍ରଛାତ୍ରୀମାନେ +୨ରେ ଗଣିତ କିମ୍ବା ପଦାର୍ଥ ବିଜ୍ଞାନ ନରଖି ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଚାହିଁଲେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ […]

ବିଧାନସଭା ନିର୍ବାଚନର ​​ପ୍ରାର୍ଥୀଙ୍କ ନାମ ସ୍ଥିର କରିବାକୁ ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବାସ୍ତବବ୍ୟୁରୋ:ବିଧାନସଭା ନିର୍ବାଚନରେ ​​ପ୍ରାର୍ଥୀଙ୍କ ନାମ ସ୍ଥିର କରିବାକୁ ଶନିବାର ଭାରତୀୟ ଜନତା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ସୂଚନାନୁସାରେ, ଚାରିଟି ରାଜ୍ୟ ଏବଂ ଗୋଟିଏ ୟୁନିଅନ୍ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କମିଟି ପ୍ରାର୍ଥୀଙ୍କ ନାମ ସିଲ୍ କରିବ। ଏହି ସଂପର୍କରେ ଅମିତ […]

ସ୍ପର୍ଶ ନକରି କରୋନା ପରୀକ୍ଷା କରାଯିବ, କାଶର ଶବ୍ଦ ଶୁଣିବା ପରେ କରୋନା ଅଛି କି ନାହିଁ ତାହା କହିବ ଆପ୍ | ବାସ୍ତବବ୍ୟୁରୋ:କରୋନା ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି | କରୋନା ଜୀବାଣୁ ବିସ୍ତାରକୁ ରୋକିବା ପାଇଁ ସମସ୍ତ ଦେଶ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଡାକ୍ତରମାନେ ବିଶ୍ୱାସ କରନ୍ତି ଯେ ପ୍ରାଦୁର୍ଭାବ ହ୍ରାସ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା ଆବଶ୍ୟକ। ଯଦି ଆପଣ ସାମାନ୍ୟ […]

ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ ସୂଚନା ଅନୁଯାଇ,ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ଅଛି । ବାସ୍ତବବ୍ୟୁରୋ:ବରିଷ୍ଠ ଜନସଂପର୍କ ଅଧିକାରୀ କହିଛନ୍ତିକି ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି । ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବାବେଳେ ,ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ।କୋଭିଡ ପୂର୍ବରୁ […]

ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଦେଖାଦେଇଛି  । ଆଜି ଓ ଆସନ୍ତାକାଲି ରାଜ୍ୟର 7ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବା ସମ୍ଭାବନା ଦେଖାଦେଇଛି  । ଝାରସୁଗୁଡା, ସୁନ୍ଦରଗଡ , ଅନୁଗୁଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ କାଳବୈଶାଖୀ ନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନୋଟିସ ଜାରି କରିଛନ୍ତି ଏସଆରସି  । ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । […]

Pin It on Pinterest