ପୁଣି ଡ଼ରାଇଲା କରୋନା, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦୦୦ରୁ ଅଧିକ ନୂଆ ମାମଲା | ବାସ୍ତବବ୍ୟୁରୋ:ଭାରତରେ କରୋନା ଜୀବାଣୁଙ୍କର ନୂଆ ମାମଲା ଶୁକ୍ରବାର ଦିନ ୨୩ ,୦୦୦ ମାର୍କ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩୨୮୫ ଟି ନୂଆ କରୋନା ଜୀବାଣୁ ସଂକ୍ରମଣ ହୋଇଛି। ଏହା ସହିତ ସାରା ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୧୧୩୦୮୮୪୬ ରେ […]
ବାସ୍ତବବ୍ୟୁରୋ: ରାଜ୍ୟର ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭବାନା | ଗତକାଲି ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଥିଲା।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ରାଜ୍ୟରେ ଏବେ ତାପମାତ୍ରା ସ୍ଥିର ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର […]
ସଫଳତାର ଚାବି କହେ ଯେ ସଫଳତା ଏବଂ ସମ୍ମାନ ଜଣଙ୍କର ଗୁଣରୁ ଉତ୍ପନ୍ନ ହୋଇଥାଏ | ଯଦି ତୁମେ ଜୀବନରେ ସୁଖ ହାସଲ କରିବାକୁ ଚାହୁଁଛ, ତେବେ ଏମିତି କିଛି କାମ ଭୁଲରେବି କରିବା ଉଚିତ୍ ନୁହେଁ | ବାସ୍ତବବ୍ୟୁରୋ:ଚାଣକ୍ୟ ଙ୍କ ନୀତି କହିଛି ଯେ ସମ୍ମାନ ଏବଂ ସଫଳତା ବ୍ୟକ୍ତିର ସର୍ବୋତ୍ତମ ଗୁଣ ଉପରେ ନିର୍ଭର କରେ। ତାହା ହେଉଛି, ଯେତେବେଳେ ଜଣେ ବ୍ୟକ୍ତି ଗୁଣରେ ପରିପୂର୍ଣ୍ଣ, ସେ […]
ବାସ୍ତବବ୍ୟୁରୋ:ଗତକାଲି ଶିମିଳିପାଳ ତଥା ଓଡ଼ିଶାର ୨୬ ଜିଲ୍ଲାରେ ଜଳୁଥିବା ଜଙ୍ଗଲ ଘଟଣାକୁ ନେଇ,ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧିଦଳ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ଉଦ୍ବେଗ ପ୍ରକାଶ କରିବାର ଦିନକ ପରେ, ଅର୍ଥାତ ଆଜି ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ, ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ | ଶ୍ରୀ ମଲ୍ଲିକ […]
କୋଭିଡ-୧୯ କଟକଣା ମଧ୍ୟରେ ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଥିବା ବେଳେ ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଟ୍ୱିଟ୍ କରି ନବୀନ ମମତାଙ୍କ ଶୀଘ୍ର ସୁସ୍ଥ ହେବା ସହିତ ଆରୋଗ୍ୟ କାମନା କରିଛନ୍ତି । ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ […]
୭ ବର୍ଷରେ ଦ୍ୱିଗୁଣ ହେଲା ଏଲପିଜି ସିଲିଣ୍ଡର ମୂଲ୍ୟ -ଥିଲା ୪୧୦ ଆଜି ୮୧୯ ବାସ୍ତବବ୍ୟୁରୋ:ଏହି କରୋନା ମହାମାରୀ କାଳରେ ଆକାଷଛୁଅଁ ହୋଇଛି ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟ |ଏହି ବୃଦ୍ଧି ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯେଉଁଠାରେ ପେଟ୍ରୋଲ ଦେଶର ଅନେକ ଅଞ୍ଚଳରେ ୧୦୦ ଅତିକ୍ରମ କରିଛି। ଏଥି ସହିତ,ନିତ୍ୟ ଆବଶ୍ୟକତାର ମୁଖ୍ୟ ଅଙ୍ଗ ପାଲଟିଥିବା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ଏକ […]
ମୁଁ ମୋର ନାମ ଭୁଲିପାରେ କିନ୍ତୁ ନନ୍ଦିଗ୍ରାମକୁ କେବେବି ଭୁଲି ପାରିବି ନାହିଁ | ନାମାଙ୍କନ ଦାଖଲ କରିବା ପରେ ଏ କଥା କହିଛନ୍ତି ମମତା ବାନାର୍ଜୀ | ବାସ୍ତବବ୍ୟୁରୋ:(କୋଲକାତା) ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନନ୍ଦିଗ୍ରାମରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମଲେଖା ପୂର୍ବରୁ ଶିବ ମନ୍ଦିରରେ ପୂଜା କରିବାକୁ ମମତା ପହଞ୍ଚିଥିଲେ। ଫର୍ମ ଦାଖଲ କରିବା ପୂର୍ବରୁ ସେ ଏକ ରୋଡ୍ ସୋ କରିଥିଲେ ଯେଉଁଥିରେ […]
ବାସ୍ତବବ୍ୟୁରୋ: ୨୬ ଜିଲ୍ଲାରେ ବ୍ୟାପୁଥିବା ବନାଗ୍ନି ସମସ୍ୟାକୁ ନେଇ,ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ,ରାଜ୍ୟ ବିଜେପିର ୯ଜଣିଆ ସଂସଦୀୟ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଛନ୍ତି । ବିଶେଷକରି ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁକୁ ନେଇ ନିଜର ଉଦବେଗ ଜଣାଇଛନ୍ତି ଓଡ଼ିଶାର ବିଜେପିର ସଂସଦୀୟ ପ୍ରତିନିଧି ମଣ୍ଡଳୀ । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରି ଜଙ୍ଗଲ ଓ […]
ଆଜି ମୟୂରଭଞ୍ଜ ବନ୍ଦ ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ | ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁକୁ ଆୟତ୍ତ କରିବାରେ, ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ‘ଭଞ୍ଜସେନା’ ପକ୍ଷରୁ ଏହି ୯ଘଣ୍ଟିଆ ବନ୍ଦ ସକାଳୁ ଆରମ୍ଭ ହୋଇଛି। ଜିଲ୍ଲାର ଅଗ୍ରଣୀ ସଂଗଠନ […]
ବାସ୍ତବବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଗସ୍ତ। ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋତମା ଏୟାର ଷ୍ଟ୍ରିପ୍ ରେ ପହଞ୍ଚିବାପରେ, ହେଲିକାପ୍ଟରରେ ତିଖାଲି ଯାଇ ୨ ହଜାର କୋଟି ଟଙ୍କାରେ ନିର୍ମିତ ଲୋୟର ଇନ୍ଦ୍ର ଜଳସେଚନ […]


