ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ : କେନ୍ଦ୍ରୀୟ ରେଳପଥର ୱାଡି-ପୁନେ ରେଳ ସେକ୍ସନର କାଲବୁର୍ଗୀ-ସଭାଲଗି ରେଳ ଷ୍ଟେସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଏବଂ ପୁନେ-ଏଲଟିଟି ରେଳ ସେକ୍ସନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମାରୁ ମୁମ୍ବାଇ ଯାତ୍ରାକରୁଥିବା ୦୩ଟି ଟ୍ରେନର ସାମୟିକ ଭାବେ ମାର୍ଗ ପରିବର୍ତ୍ତନ କରାଯାଇଅଛି I A. ନଭେମ୍ବର ମାସ ୨୦ ରୁ ୨୫ ତାରିଖ […]

ମେଷ: ଆଜିର କାମ ପାଇଁ ଅର୍ଥର ଅଭାବ ରହିବ ନାହିଁ ମାତ୍ର ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଆନ୍ଦୋଳିତ ରହିପାରେ। ଅତୀତ ସ୍ମୃତି ରୋମନ୍ଥନ କରି କିମ୍ବା ମା’ଙ୍କ ସ୍ବାସ୍ଥ୍ୟ ସମସ୍ୟା ହେତୁ ଭାବପ୍ରବଣ ହୋଇପାରନ୍ତି। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ପ୍ରତିଦ୍ୱନ୍ଦ୍ୱିତା ଓ ଯାତ୍ରାରୁ ସୁଫଳ ପାଇବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୪। ବୃଷ: ନିତିଦିନିଆ କାମରେ ବାଧା ଉପୁଜିପାରେ। ବ୍ୟବସାୟ […]

■ ପୁରୀ-ଅମୃତସର ସ୍ୱତନ୍ତ୍ର ଟ୍ରେନରେ ପୂର୍ଣ୍ଣ ମାତ୍ରାରେ ବର୍ଥ ସଂରକ୍ଷଣ ■ ପ୍ରତୀକ୍ଷା ସୂଚୀ ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନରେ କନଫର୍ମ ଟିକେଟ ପାଇପାରିବେ ପୂଜା ସମୟରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଉପଲବ୍ଧକରି ପୂର୍ବତଟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ବ୍ୟବସ୍ଥା କରାଯାଇଅଛି ଯାହା ଫଳରେ ଯାତ୍ରୀମାନେ କୌଣସି ଅସୁବିଧାର ସାମ୍ନା ନକରି ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଁଚିପାରୁଛନ୍ତି I […]

୧-2020ରେ ଘରୋଇ କର୍ମଚାରୀଙ୍କ ଦରମାରେ ହାରାହାରି 10 ପ୍ରତିଶତ ବୃଦ୍ଧି ହେବ। ୨-କଟକ ଏସ୍‌ସିବି ହେବ ଏମ୍ସ ପ୍ଲସ ହସ୍‌ପିଟାଲ୍‌, ଶଯ୍ୟା ସଂଖ୍ୟା ୩ହଜାରକୁ ବୃଦ୍ଧି, ଏକ ହଜାର କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର। ୩-ଦୁର୍ବଳ ହେବ ଭୀଷଣ ସାମୁଦ୍ରିକ ଝଡ ବୁଲ୍‌ବୁଲ୍‌ , ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମୁଦ୍ର ମଧ୍ୟରେ ନେବ ଅତି ଭୀଷଣ ଘୂର୍ଣ୍ଣିଝଡର ରୂପ। ୪-ଓଡ଼ିଶାରେ ‘ଠିକାରେ ଚାଷ’କୁ ମିଳିବ ଆଇନଗତ ମାନ୍ୟତା, […]

ବାସ୍ତବ ବ୍ୟୁରୋ : ମେଷ: ଦିନଟି ଶୁଭପ୍ରଦ ହେବ। ଅନ୍ୟ ଲୋକଙ୍କ ସାହାଯ୍ୟରେ କାମ ସ˚ପୂର୍ଣ୍ଣ ହେବ। ସମାଜରେ ମାନସମ୍ମାନ ପାଇବେ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି । ଶୁଭରଙ୍ଗ: ଘିଅ ରଙ୍ଗ। ଶୁଭସ˚ଖ୍ୟା: ୨। ବୃଷ: ଭବିଷ୍ୟକୁ ସୁଧାରିବା ଲାଗି […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ବାତ୍ୟା ବୁଲବୁଲ ପ୍ରକୋପରୁ ଓଡ଼ିଶା ବର୍ତ୍ତିଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି । ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ ଅନୁସାରେ ବୁଲବୁଲ ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଉଛି । ତେବେ ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ […]

୧-ପ୍ରଦୂଷଣ କବଳରେ ଏବେ ଓଡ଼ିଶାର ୭ ସହର: ଭୁବନେଶ୍ୱର,କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର । ସବୁଠୁ ପ୍ରଦୂଷିତ ଭୁବନେଶ୍ୱର। ୨-ପୁରୀ:ସୁପ୍ରିମକୋର୍ଟଙ୍କ କଡ଼ା ରାୟ; ବିଶୃଙ୍ଖଳିତ ସେବାୟତଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ୩-ସମ୍ଭାବ୍ୟ ଭୀଷଣ ବର୍ଷା ଏବଂ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କଲେ ଗଞ୍ଜାମ ଜିଲ୍ଲାପାଳ। ୪-ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ କଟକରେ ପୁଣି ଫେରିବ ରିକ୍ସା। ୫-୭ […]

ବାସ୍ତବ ବ୍ୟୁରୋ: ମେଷ: ଅଧିକ ଉତ୍ସାହିତ ରହିବେ। ନୂଆ କିଛି କରିବାର ଇଚ୍ଛା ମନରେ ଜାଗିଉଠିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ। ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: କର୍ମକ୍ଷେତ୍ର, ପ୍ରକାଶନ, ପ୍ରଶାସନିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ସାମାନ୍ୟ ବଚସାରୁ ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। […]

ବାସ୍ତବ ବ୍ୟୁରୋ : ସୁନା କିଣିବାକୁ ଚାଁହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି|ବିଶେଷ କରି ସୁନା ଦର ଉଚ୍ଚା ରହିବା ଯୋଗୁଁ ସୁନା ଗହଣା ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି|ଯେଉଁଥିପାଇଁ ସୁନା ଆମଦାନୀ ମଧ୍ୟ କମିଯାଇଛି| ଯାହାକୁ ନଜରରେ ରଖି ସୁନା ଦର ଏବେ କମିଛି | ମଙ୍ଗଳବାର ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୧ ଟଙ୍କା କମିଯାଇଛି| ମଙ୍ଗଳବାର ଦିଲ୍ଲୀରେ ସୁନା ମୂଲ୍ୟ ୧୦ […]

ବାସ୍ତବ ବ୍ୟୁରୋ :ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ସୁଦ୍ଧା ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା […]

Breaking News

Pin It on Pinterest