ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି | ଦେଶରେ ଦଶଟି ବ୍ୟାଙ୍କକୁ ମିଶାଇ ଚାରୋଟି ବଡ ବ୍ୟାଙ୍କ ସୃଷ୍ଠି ହେବାକୁ ଯାଉଛି ଯାହାଦ୍ୱାରା ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ ରୁ ୧୨ କୁ ହ୍ରାସ ପାଇଛି | ବ୍ୟାଙ୍କ ଗୁଡିକର ମିଶ୍ରଣ ଦ୍ୱାରା ଗ୍ରାହକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ କେବଳ ଆକାଉଣ୍ଟ ନମ୍ବର,ଆଇଏଫ୍ଏସ କୋଡ଼୍ ଆଦି ବଦଳିବ | […]

ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି I ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ I ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ […]

୧-ବିଜୁପଟ୍ଟନାୟକ କ୍ରୀଡା ପୁରସ୍କାର: କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ କୁ ମିଳିଲା ଶ୍ରେଷ୍ଠ କ୍ରୀଡା ପ୍ରତିଷ୍ଠାନ ପୁରସ୍କାର। ୨-ନୂଆଦିଲ୍ଲୀ : ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ୩-ପୁଣି ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ; ପୂର୍ବରୁ ମିଳିଥିଲା ୫୨୨ ରୂପା ଇଟା, ଏବେ ୬ଟି ଗୁପ୍ତ ଭୂତଳ କୋଠରୀ ଠାବ। ୪-ଜଙ୍ଗଲ ସୃଷ୍ଟି ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ […]

୧-ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ଉଚ୍ଚ ଶିକ୍ଷା ମନ୍ତ୍ରୀ। ୨-ଜାମ୍ମୁ କାଶ୍ମୀର ବିକାଶ ଖସଡ଼ା: ତିନି ମାସ ମଧ୍ୟରେ ନିଯୁକ୍ତି ପାଇବେ ୫୦ହଜାର। ୩-ଝାରସୁଗୁଡ଼ା:ଅଭାବୀ ଯୁବକ ଶଶିକାନ୍ତ ଶର୍ମାଙ୍କ ସଫଳ କାହାଣୀ, ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ । ୪-ଭୁବନେଶ୍ୱର ପରେ ଦବିଲା କଟକ କାଠଯୋଡ଼ି ପୋଲ, ଗାଡି ଚଳାଚଳ ବନ୍ଦ। ୫-ନୂଆଖାଇକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ରେ ଆଗୁଆ ଦରମା ଦେବାକୁ […]

ଆଜି ଠାରୁ ସମ୍ବଲପୁର ରେଳ ଷ୍ଟେସନ କୁ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ଘୋଷଣା କରାଯାଇଅଛି I ତିରୁପତି ରେଳ ଷ୍ଟେସନ ପରେ ଏହା ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଅଟେ I ଏହି ଅବସରରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, ଭାରତ ସ୍କାଉଟସ ଓ ଗାଇଡ଼ସ ଏବଂ […]

୧- ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ,ନକ୍ସଲବାଦ ପ୍ରତି ନିବୃତ୍ତ ରହନ୍ତୁ ଯୁବକ ଯୁବତୀ:ମୁଖ୍ୟମନ୍ତ୍ରୀ । ୨-ହାଇସ୍କୁଲ ପରୀକ୍ଷାରେ ଖରାପ ରେଜଲ୍ଟ : ଶିକ୍ଷକଙ୍କ ବିରୁଦ୍ଧରେ ପୁଣି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ୩- କଳିଙ୍ଗ ଷ୍ଟାଡ଼ିୟମରେ ୨୦୨୦ରେ ହେବ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ : ୧୭ ବର୍ଷରୁ କମ ବାଳିକା ହକି ବିଶ୍ୱ କପ । ୪-ଆସୁଛି ୨ଟି ଲଘୁଚାପ : ଆଜି ଠାରୁ ୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା। ୫-ଲଗାଣ […]

ଦକ୍ଷିଣ କାଶ୍ମୀରରେ ଆଜି ସ୍ଥାନୀୟ ହିଂସାକାରୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ପଥରରେ ଆକ୍ରମଣ କରିଛନ୍ତି | ଅନନ୍ତନାଗ ଜିଲ୍ଲା ଅଧୀନରେ ଥିବା ବିଜବହାର ଅଞ୍ଚଳରେ ପଥରମାଡ ଯୋଗୁଁ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି | ଜମ୍ମୁ-କାଶ୍ମୀର ପୋଲିସ୍ ସୂତ୍ରରୁ ଜଣାପଡିଛି ଯେ ସୁରକ୍ଷାକର୍ମୀଙ୍କ ଗାଡି ଭାବି ସ୍ଥାନୀୟ ହିଂସା ସୃଷ୍ଠିକାରୀ ଯୁବକମାନେ ପ୍ରବଳ ମାତ୍ରାରେ ପଥର ମାଡ଼ କରିଥିଲେ|ଟ୍ରକ ଚାଳକ ନୁର ମହମ୍ମଦ ପଥର ମାଡ଼ ହୋଇଥିଲା|ତାଙ୍କୁ […]

୧-ଭୁବନେଶ୍ୱରରେ ଟ୍ରାଫିକ୍‌ ଜଗିବ ଡ୍ରୋନ୍‌: ରବିନ୍ଦ୍ର ମଣ୍ଡପ ଠାରୁ ବିମାନ ବନ୍ଦର ଯାଏଁ ହେଲା ‘ନୋ ଓଭର୍‌ ଟେକିଂ ଜୋନ୍‌’। ୨-ଆଜିଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ୭୫ ମିଟର ଚତୁଃପାର୍ଶ୍ବରୁ ଉଚ୍ଛେଦ ପ୍ରକ୍ରିୟା।ପ୍ରାଥମିକ ଅବସ୍ଥାରେ ଶ୍ରୀମନ୍ଦିର ଚାରିପାଖରେ ଥିବା ଏମାର ମାଠ, ଲଙ୍ଗୁଳି ମଠ, ଉତ୍ତରପାଶ୍ୱ ମଠ, ପଞ୍ଜାବୀ ମଠ ଗୁଡ଼ିକ ଉଚ୍ଛେଦ ହେବାର ସମ୍ଭାବନା ରହିଛି । ୩-କିଟ୍ ବିଶ୍ୱବିଦ୍ୟାଳୟରେ ଖୋଲିବ ମର୍ସିଡିଜ୍‌ ବେଞ୍ଜର ଲର୍ଣିଂ ଓ ରିସର୍ଚ […]

ନୂଆଦିଲ୍ଲୀ(ବାସ୍ତବ ବ୍ୟୁରୋ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି | ଏଥିପାଇଁ ଗତ କାଲି ସେ ଫ୍ରାନ୍ସରେ ପହଁଞ୍ଚିଛନ୍ତି,ସେଠାରେ ବିଶ୍ୱର ଅନ୍ୟ ନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ସାକ୍ଷାତ ହେବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମଧ୍ୟ ସାକ୍ଷାତ ହୋଇଛି | ଏଥିରେ ଦୁଇ ଦେଶର ନେତାଙ୍କ ମଧ୍ୟରେ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ,ସଂଯୁକ୍ତ ଆରବ ଏମିରଟସ(ୟୁଏଇ) ଏବଂ ବହାରିନ୍ […]

୧-ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ୨-ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୩-ରାଜଧାନୀରେ ଆତଙ୍କ, ଚଳନ୍ତା ଅଟୋରେ ଫୁଟିଲା ବୋମା।ଅଟୋ ଚାଳକ ଗୁରୁତର ଭାବେ ଆହତ। ୪-ଓଡ଼ିଶାର ପ୍ରମୋଦଙ୍କ ସ୍ୱର୍ଣ୍ଣିମ ରେକର୍ଡ: ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ସିଙ୍ଗଲ୍ସରେ ଜିତିଲେ ସ୍ୱର୍ଣ୍ଣ। […]

Pin It on Pinterest