୧-ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ୨-ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୩-ରାଜଧାନୀରେ ଆତଙ୍କ, ଚଳନ୍ତା ଅଟୋରେ ଫୁଟିଲା ବୋମା।ଅଟୋ ଚାଳକ ଗୁରୁତର ଭାବେ ଆହତ। ୪-ଓଡ଼ିଶାର ପ୍ରମୋଦଙ୍କ ସ୍ୱର୍ଣ୍ଣିମ ରେକର୍ଡ: ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ସିଙ୍ଗଲ୍ସରେ ଜିତିଲେ ସ୍ୱର୍ଣ୍ଣ। […]

ନୂଆଦିଲ୍ଲୀ (ବାସ୍ତବ ବ୍ୟୁରୋ)-ସପ୍ତମ ବେତନ କମିଶନ : କେନ୍ଦ୍ରରେ ମୋଦି ସରକାର ଦଶହରା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବଡ ଭେଟି ଦେବାକୁ ଚିନ୍ତା କରିଛନ୍ତି | କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ଏବଂ ମହଙ୍ଗା ଭତ୍ତା ବିଷୟରେ ବନ୍ଦ କୋଠରୀରେ ଅଧିକାରୀମାନଙ୍କ ସହ ବହୁଥର ଆଲୋଚନା କରାଯାଇଛି | ଅକ୍ଟୋବର ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢ଼ାଇ ଦିଆଯାଇପାରେ |ଏହାଛଡା ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ୨୬ ହଜାର […]

୧-ଗଣପର୍ବ ନୂଆଖାଇ ପାଇଁ ନୀତି ନିର୍ଘଣ୍ଟ, ସେପ୍ଟେମ୍ବର ୩ ସକାଳ ୧୦ଟା ୫ରେ ଲାଗିହେବ ନବାନ୍ନ। ୨-ପୁରୀ: ଶ୍ରୀ ମନ୍ଦିର ପରେ ସମୁଦ୍ର କୂଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ। ୩-ଶ୍ରୀ ମନ୍ଦିରର ଶ୍ରୀବୃଦ୍ଧି ଯୋଜନା: ଶ୍ରୀକ୍ଷେତ୍ରର ଧାର୍ମିକ, ସାଂସ୍କୃତିକ ଐତିହ୍ୟ ଓ ପରାମ୍ପରାକୁ ଦୃଷ୍ଟିରେ ରଖାଯାଉ : ଗଜପତି ମହାରାଜ। ୪-ଜଳ ପରିଚାଳନା କ୍ଷେତ୍ରରେ ନିତି ଆୟୋଗ ରିପୋର୍ଟ, ଚତୁର୍ଦ୍ଧଶ ସ୍ଥାନରେ ଓଡ଼ିଶା। ୫-୨୮ରେ ଆଉ ଏକ […]

ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅରୁଣ ଜେଟଲୀଙ୍କର ଆଜି ଚିକିସ୍ଥାଧିନ ଅବସ୍ତାରେ ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା | ଗତ କିଛି ଦିନରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ | ଚିକିତ୍ସିତ ହେଉଥିବା ସମୟରେ ଗୃହମନ୍ତ୍ରୀ ଅମିତ ସାହା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ତାଙ୍କ […]

୧-ଆଜି ଠାରୁ ଓଡ଼ିଆ ଭାଷାରେ ୩୧୭ଟି ରେଳ ଷ୍ଟେସନରେ ମିଳିବ ରେଳ ଟିକେଟ। ୨-ନୂଆ ଦିଲ୍ଲୀ: ଓ୍ବାଲଡ ୟୁଥ କନ୍‌ଫରେନ୍‌ସ ଅନ୍‌ କାଇଣ୍ଡନେସରେ ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କହିଲେ କାଇଣ୍ଡ ଇଣ୍ଡିଆ ହେଲେ ସାଇନିଂ ଇଣ୍ଡିଆ ସମ୍ଭବ। ୩-ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୪-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩୬ ଘଣ୍ଟା ଛେଚିବ। […]

ଯଦି ଆପଣ ନିଜକୁ ସମ୍ପୂର୍ଣ ସୁସ୍ଥ ରଖିବାକୁ ଉପାୟ ଖୋଜୁଛନ୍ତି ତାହାଲେ ଆଜି ଆମେ ଆପଣଙ୍କୁ ଗୋଟେ ସହଜ ଉପାୟ କହିବାକୁ ଯାଉଛୁ | ଲେମ୍ବୁ ପାଣି ମନୁଷ୍ୟର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଖୁବ ଦରକାରୀ | ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍,ଭିଟାମିନ୍ ଓ ମିନେରାଲ ପ୍ରଚୁର ପରିମାଣରେ ରହିଥାଏ | ଆସନ୍ତୁ ଜାଣିବା ଏହାର କେତୋଟି ଉପକାରୀତା ବିଷୟରେ ୧.ଲେମ୍ବୁ ପାଣି ପ୍ରତିଦିନ ସକାଳୁ ପିଇବା ଦ୍ୱାରା ତ୍ୱଚା […]

Bou is not a word. It’s an Emotion! ❤️ ବୋଉ: ଏକ ଭାବନା ମା’ ଶବ୍ଦର ଅନେକ ପ୍ରତିଶବ୍ଦ ଅଛି | ପୂର୍ବ ପଶ୍ଚିମ ଆଉ ଉତ୍ତର ଭାରତୀୟ ଭାଷାଗୁଡିକରେ ପ୍ରାୟତଃ ଡାକନ୍ତି ମା, ମାମା, ଅମ୍ମୀ ଆଉ ଦକ୍ଷିଣ ଭାରତରେ ଆମ୍ମା | ଟିକିଏ ଇଂରାଜୀ ପବନ ବାଜିଲେ ପୁଣି ଡକାହୁଏ ମମି, ମମ୍, ମାମା | ପୁଣି ଗେହ୍ଲାରେ କିଏ ଡାକେ ମିମି କି […]

୧-ବୁର୍ଲା ଭିଏସଏସୟୁଟିରେ ରାଗିଂ ଘଟଣା: ୧୦ ଛାତ୍ର ବର୍ଷେ ପାଇଁ ପରୀକ୍ଷାରୁ ବାଦ୍, ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା। ୨-ଏଥର ହେବନି କଲେଜ ଛାତ୍ର ସଂସଦ ନିର୍ବାଚନ, ମନୋନୀତି ହେବେ ଛାତ୍ର ପ୍ରତିନିଧି। ୩-ଜେଲ ଯିବେ ଚିଦାମ୍ୱରମ , ଅଗଷ୍ଟ 26 ପର୍ଯ୍ୟନ୍ତ ରିମାଣ୍ଡ ମଞ୍ଜୁରୀ କଲେ କୋର୍ଟ। ୪-‘କାଳିଆ’ରେ ୨ ଲକ୍ଷ ୬୬ ଅଯୋଗ୍ୟ ହିତାଧିକାରୀ। ୫-ଫୁଲବାଣୀ ମେଡିକାଲ ଅଚାନକ ଗସ୍ତ କଲେ ସାଂସଦ […]

ଆପଣ ଦିନରାତି ବହୁତ ପରିଶ୍ରମ କରୁଛନ୍ତି କିନ୍ତୁ ଆପଣଙ୍କୁ ଚାକିରି କିମ୍ବା ବ୍ୟବସାୟରେ ଧନଲାଭ ହେଉନାହିଁ ତେବେ ଚିନ୍ତା କରନ୍ତୁ ନାହିଁ |ଏମିତି କୌଶଳ ଆପଣାନ୍ତୁ ଯେଉଁଥିରେ କି ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହେବ | ପେଙ୍ଗସୁଇ ଅନୁସାରେ ଆମେ ଆପଣଙ୍କୁ କିଛି ଉପାୟ କହୁଛୁ | ପ୍ରତି ରାଶିର ବ୍ୟକ୍ତିବିଶେଷ ଏହାକୁ ବ୍ୟବହାର କରି ଧନଲାଭ କରିପାରିବେ | ମେଷ ରାଶି- […]

ଯେତିକି ପାଖେଇ ଆସୁଛି ଛାତ୍ରସଂସଦ ନିର୍ବାଚନ, ସେତିକି ଉଷ୍ମତା ବଢୁଚି କ୍ୟାମ୍ପସ୍ ରେ । ହେଲେ ଉଷ୍ମତା ପରିଲକ୍ଷିତ ହେଉନାହିଁ କଂଗ୍ରେସ ଓ ବିଜେଡି ଛାତ୍ର ଶିବିର ରେ ।ଗୋଟିଏ ଦଳର (କଂଗ୍ରେସ)ଦୁଇବର୍ଷ ଧରି କେହି ରାଜ୍ୟ ଛାତ୍ର ସଭାପତି ନଥିଲା ବେଳେ,ଅନ୍ୟ ରାଜ୍ୟ ମୁରବି ଦଳର ସଭାପତି ବଦଳିବାର ହାୱ।ରେ ସିଧ୍ୟାନ୍ତ ରେ ପହନ୍ଚି ପାରୁନାହାଁନ୍ତି କୁଜି ଛାତ୍ରନେତା । ଆସନ୍ତା ସେପ୍ଟେମ୍ବର ମାସରେ ଛାତ୍ରସଂସଦ ନିର୍ବାଚନ,ମାସର ତୃତୀୟ […]

Pin It on Pinterest