ଭୁବନେଶ୍ୱର(ବାସ୍ତବ ଟିଭି): ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଲଢ଼ିବେନି ନିର୍ବାଚନ । ଏ ନେଇ ଆଜି ଖୁଲମଖୁଲା ପ୍ରକାଶ କରିଛନ୍ତି, ଏବଂ ସେ କହିଛନ୍ତିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥରାହୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତଥାଗତ । ସବୁଠୁ ବଡ଼ କଥା ହେଉଛି ତଥାଗତ ଆହୁରି ମଧ୍ୟ କହିଛନ୍ତିକି ସେ ରାଜନୀତିରୁ ଓହରିବା ପରେ ସେ ସାମ୍ବାଦିକରେ ଫୋକସ୍ କରିବେ ବୋଲି କହିଛନ୍ତି । ଏବ […]
କେନ୍ଦ୍ରାପଡ଼ା(ବାସ୍ତବ ଟିଭି): କଡ଼ ଲେଉଟାଇବ ‘ରାଜନଗର ରାଜନୀତି’ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବାର ସମ୍ଭାବନାରେ କେନ୍ଦ୍ରାପଡ଼ାର ‘ରାଜନଗର ରାଜନୀତି’ । ଦୀର୍ଘ ୩୫ବର୍ଷରୁ ଉଦ୍ଧ୍ୱର୍ ଜନତା ଦଳ ହେଇ କି କଂଗ୍ରେସରେ ରାଜୁତି କରିଆସୁଥିବା ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କ ଗଡକୁ଼ ୨୦୦୯ରେ ଅକ୍ତିଆର କରିଥିଲେ ଅଲେଖ କୁମାର । ଯାହାକୁ ନେଇ ରାଜନଗର ରାଜନୀତିରେ ଆରମ୍ଭ ହୋଇଥିଲା ଏକ ନୂଆ ରାଜନୀତି ସମୀକରଣ । ହେଲେ ୨୦୧୪ […]
ଜାମ୍ମୁକାଶ୍ମୀର ହନ୍ଦୱାଡ଼ାରେ ଲଗାତର ତୃତୀୟ ଦିନରେ ଜାରି ରହିଛି ଏନକାଉଣ୍ଟର । ଜମ୍ମୁ କଶ୍ମୀର ହନ୍ଦଓ୍ବାଡାରେ ୩ ଦିନ ହେଲା ଲଗାତାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏବଂ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଆଜି ଏନ୍କାଉଣ୍ଟର ବେଳେ ଆତଙ୍କୀ ଗୁଳିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ […]
ପୁଣି ମୋଦିଙ୍କୁ ରାହୁଲଙ୍କ ବାଣ । ରାଜନୀତିରେ ପୁଣି ଜୋର ଧରିଲା ରାଫେଲ ପ୍ରସଙ୍ଗ । ଝାଡଖଣ୍ଡର ରାଜଧାନୀ ରାଞ୍ଚି ଠାରେ ଏକ ବିଶାଳ ରାଲିରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି । ଏବଂ ରାହୁଲ ରାଫେଲ୍ ପ୍ରସଙ୍ଗ ଉଠାଇବା ସହ ଜନତାଙ୍କ ମୁହଁରୁ ‘ଚୌକିଦାର ଚୋର ହେ’ ର ନାରା ଲଗାଇଥିଲେ । ତାହା ସହ ରାହୁଲ ଖୁଲମ୍ ଖୁଲା କହିଛନ୍ତିକି ତାଙ୍କୁ ମୋଦିଙ୍କୁ ଏପରି […]
ଆସୁଛି ଶିବ ରାତ୍ରୀ , ଯେଉଁ ରାତ୍ରୀକୁ ଚାତକ ପରି ଚାହିଁ ରହିଥାନ୍ତି ସମସ୍ତ ଶୈବ ଭକ୍ତ । ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଓ ନିଜର ମନସ୍କାମନା ପୂରଣ କରିବା ନିମନ୍ତେ ସାରା ଦିନ ଉପବାସ କରି ରାତି ଅନିଦ୍ରା ହୋଇ ଜାଗର ଜାଳିଥାନ୍ତି ଭକ୍ତ ମାନେ । ହେଲେ ସବୁଠୁ ବଡ଼ କଥା ହେଉଛି ଚଳିତ ବର୍ଷ ଜାଗର ସେମବାର ପଡୁଥିବାବେଳେ ବହୁ ଦୁର୍ଲଭ ମହାସଂଯୋଗ […]
ଫିଲ୍ମି ଫ୍ରାଇଡେରେ ପରଦାକୁ ଆସିଛି କାର୍ତ୍ତିକ ଆରୟାନ ଓ କ୍ରିତି ସାନନ୍ ଷ୍ଟାରର ଲୁକା ଛୁପି। ଫିଲ୍ମରେ ରହିଛି ଛୋଟ ସହରର କାହାଣୀ। କାର୍ତ୍ତିକ ଓ କ୍ରିତି ଲିଭ ଇନରେ ରହିବାକୁ ଚାହୁଁଛନ୍ତି। ମାତ୍ର ଛୋଟ ସହରରେ ଅବିବାହିତ ଯୁବକଯୁବତୀଙ୍କୁ ଘର ଭଡା ମିଳିବାରେ ଅସୁବିଧା ହେଉଛି ।ସେଥିଲାଗି ବିବାହ କରିଥିବା ନେଇ ମିଛ କହୁଛନ୍ତି ଉଭୟେ । ଏହାପରେ ସେମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା […]
ସହିଦଙ୍କୁ ନେଇ ରାଜନୀତି ମଇଦାନ୍ରେ ସମସ୍ତ ହେବିୱେଟ୍ । ପୁଲୱାମା ହମଲାକୁ ମାତ୍ର ୧୨ଦିନ ପରେ ଭାରତ ର ବାୟୁସେନା ବୋମା ଫିଙ୍ଗିବାକୁ ନେଇ ଦୁଇ ଦେଶ ମଧ୍ୟରେ ଦେଖାଦେଇଥିଲା ଛକାପଞ୍ଝାର ପରିସ୍ତିତି । ବର୍ତମାନ ଏହି ପରିସ୍ତିତିରେ ମାତ୍ର ଅଳ୍ପ କିଛି ସୁଧାର ଆସିଥିବା ବେଳେ ଦେଖା ଦେଲାଣି ଭାରତର ରାଜନୀତିରେ ରଣକୌଶଳ । ସାମରିକ ବାହିନୀରେ ଦେଶ ପାଇଁ କାର୍ୟ୍ୟକରୁଥିବା ଯବାନ ସହିଦ ହେଲେ ‘ସହିଦ’ର ମାନ୍ୟତା […]
ଆଗକୁ ଅରମ୍ଭ ହେବାକୁ ଯାଉଛି ଗ୍ରୀଷ୍ମ ଦିନ ଅର୍ଥାତ ଖରା ଦିନ । କିନ୍ତୁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ପୂର୍ବରୁ ଆସ୍ୱସ୍ତି ଦେଇଛି ବର୍ଷା । ଏଇ ମାତ୍ର କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆ ପଥର ସାଙ୍ଗକୁ ବର୍ଷା ଲାଗିରହିଥିବାବେଳେ ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ , ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ : ୱାଘା ବର୍ଡ଼ରରେ ପହଁଚିଲେ ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ୱାଘାର ଅଟାରି ବର୍ଡର ଦେଇ ନିଜର ଦେଶକୁ ଫେରୁଛନ୍ତି ଅଭିନନ୍ଦନ । ଏନେଇ ସାରା ଦେଶ ଖୁସିର ଲହରୀ ଖେଳିଯାଇଥିବା ବେଳେ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବାୟୁସେନାର ପ୍ରତିନିଧି ଦଳ ସହ ଅଭିନନ୍ଦନଙ୍କ ବାପା ଓ ମା ଉପସ୍ଥିତ ଥିବା ଦେଖିବାକୁ ମିଳିଛନ୍ତି । ସୂଚନା ଅନୁଯାୟୀ ବାୟୁସେନାର ଅଧିକାରୀ ଅଭିନନ୍ଦନଙ୍କୁ […]
ନୂଆ ଦିଲ୍ଲୀ: ପୁଲୱାମା ହମଲା ପରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ । ହେଲେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆତଙ୍କୀ ଶିବିରକୁ ନଷ୍ଟ କରିଥିବା କହୁଥିବାବେଳେ କିନ୍ତୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ରୋକଠୋକ୍ ପ୍ରଶ୍ନ ଉଠାଇଛନ୍ତି । ମମତାଙ୍କ କହିବା ଅନୁଯାୟୀ, ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା ୧୦୦୦ କେଜିର ବମ୍ ବର୍ଷା କରିଛି । ହେଲେ ଏତେ ବଡ଼ ଷ୍ଟ୍ରାଇକ୍ ପରେ ମଧ୍ୟ ପ୍ରଧାନମନ୍ତ୍ରୀ […]


