ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତି କାରିବ ପଦ୍ମଶ୍ରୀ ହଳଧର ନାଗ । ଏନେଇ ଆଜି କୋଶଳୀ କବି ହଳଧର ନାଗ ନବୀନ ନିବାସରେ ପହଁଚି ନବୀନ ନିବାସରେ ପହଁଚିଛନ୍ତି । ତେବେ ସେ କେଉଁ ଆସନରୁ ଲଡଢ଼ିବେ ତାହାନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ବାରି ହୋଇ ପଡ଼ୁଛି । ଅପରପକ୍ଷରେ ଟିକେଟ ପାଇଁ ଆଶାୟୀ ଅଛନ୍ତି କି ନାହାନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖୁବଶୀଘ୍ର […]
ଭୁବନେଶ୍ୱର(ବାସ୍ତବ ଟିଭି): ତା୧୫/୦୩/୨୦୧୯ରିଖ କଟକ ଜିଲ୍ଲାର କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଂସ୍କୃତ ବିଭାଗର ୨ୟ ଓ ୧ମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ୩ୟ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବୋର୍ଦ୍ଧନା ଦିଆଯାଇଥିଲା। ୨୦୦୯ମସିହା ରେ ସଂସ୍କୃତ +୩ ରେ ଖୋଲିଥିଲା। ୨୦୧୫ ରେ ସଂସ୍କୃତ ସମ୍ମାନ ଖୋଲିଥିଲା।୨୦୧୬ବ୍ୟାଚ୍ ୩ୟବର୍ଷପିଲାମାନଙ୍କୁ ବିଭାଗର୨ୟ ଓ ୧ମବର୍ଷ ତରଫରୁ ସମ୍ମାନ ତଥା କୋହଭରା କଣ୍ଠରେ ବିଦାୟ ସମ୍ବୋର୍ଦ୍ଧନା ଦିଆଯାଇଥିଲା। ଏହି […]
ଭୁବନେଶ୍ୱର(ବାସ୍ତବ ଟିଭି): ଆସୁଛି ବର୍ଷା, ଏନେଇ ପାଣିପାର କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଜିଲ୍ଲାରେ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଝଡ଼ତୋଫାନ […]
ଭୁବନେଶ୍ୱର(ବାସ୍ତବ ଟିଭି): ମୁହଁ ଖୋଲିଲେ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର । ଆସନ୍ତା ନିର୍ବାଚନକୁ ନେଇ ଦେଲେ ବିଷ୍ଫୋରକ ବୟାନ । ବିଜେଡ଼ିକୁ ନେଇ ସିଦ୍ଧାନ୍ତଙ୍କ କହିବା ଅନୁଯାୟୀ, ସୁପ୍ରିମୋ ମୋ ସହ କିଛି ଆଲୋଚନା କରିନାହାନ୍ତି କି ମୁଁ ଟିକେଟ୍ ପାଇଁ ଆଶାୟୀ ନାହିଁ । ଯଦି ଟିକେଟ ମିଳେ ଲଢ଼ିବି ନହେଲେ କହିବେ ଯଦି ଦଳ ପାଇଁ ପ୍ରଚାର କରିବି । ତାଛଡ଼ା ସେ କହିଛନ୍ତିକି ନବୀନ […]
ଭୁବନେଶ୍ୱର(ବାସ୍ତବ ଟିଭି): ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ । ନିର୍ବାଚନ ପାଇଁ ଚାଲିଛି ସମସ୍ତ ରାଜନୈତିକ ଦଳର ଘର ସଜଡ଼ା । କାଲି ଯାହା ସହିତ କଳି ଆଜି ତାକୁ କୋଳାକୋଳି । ଏମିତି ରାନୈତିକ ଘଡ଼ିସନ୍ଧି ମୁହୁର୍ତ୍ତରେ ଦେଖିବାକୁ ମିଳିଛି କିଛି ରୋମାଞ୍ଚକର ଉଚ୍ଚସ୍ତରୀୟ ଦଳୀୟ କର୍ମୀଙ୍କ ନାଟକ । ଯେଇଁଠିକି ଗୋଟିଏ ରାଜନୈତିକ ଦଳର କର୍ମୀ ଆଉ ଏକ ରାଜନୈତିକ ଦଳକୁ ବାରମ୍ବାର ବିଧୋର କରିଆସିବାସହ କଡ଼ା ଭାଷାରେ […]
ବଦଳୁଛି ରାଜନୀତିର ଦୃଶ୍ୟପଟ୍ଟ । କିଏ କୁଆଡ଼େ ଯିବ ଆଉ କିଏ କେଉଁ ଦଳର ନୂଆ ମୁହଁ ହେବ । ତାହା ନେଇ ଚାଲିଛି ମାନସମନ୍ଥନ । କିଏ ବିଜେପିରେ ମିଶୁଛିତ କିଏ ବିଜେଡ଼ିରେ ଆଉ କିଏ କଂଗ୍ରେସକୁ ଗୋଡ଼ ବଢ଼ାଉଛି । ଏମତି କହିବାକୁ ଗଲେ ରାଜନୀତିରେ ଅଭିନେତା, ଗାୟକ, ଶିକ୍ଷକ, ଆଇଏସ୍ ପରି ଅନେକ ସାଧାରଣ ଜୀବନୀରୁ ନେତା ପାଲଟିଥିବାବେଳେ, ଏବେ ସେହି ରାଜନୀତି ବହିରେ ଆଉ […]
ଭୁବନେଶ୍ୱର(ବାସ୍ତବ ଟିଭି): ରାଜ୍ୟରେ ଜାରି ରହିଛି ରାଜନୈତିକ ଉଷ୍ମତା । କିଏ ବିଜେଡ଼ିରୁ ଡ଼େଇଁ ବିଜେପିରୁ ମିଶୁଛିତ କିଏ କଂଗ୍ରେସରୁ ଡ଼େଇଁ ବିଜେଡ଼ିରେ ମିଶୁଛି । ଚାଲିଛି ଦଳ ଅଦଳବଦଳର ଋତୁ । ମାତ୍ର କେଇଟା ଦିନ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶା ରାଜନୀତିରେ ଲାଗିଛି ଦଳ ଡ଼ିଆଁ କାର୍ଯ୍ୟକ୍ରମ । ଏବେ ଏବେ ବୈଜୟନ୍ତ ଓ ଦାମଙ୍କ ପରି ଟାଣୁଆ ନେତା ବିଜେପିରେ ସାମିଲ ହେବାପରେ ବିଜୟଙ୍କ […]
ଭୁବନେଶ୍ୱର(ବାସ୍ତବ ଟିଭି): ବିଜେପିର ୨୧ ଲୋକସଭା ଆସନ ପାଇଁ ସମ୍ଭବ୍ୟ ପ୍ରାର୍ଥୀ ଚୟନ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଦରକାର ପଡ଼ିଲେ ଚୟନ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପରିବର୍ତ୍ତନ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି । ସେହି ସମ୍ଭବ୍ୟ ପ୍ରାର୍ଥୀ ତାଲିକା ଅନୁଯାୟୀ ପୁରୀରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କନ୍ଧମାଳରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ବା ନେଇ ସୂଚନା ମିଳିଛି । ହେଲେ ଦଳ […]
ଦାମଙ୍କୁ ନେଇ ପୁଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିବାର ଲାଗିଛି । ଦାମ ବିଜେଡ଼ି ଛାଡ଼ିବା ହେଉ କି ବିଜେଡ଼ିରେ ମନ୍ତ୍ରୀ ପଦରେ ରହିଆସିଥିବାବେଳେ ହେଉ ପ୍ରତିଟି ସମୟରେ ଦାମଙ୍କ କଥାକୁ ନେଇ ସରଗରମରେ ରହିଆସିଥିବା ରାଜନୀତି । ଆଜି ଆଉଟିକେ ଗରମାମରମ ହୋଇଯାଇଛି । ଡଃ ଦାମଦର ରାଉତ ତାଙ୍କ ତୁଣ୍ଡର କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଉ ବିଜେପିରେ […]
ଭୁବନେଶ୍ୱର(ବାସ୍ତବ ଟିଭି): ପୁଣି ରାଜନୀତି ମୁହାଁ ମହାରଥୀ । ଏଇ ମାତ୍ର କିଛିି ଦିନ ତଳେ ପପିଲି ବିଧାୟକ ପ୍ରଦୀପ ମହାରଥୀ ନିଜର ମନ୍ତ୍ରୀ ପଦ ହରାଇ ଘର ବାହୁଡ଼ା ହୋଇଥିବାବେଳେ ପୁଣି ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଏବଂ ତାଙ୍କୁ ଗଣମାଧ୍ୟମ ନିର୍ବାଚନ ଲଢ଼ିବା ନେଇ ପଶ୍ନ କରିବାରୁ ବିଧାୟକ ସ୍ପଷ୍ଟ କହିଥିଲେକି ମୁଁ ଏଥର ନିର୍ବାଚନ ନିଶ୍ଚୟ […]


