ଭୁବନେଶ୍ୱର(ନି.ପ୍ର): ଖୋର୍ଦ୍ଧା ପିତାପଲ୍ଲୀ ସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ରେ ଏକ ସ୍ବାଗତ ସମାରୋହ “ଆବାହନ -୨୦୨୫” ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ କୁ ମହାବିଦ୍ୟାଳୟ ର ମୂଖ୍ୟ ଶ୍ରୀ ଏସ୍.କେ.ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁଧାଂଶୁ ଶେଖର ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିନ୍ଦୁଶ୍ରୀ […]

ଅନୁଗୁଳ(ନି.ପ୍ର):ଆଜି ଭୋର ପ୍ରାୟ ୪:୩୮ ସମୟରେ ଅନୁଗୁଳ ଜିଲ୍ଲାର ହଣ୍ଡପା ପୋଲିସ ସୀମା ଅନ୍ତର୍ଗତ ଲୁହାମୁଣ୍ଡା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା । ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଡିଭାଇଡରରେ ଧକ୍କା ଦେଇଥିବା ଜଣାପଡ଼ିଛି, ଯାହା ଫଳରେ ୧୮ ଜଣ ଯାତ୍ରୀ ଆହତ ହୋଇଥିଲେ । ୧୦୮ ଆମ୍ବୁଲାନ୍ସ ର ଜରୁରୀକାଳୀନ ନିୟନ୍ତ୍ରଣ ରୁମ୍ ଅନୁଯାୟୀ, ଏହି ଘଟଣା ଖବରର ତୁରନ୍ତ […]

ଭୁବନେଶ୍ୱର(ନି.ପ୍ର): ଓଡିଆ ଫିଲ୍ମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଆସିଛି,ଲୋକପ୍ରିୟ ଓଡିଆ ପ୍ରଯୋଜକ ଅକ୍ଷୟ କୁମାର ପରିଜା ପୁଣି ଥରେ ରାଜ୍ୟକୁ ଅନ୍ତର୍ଜାତୀୟ ପ୍ରଶଂସା ଆଣୁଛନ୍ତି। ଅକ୍ଷୟ ପରିଜାଙ୍କ ଐତିହାସିକ ଫିଲ୍ମ ‘ପାପା ବୁକା‘ଗୋଆରେ ଅନୁଷ୍ଠିତ ୫୬ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରତିଷ୍ଠିତ ରେଡ କାର୍ପେଟ ଗାଲା ପ୍ରିମିୟର ପାଇଁ ମନୋନୀତ ହୋଇଛି। ଏହି ପ୍ରିମିୟର ଆସନ୍ତା ୨୨ ନଭେମ୍ବର, ୨୦୨୫ ରେ ଅନୁଷ୍ଠିତ ହେବ, ଯାହା […]

ବରଗଡ଼୦୭/୧୧(ନବୀନ କୁମାର ଦାଶ):ରାଜ୍ୟ ଖାଦ୍ୟ କମିଶନର ଅବନୀକାନ୍ତ ସାହୁ ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଆସି ଗସ୍ତର ପ୍ରଥମ ଦିବସ ଅର୍ଥାତ ଗୁରୁବାର ଦିନ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ପାଇଁ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ବ୍ୟବସ୍ତା,ସଫାସୁତୁରା ଆଦି ବିଭିନ୍ନ ବିଷୟର ତଦାରଖ କରିଥିଲେ।ଗସ୍ତର ଦ୍ବିତୀୟ ଦିବସ ଅର୍ଥାତ ଆଜି ପାଇକମାଳ ଏବଂ ଝାରବନ୍ଧ ବ୍ଲକ୍ ର ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡି […]

ବରଗଡ଼୦୭/୧୧(ନବୀନ କୁମାର ଦାଶ):ଶ୍ରୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଲିଖିତ,ଭାରତ ର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଜଦୁମଣି ଅଡିଟୋରିୟମ୍ ଠାରେ ଜିଲ୍ଲା ସ୍ତରୀୟ ସାମୁହିକ ସଙ୍ଗୀତ ଗାନ ଉତ୍ସବ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଏକତାର […]

ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର) ୦୬/୧୧: ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନର, କେ.ଏମ୍.ମୁନସି ସଭାଗୃହରେ ପଂଡିତ ନୀଳକଣ୍ଠ ସ୍ମୃତିସମିତିର ସଭାପତି ଶ୍ରୀଯୁକ୍ତ ଅମିୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ପଂଡ଼ିତ ନୀଳକଂଠ ଦାଶଙ୍କ ୫୮ତମ ଶ୍ରାଦ୍ଧ ଦିବସ। ପଂଡିତ ନୀଳକଣ୍ଠଙ୍କ ତୈଳଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମିତିର ଆଜୀବନ ସଭ୍ୟା ଶ୍ରୀମତୀ ମଧୁସ୍ମିତା ବିଶ୍ଵାଳ ନୀଳକଣ୍ଠଙ୍କର ନିଜସ୍ୱ ରଚନା ‘କୋଣାର୍କେ’ ରେ କବିତା ଆବୃତ୍ତି କରିଥିଲେ । ଡଃ […]

ଭୁବନେଶ୍ୱର(ନି.ପ୍ର):ଅନ୍ତର୍ଜାତୀୟ ଭକ୍ତି ଓ ସାଂସ୍କୃତିକ ଭବ୍ୟତା ସହିତ ଉଦଘାଟିତ ଶ୍ରଦ୍ଧାସୃଦ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥିଙ୍କ ଦ୍ବାରା ରଚିତ ଶ୍ରୀ ଗୁରୁ ଭାଗବତ ପବିତ୍ର ଗ୍ରନ୍ଥର ରୌପ୍ୟ ଜୟନ୍ତୀ ଉତ୍ସବ ଭୁବନେଶ୍ବରରବୀନ୍ଦ୍ର ମଣ୍ଡପଠାରେ ଏକ ଭବ୍ୟ ଭକ୍ତି ଏବଂ ସାଂସ୍କୃତିକ ସମ୍ମିଳନୀରେ ଆୟୋଜିତ ହୋଇଯାଇଛି lଏହି ଗ୍ରନ୍ଥର ପ୍ରଥମ ସଂସ୍କରଣ କାର୍ତ୍ତିକ ପୂର୍ଣ୍ଣିମା, ୩୦ ନଭେମ୍ବର ୨୦୦୧ ରେ ପ୍ରକାଶିତ ହୋଇଥିଲା।ଏହି ଅବସରକୁ “ଶ୍ରୀ ଗୁରୁ ଭାଗବତ ଉତ୍ସବ” ଭାବେ ଉଲ୍ଲେଖ […]

ବରପାଲି(ନି.ପ୍ର)୦୫/୧୧:ବରପାଲି ଶୀତଳଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କପିଳେଶ୍ବର ମହାଦେବ ମନ୍ଦିର ପରିସରରେ କାର୍ତ୍ତିକ ଚତୁର୍ଦ୍ଦଶୀ ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ବାବା କପିଲେଶ୍ବର ଓ ମାତା ପାର୍ବତୀଙ୍କ ଦର୍ଶନ ସହ ଆଶିର୍ବାଦ ପ୍ରାପ୍ତି ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା। କାର୍ତ୍ତିକ ମାସ ତ୍ରୟୋଦଶୀ ଠାରୁ ଦେବ ଦମ୍ପତିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରମ୍ପରା ଅନୁସାରେ ଆୟୋଜିତ ହୋଇଥାଏ। ଚତୁର୍ଦ୍ଦଶୀ ରାତ୍ରରେ ମନ୍ଦିର ଧ୍ବଜ ପରିବର୍ତ୍ତନ ପରମ୍ପରା […]

ପଞ୍ଚୁକର ମହତ୍ତ୍ୱ ବୁଝାଇଲେ ପଣ୍ଡିତ ବିଶ୍ୱନାଥ ଶତପଥୀ​ଭୁବନେଶ୍ୱର(ତ୍ରିଭୁବନମହାପାତ୍ର)୦୨/୧୧: ଆଜି ପୁରୁଣା ଭୁବନେଶ୍ୱରର ଏକାମ୍ର ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ଏକ ମହାନ୍ ଆଧ୍ୟାତ୍ମିକ ସଭା ଶାସନପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ମାସର ପବିତ୍ର ପରିବେଶରେ ଆୟୋଜିତ ଏହି ସଭାର ମୁଖ୍ୟ ବିଷୟବସ୍ତୁ ଥିଲା ‘ଜଗନ୍ନାଥ ଚେତନା, ସଂସ୍କୃତି ଏବଂ ପଞ୍ଚୁକର ମହତ୍ତ୍ୱ’।​ଏହି ସଭାରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ବିଶାରଦ ପଣ୍ଡିତ ବିଶ୍ୱନାଥ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର): ୩୧/୧୦ଦେଶର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସକୁ ଓଡ଼ିଶା ପୋଲିସ୍ ତରଫରୁ ଆଜି ଭୁବନେଶ୍ୱର ପୁରୁଣା ସହର (Old Town) ସ୍ଥିତ ନୂଆ ମାର୍କେଟ୍ କମ୍ପ୍ଲେକ୍ସ ଠାରେ ପୂର୍ଣ୍ଣ ଉତ୍ସାହର ସହ ପାଳନ କରାଯାଇଛି। ସର୍ଦ୍ଦାର ପଟେଲଙ୍କ ଦେଶକୁ ଏକାଠି କରିବାର ଆଦର୍ଶ ତଥା ତାଙ୍କର ଏକତା ମୂଳକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ […]

Pin It on Pinterest