ଭୁବନେଶ୍ୱର, ଅକ୍ଟୋବର ୩୦: ବିଶିଷ୍ଟ ସାହିତ୍ୟିକ, ଉଦୀୟମାନ କବି ତଥା ମର୍ମଜ୍ଞ ରାଜନୈତିକ ନେତା ଶ୍ରୀ ଶଙ୍କର୍ଷଣ ପରିଡ଼ା (ଶଙ୍କର ଭାଇ) ଆଉ ନାହାଁନ୍ତି। ଆଜି ୩୦/୧୦/୨୦୨୫ ତାରିଖରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ଓଡ଼ିଶାର ସାହିତ୍ୟ, ରାଜନୀତି ଓ ସାମାଜିକ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି। ଫୁସଫୁସ କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ AIIMS ଠାରେ ଚିକିତ୍ସାଧୀନ ଥିଲେ ଏବଂ ସେଠାରେ ହିଁ […]

କଟକ:ବାଙ୍କୀ ଉପଜିଲ୍ଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି । ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍‌ରୁ ଚାନ୍ଦା ଆଦାୟ ଅଭିଯୋଗ। ହାତରେ ପାଇପ୍‌ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ। ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା। ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରକୁ ବିଦା କରାଯାଇଛି କହିଲେ ଉପଜିଲ୍ଲାପାଳ।

ବରଗଡ଼୨୯/୧୦(ନବୀନ କୁମାର ଦାଶ):ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରସାଶନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା,ବ୍ଲକ,ପଞ୍ଚାୟତ ଏବଂ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ସଦର ମହକୁମାଠାରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରକ୍ଷୀ ଅକ୍ଷକଙ୍କ କାର୍ଯ୍ୟା ଳୟ ପର୍ଯ୍ୟନ୍ତ […]

ବରଗଡ଼୨୯/(ନବୀନ କୁମାର ଦାଶ):ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ସାମାଜିକ ପ୍ରତିବଦ୍ଧତାର ମାର୍ମିକ ଉଚ୍ଚାରଣ। ବ୍ୟକ୍ତି ନୁହେଁ ଗୋଷ୍ଠୀ ର ବିକାଶ ପରିପ୍ରକାଶ ହିଁ ଏହାର ବ୍ୟାପ୍ତି ଓ ଦୀପ୍ତି। ଜାତୀୟ ଜୀବନ ର ଜୟଗାନ ହେଉଛି ତାର ଉଦ୍ଘୋଷିତ ମନ୍ତ୍ର।ସର୍ବୋ ପରି ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବ ବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମ ସ୍ବର ବୋଲି ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ […]

ବାସ୍ତବ ବ୍ୟୁରୋ: ‘ମୋନ୍ଥା’ ବଳ ଗୋଟାଇ ସ୍ଥଳଭାଗର ନିକଟତର ହେଉଥିବା ବେଳେ ଏହାର ପ୍ରଭାବ ଗତକାଲିଠାରୁ ଓଡ଼ିଶାରେ ପଡ଼ିସାରିଲାଣି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ବାତ୍ୟା ‘ମୋନ୍ଥା’ର ଅବସ୍ଥିତି ଓ ଏହାର ପ୍ରଭାବ ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି, ଭୀଷଣ ବାତ୍ୟାର ରୂପ ନେଇ ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗୋପାଳପୁର ଠାରୁ […]

ଭୁବନେଶ୍ବର(ନି.ପ୍ର): ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।‘ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି।ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ସାରିଛି,‘ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ।ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି,୩୦ ହଜାର ୫୯୪ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି।ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ,୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍‌ ନିଆଯାଇଛି।ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ […]

ବଲାଙ୍ଗିର(ନି.ପ୍ର): ଭୀମ ଭୋଇ ମେଡିକାଲ କଲେଜରେ ପୁଞ୍ଜିଲାଲ୍ ମେହେର-BBMCHର ମେଡିସିନ୍ ଓ୍ୱାର୍ଡରେ ଚାଲିଛି ପୁଞ୍ଜିଲାଲ୍ ମେହେରଙ୍କ ଚିକିତ୍ସା.-ଗତ ୨୧ ତାରିଖରୁ ବଲାଙ୍ଗିର ଜେଲରେ ଅନଶନ କରିଥିଲେ ପୁଞ୍ଜିଲାଲ୍.-ଗୁରୁତର ହେବାରୁ ଗତକାଲିଠୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ପୁଞ୍ଜିଲାଲ୍.-ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍.-ଆଜୀବନ କାରାଦଣ୍ଡାଦେଶ ପରେ ସଜା ଭୋଗୁଛନ୍ତି ପୁଞ୍ଜିଲାଲ୍ ମେହେର

ଭୁବନେଶ୍ୱର(ନି.ପ୍ର):–ନୂଆପଡ଼ା ଉପନିର୍ବାଚନ ନେଇ CEO ଆର୍‌ଏସ୍‌ ଗୋପାଳନଙ୍କ ସମୀକ୍ଷା। -ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ୩ ପର୍ଯ୍ୟାୟରେ ବୈଠକ କଲେ-‘ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଛି, ସବୁକିଛି ଠିକ୍‌ ଠାକ୍‌ ଚାଲିଛି’-‘ଆଚରଣବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି, ଅନୁଧ୍ୟାନ ଚାଲିଛି’-‘ନୂଆପଡ଼ାରେ ୩୫୦ ବୁଥ୍‌; ଏଥିରୁ ନୂଆ କରି ହୋଇଛି ୫୬ ବୁଥ୍‌’-‘୬ଟି ପିଙ୍କ୍‌ ବୁଥ୍‌ ହୋଇଛି, ମହିଳା ପୋଲିଂ ଅଫିସର ପରିଚାଳନା କରିବେ’-‘ଓଡ଼ିଶାରେ ମଧ୍ୟ […]

ଭୁବନେଶ୍ୱର(ନି.ପ୍ର):କ୍ୟାବିନେଟ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ପାରିତ-କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ-‘ଆହାର’ ପାଇଁ ଏଣିକି ବ୍ୟୟ ବହନ କରିବେ ରାଜ୍ୟ ସରକାର-୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ବ୍ୟୟ ହେବ ୫୧୨ କୋଟି । -‘ଆହାର’ ଭୋଜନ ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କା ବୃଦ୍ଧି ନିଷ୍ପତ୍ତି.-ମାତ୍ର ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ-ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ […]

–ଯାଜପୁର ଟାଉନ କାଳୀ ପୂଜା ଆମସାହି ମେଢ଼ ପ୍ରତିଯୋଗିତାର ବିଜେତା ଘୋଷଣା–ବେଷ୍ଟ ତୋରଣ- ମାଆ ଆଦ୍ୟ ଗରୁଡ଼ କାଳୀ ପୂଜା କମିଟି-ବେଷ୍ଟ ମୂର୍ତ୍ତି- ନାରାୟଣ ଛକ ପୂଜା କମିଟି-ବେଷ୍ଟ ମେଢ଼- ଗରିଆପୁର ଶ୍ୟାମାକାଳୀ କମିଟି-ବେଷ୍ଟ ସାଜସଜ୍ଜା- କିଆନାଳି କୂଳ କାଳୀପୂଜା କମିଟି-ବେଷ୍ଟ ବାରୁଆଳି- ମହାବୀର ଛକ ପୂଜା କମିଟି-ଜୁରି ଆୱାର୍ଡ- ମାର୍କେଟ୍ ଛକ ଶ୍ୟାମା ପୂଜା କମିଟି

Pin It on Pinterest