ବାସ୍ତବ ବ୍ୟୁରୋ-ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଚେତାବନୀ ଦେଇଛି ଯେ, ଯଦି ସେମାନେ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମୋଡ୍ ଉପରେ କୌଣସି କାରବାର ଶୁଳ୍କ ଆଦାୟ କରନ୍ତି ତାହାଲେ ସେମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏକ ସର୍କୁଲାର ରେ, ସର୍ବୋଚ୍ଚ ପ୍ରତ୍ୟକ୍ଷ ଟିକସ ନୀତି ନିର୍ବାହକାରୀ ସଂସ୍ଥା କହିଛି ଯେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) କାରବାର ଉପରେ କିଛି ବ୍ୟାଙ୍କ ଚାର୍ଜ […]
ଦେଶ ଓ ବିଦେଶ
ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ, ୯ ଲକ୍ଷ ୮୦ହଜାର କ୍ୟୁସେକ୍ ଜଳ ପ୍ରବାହିତ । ଗାଁକୁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ଜଳ ଯୋଗୁଁ ଅଟ୍ରିରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ, ପଟ୍ଟାମୁଣ୍ଡାଇରେ ଡଙ୍ଗା ଦାବି କରି ରାସ୍ତାରୋକ । ରାଜ୍ୟ ସରକାରଙ୍କ ଘୋଷଣା, ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କ ଯିବାଆସିବା ପାଇଁ ଆଜିଠାରୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ବି ସ୍ଥାନରେ […]
କଟକ ଜିଲ୍ଲାର ବଡ଼ମ୍ବା ନିକଟ ମା’ ଭଟ୍ଟାରିକା ମନ୍ଦିରରେ ୮ ଫୁଟ ବନ୍ୟା ଜଳ, ପାହାଡ଼ ଉପରକୁ ସ୍ଥାନାନ୍ତରିତ ହେଲେ ଚଳନ୍ତି ପ୍ରତିମା । ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷା । ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ, ୪୪ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଆଜି ରାଜ୍ୟ ସରକାର ଜେଇଇ ମେନ୍ ଓ ଏନ୍ଇଇଟି ପରୀକ୍ଷା […]
ବାସ୍ତବ ବ୍ୟୁରୋ : UGC ପରୀକ୍ଷା ଗାଇଡଲାଇନ ଏବଂ ଅନ୍ତିମ ବର୍ଷ ବିଶ୍ୱବିଦ୍ୟାଳୟ ପରୀକ୍ଷା ୨୦୨୦ ଉପରେ ସୁପ୍ରିମ କୋର୍ଟ ଚୂଡାନ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି । ପରୀକ୍ଷା ବାତିଲ ପାଇଁ ହୋଇଥିବା ଆବେଦନ ସୁପ୍ରିମ୍ କୋର୍ଟରେ ଖାରଜ ହୋଇଯାଇଛି । UGCର ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଛନ୍ତି କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠର ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ […]
ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର । ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟଙ୍କ ଶୁଣାଣି । ହୀରାକୁଦ ଡ୍ୟାମ୍ରୁ ୨୪ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ । ଆଜିଠୁ ଭୁବନେଶ୍ୱରରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ, ବିଏମ୍ସିର ୨୫ଟି ୱାର୍ଡରୁ ସଂଗ୍ରହ […]
ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପହଁଞ୍ଚିଲେ ଏନଡିଆରଏଫ ୟୁନିଟ୍ । ପୁରୀ ‘ବ୍ଲୁ ଫ୍ଲାଗ୍ ବିଚ୍’:ଅନ୍ତର୍ଜାତୀୟ ବେଳାଭୂମିର ଅନୁଭବ ନେବେ ପର୍ଯ୍ୟଟକ ହୀରାକୁଦ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍ ବର୍ଷା,ହୀରାକୁଦରେ ୧୦ ଗେଟ୍ ଖୋଲା । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲା ଜଳକା ନଦୀ । ଲଗାଣ […]
ଲଘୁଚାପ ଜନିତ ବର୍ଷାରେ ବେହାଲ ଭଦ୍ରକ । ଅନେକ ଅଞ୍ଚଳରେ ପଶିଲା ପାଣି, ଚାଷ ଜମି ଜଳମଗ୍ନ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଇଇ (ମେନ୍) ଓ ନିଟ୍ ପରୀକ୍ଷା ସ୍ଥଗିତ ରଖାଯାଉ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ । ବାରିପଦାରେ ବନ୍ୟା ସ୍ଥିତି, ବିପଦ ସଂକେତ ଟପିଲ ଜଳକା । ଲଗାଣ ବର୍ଷାରେ ବେହାଲ୍ […]
ଉତ୍ତର ବଙ୍ଗୋପସାଗରରେ ଲଘୁଚାପ । ୨୮ ଯାଏ ପ୍ରବଳ ବର୍ଷା , ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି । ଆସନ୍ତା ୧୦ ବର୍ଷ ମଧ୍ୟରେ ଜେଏସ୍ଡବ୍ଲୁ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ବେଳେ ଜେଏସ୍ଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ହୀରାକୁଦର ୧୮ଟି ଗେଟ୍ ଦେଇ ପ୍ରାୟ ୩ ଲକ୍ଷ କ୍ୟୁସେକ୍ […]
ବାସ୍ତବ ବ୍ୟୁରୋ-କଂଗ୍ରେସ କାର୍ଯ୍ୟ କମିଟିର ବୈଠକକୁ ‘ମହାଭାରତ’ରେ ପରିଣତ ହୋଇଛି । ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ପଦରୁ ଇସ୍ତଫା ଦେବା ସହ ତାଙ୍କ ନେତୃତ୍ୱତ କୁ ନେଇ ପଚରାଯାଇଥିବା ଚିଠିର ଉତ୍ତର ମଧ୍ୟ ଦେଇଛନ୍ତି । ଏହା ପରେ କଂଗ୍ରେସ କମିଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଗୋଟିଏ ପଟେ ଗାନ୍ଧୀ ପରିବାରର ସମର୍ଥକ ଥିବା ବେଳେ ଅନ୍ୟପଟେ ବିଦ୍ରୋହୀ ନେତାମାନେ ମଧ୍ୟ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ […]
ଆଜିଠାରୁ ବ୍ରହ୍ମପୁର ସହରର ସୀମାକୁ କଟକଣା ମୁକ୍ତ କରାଗଲା, ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ । ଏସ୍ସିବିର ନ୍ୟୁ ମେଡିସିନ୍ ବିଭାଗ କୋଠାରେ ହେବ ୨୫୦ ଶଯ୍ୟା କୋଭିଡ ହସ୍ପିଟାଲ୍ । ସାରା ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ନୂତନ ଶିକ୍ଷା ନୀତି-୨୦୨୦ […]


