ଆସୁଛି ଆଉ ଏକ ଲଘୁଚାପ;୧୮ରୁ ରାଜ୍ୟରେ ପ୍ରବଳ ବର୍ଷା , କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ପୁଣି ବଦଳିଲା ଶିକ୍ଷାବର୍ଷ । ହୀରାକୁଦର ୧୨ ଗେଟ୍ ଖୋଲା, ଜଳସ୍ତର ୬୧୫ ଫୁଟ୍ । ମାଲକାନଗିରିରେ ବନ୍ୟା: କାଲିମେଳା-ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ, ଚାଷ ଜମି ବ୍ୟାପକ କ୍ଷତି । ଫେମ୍-ଫିପଟି’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ତାରା-ବବି। ଡିସେମ୍ବରରେ ହେବ ମେକ୍ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ-ନ୍ୟାସନାଲ କ୍ୟାଡେଟ୍ କର୍ପସ (ଏନସିସି) ବର୍ତ୍ତମାନ ସୀମା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ସେବା କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନସିସିର ସମ୍ପ୍ରସାରଣ ସହ ଜଡିତ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ସମସ୍ତ ୧୭୩ ସୀମା ଏବଂ ଉପକୂଳ ଜିଲ୍ଲାର ଯୁବକମାନେ ବହୁ ପରିମାଣରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଆପଣଙ୍କୁ କହିରଖୁଛୁ ଯେ ଅଗଷ୍ଟ ୧୫ ରେ ରେଡ ଫୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ଲଘୁଚାପ ପ୍ରଭାବ, ରାଜ୍ୟରେ ଆହୁରି ୨ ଦିନ ବର୍ଷା । ଜଳବନ୍ଦୀରେ ଜୟପୁର ଗାଁ : ବଢୁଛି ନଦୀର ଜଳସ୍ତର, ଚିନ୍ତାରେ ଗ୍ରାମବାସୀ । ବିଭିନ୍ନ ସ୍ଥାନରେ ବର୍ଷା: କାମାକ୍ଷାନଗରରେ ପୋଲ ଭାସିଲା, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ । ପୁରୀରେ ଲଗାଣ ବର୍ଷାରେ ବୁଡ଼ିଲା ବାଇଶି ପାହାଚ, ଗୁମୁଟରେ ଆଣ୍ଠୁଏ ପାଣି । ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୯ଟି ଗେଟ୍ । ପୁରୀରେ ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା […]
ବିଶ୍ୱବିଦ୍ୟାଳୟ ଅଧୀନରେ ୩୦୦ରୁ ଅଧିକ କଲେଜ ରହିପାରିବନି । ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷିବ, ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା । ଆଇଟିଆଇ ପାଇଁ ଗୋଟିଏ ପର୍ଯ୍ୟାୟ ନାମଲେଖା । ୪୦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ମଧ୍ୟରେ ଓଡ଼ିଶାର ର୍ୟାଙ୍କ ୨୦ । କୃଷି ଗବେଷଣା ପାଇଁ ହାତ ମିଳାଇଲେ ଓୟୁଏଟି-ଦିଲ୍ଲୀ ଆଇଆଇଟି । ଅନ୍ଲାଇନ୍ ଟ୍ରାକିଂ ହେବ ଲଘୁ ଖଣିଜ ପଦାର୍ଥ କାରବାର । […]
ଆଜି ୭ ଜିଲ୍ଲାରେ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ। ଜିରୋ ରେଜଲ୍ଟ କରିଥିବା ଯୁକ୍ତ୨ କଲେଜକୁ କାରଣ ଦର୍ଶାଅ ନୋଟିସ୍, ୭ ଦିନରେ ଉତ୍ତର ଦେବାକୁ ନିର୍ଦ୍ଦେଶ । ଯୁକ୍ତ୨ ନାମଲେଖା ଲାଗି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : ଶହେ ଟଙ୍କା କମିଲା ଆବେଦନ ଫି’, ସିଏଏଫ୍ ଦାଖଲ କରିବାକୁ ସ୍କୁଲକୁ ଆସିବେନି ପିଲା । ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଙ୍ଗନବାଡ଼ି ରେଜିଷ୍ଟରରେ ବୟସ […]
ବାସ୍ତବ ବ୍ୟୁରୋ-ସଚ୍ଚୋଟ ଟିକସଦାତାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ “ସ୍ୱଚ୍ଛ କର – ସମ୍ମାନଜନକ ସମ୍ମାନ” ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ଲାଟଫର୍ମର ତିନୋଟି ମୁଖ୍ୟ ବୈଶିଷ୍ଟ୍ୟ ଅଛି -ଫେସଲେସ୍ ଆସେସମେଣ୍ଟ, ଫେସଲେସ୍ ଅପିଲ୍ ଏବଂ ଟାକ୍ସପେୟର ଚାର୍ଟର୍ । ମୁଖ୍ୟ ବ୍ୟବସ୍ଥା ହେଉଛି ଟିକସ ବ୍ୟବସ୍ଥାକୁ ସରଳ କରିବା ଏବଂ ଏହାକୁ ଜନସାଧାରଣଙ୍କ ପାଇଁ ଅନୁକୂଳ ତଥା […]
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବେ ଡାକ୍ତର । ଯୁକ୍ତ୨ ନାମଲେଖା ପାଇଁ ଆବେଦନ ୨୧ରୁ । କ୍ୟାବିନେଟ୍ ନିଷ୍ପତ୍ତି : ଦିନକରେ ମିଳିବ ପ୍ରୋଭିଜନାଲ୍ ଟ୍ରେଡ୍ ଲାଇସେନ୍ସ୍ । ଲଗାଣ ବର୍ଷାରେ ବେହାଲ ମାଲକାନଗିରି : କାଲିମେଳା ଓ ପଡ଼ିଆ ବ୍ଲକରେ ବନ୍ୟା ସ୍ଥିତି, ପୋଲ ଉପରେ ଚାଲିଛି ୩ ଫୁଟର ପାଣି । ୨୦ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲା ରାଜ୍ୟ କ୍ୟାବିନେଟ୍ ବୈଠକ, […]
ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ । ଆଜିଠୁ ପିଜି ନାମଲେଖା ଲାଗି ଆବେଦନ, ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ । ଭିନ୍ନକ୍ଷମ ଓ କିନ୍ନରଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି, ୧୧ ବିଶ୍ବବିଦ୍ୟାଳୟ ଓ ୫ କଲେଜରେ ହେବ ପରୀକ୍ଷା କେନ୍ଦ୍ର । ଆଜି ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କର ୧୩୩ ତମ ଜନ୍ମଜୟନ୍ତୀ […]
ବାସ୍ତବ ବ୍ୟୁରୋ-ରୁଷ୍ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ କରୋନା ଭାଇରସ୍ ପାଇଁ ପ୍ରଥମ ଟୀକା ପ୍ରସ୍ତୁତ କରିଛି । ଭ୍ଲାଡିମିର୍ ପୁଟିନ୍ ଦାବି କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ କରୋନା ଭାଇରସ୍ ଟିକା, ଯାହା ରୁଷ୍ ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଛି । କେବଳ ଏତିକି ନୁହେଁ, ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ତାଙ୍କ […]
ଆଜି ପବିତ୍ର ଜନ୍ମାଷ୍ଟମୀ : ଜନ୍ମନେବେ ଭଗବାନ ଶ୍ରୀକୃଷ୍ଣ, କରୋନା ଲାଗି ଘରେ ରହି ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ । ପିଜି ନାମଲେଖା ପାଇଁ ଏଥର ଏକକ ପ୍ରବେଶିକା ପରୀକ୍ଷା, ଅଗଷ୍ଟ ୧୨ରୁ ୩୧ ଯାଏ ଆବେଦନ । ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ମନ୍ଦିର ଖୋଲିବା ନେଇ ସରକାର ନେବେ ନିଷ୍ପତ୍ତି । ୧୨ରେ +୨ ବିଜ୍ଞାନ ପରୀକ୍ଷାଫଳ, ମଧ୍ୟାହ୍ନ ସାଢ଼େ୧୨ଟା ପରେ ଜାଣି ହେବ । […]


