୧-ଫ୍ରେବୁୟାରୀରେ ହେବ +୨ ପ୍ରଥମ ବର୍ଷ ପରୀକ୍ଷା। ୨-ଦୀପାବଳିକୁ ଫିକା କରିପାରେ ମୌସୁମୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା। ୩-ଆଜି ବ୍ୟାଙ୍କ ଧର୍ମଘଟ। ସାମିଲ ହେବେ ସାଢ଼େ ତିନି ଲକ୍ଷ କର୍ମଚାରୀ। ୪-ବଦଳିଲା ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପଦ୍ଧତି। ଏଣିକି ରାଜ୍ୟରେ ଏକକ ପରୀକ୍ଷା। ନଭେମ୍ବରରେ ଷାଣ୍ମାସିକ ଓ ମାର୍ଚ୍ଚ ରେ ବାର୍ଷିକ ପରୀକ୍ଷା। ୫-୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ, […]

ବାସ୍ତବ ବ୍ୟୁରୋ : ମହାରାଷ୍ଟ୍ର ଓ ହରିଆଣାର ନିର୍ବାଚନ ସଂପର୍କରେ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡା ମତ ବା ଏକଜିଟ ପୋଲ ପ୍ରକାଶ ପାଇଛି । ପ୍ରାୟ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ ଅନୁସାରେ ଉଭୟ ରାଜ୍ୟରେ ବିଜେପି ମେଣ୍ଟ (ଏନଡିଏ) ପୁଣି ସରକାର ଗଢିବାର ସମ୍ଭାବନା ରହିଛି । ଏହି ଦୁଇଟି ରାଜ୍ୟରେ ସଂଧ୍ୟା ୬ଟା ସୁଦ୍ଧା ଯଥାକ୍ରମେ ୫୫.୩୩ ପ୍ରତିଶତ ଓ ୬୧.୬୨ ପ୍ରତିଶତ ମତଦାନ […]

୧-ଅନ୍ଧାରରେ ଇଣ୍ଟିଗ୍ରେଡେଡ ବିଇଡି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ। ୨-ରାଜଧାନୀରେ ରାଜମହଲ, କଳ୍ପନା ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡକୁ ସ୍ଵୀକୃତି। ୩-ଆଜି ବିଜେପୁର ନିର୍ବାଚନ, ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର। ୪-ପାକିସ୍ତାନକୁ କଡ଼ା ଜବାବ, ତିନି କ୍ୟାମ୍ପ ଧ୍ଵଂସ, ବହୁ ଆତଙ୍କବାଦୀ ସମେତ ୧୦ ପାକ୍ ସୈନିକ ନିପାତ: ରାଓ୍ଵତ। ୫-ସ୍ମିତା ରାଣୀ ମୃତ୍ୟୁ ଘଟଣା: […]

ବାସ୍ତବ ବ୍ୟୁରୋ : ଗତକାଲି ମୁମ୍ବାଇରେ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଆଉ ଏକ ସମ୍ମାନ ମିଳିଛି | ଭୋଗୁଏ ପକ୍ଷରୁ ଦୂତିଙ୍କୁ ଚଳିତବର୍ଷର ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି | ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି | ସେହିପରି ଭୋଗ ମ୍ୟାନ […]

୧-ଭୁବନେଶ୍ୱରକୁ ମାଡ଼ି ଆସୁଛି ଜଳ ସଂକଟ। ଭୂତଳ ଜଳସ୍ତର ୪ ମିଟର ଖସିଲା। ୨-ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼। ୩-ଭୁବନେଶ୍ୱର:ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା। ୪-‘ମୋ ସରକାର’ ସତ୍ତ୍ୱେ ଏସ୍‌ସିବିର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିନି, ସବୁଠି ଅବ୍ୟବସ୍ଥା! ୫-ଥମିଲା ପ୍ରଚାର, ବିଜେପୁର ଛାଡ଼ିବାକୁ ବାହାର ନେତାଙ୍କୁ ସିଇଓଙ୍କ ନିର୍ଦ୍ଦେଶ, ୨୧ରେ ମତଦାନ। ୬-ଫେସ୍‌ବୁକ୍‌ରେ […]

ବାସ୍ତବ ବ୍ୟୁରୋ: ଓଲା ଓ ଉବେର ଭଳି ଟ୍ୟାକ୍ସି କମ୍ପାନୀ ଲୋକଙ୍କ ଚାହିଦା ହିସାବରେ ମୂଲ୍ୟ ବୃଦ୍ଧି କରୁଛନ୍ତି | ଯାହାକୁ ନେଇ ବିରୋଧ ପ୍ରକାଶ ପାଇବା ପରେ କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ବାବଦରେ ବିଚାର କରାଯାଉଛି | ସର୍ଜ ପ୍ରାଇସିଂ ନାମରେ ମନଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଥିବା ନେଇ ଗତ ମାସ ସ୍ବଦେଶୀ ଜାଗରଣ ମଞ୍ଚ ଆପତ୍ତି ଉଠାଇଥିଲା | ମଞ୍ଚ ପକ୍ଷରୁ କୁହାଯାଇଥିଲା […]

ବାସ୍ତବ ବ୍ୟୁରୋ :ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢିପାରିବେ । ଏଥିଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇଛନ୍ତି । ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ । କେନ୍ଦ୍ର ସରକାର ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଉଥିବାରୁ ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି […]

୧-କିଟ୍ ବିଶ୍ୱବିଦ୍ୟାଳୟ: ଆଜି ପୂର୍ବାହ୍ନରେ ଯାନ୍ତ୍ରିକ ବିଦ୍ୟାଳୟରେ ଉଦ୍ଘାଟିତ ହେବ ICAMPD -2019। ମେକାନିକାଲ ପ୍ରୋସେସିଂ ଓ ଡିଜାଇନ୍ ବିଷୟରେ ହେବ ଅନ୍ତର୍ଜାତୀୟ ସମ୍ମୀଳନୀ। ୨-ଆଜି ବିଜେପୁର ମଇଦାନରେ ନବୀନଙ୍କୁ ଟକ୍କର ଦେବେ – କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୩-ଦଶ ତାରିଖରେ ବଡ଼ଓଷା,ପ୍ରଭୁ ଧବଳେଶ୍ଵରଙ୍କ ପଞ୍ଚକ ଯାତ୍ରା ପାଇଁ ପ୍ରସ୍ତୁତି,୨୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ,ଡଙ୍ଗା ଭଡ଼ା ରହିବ ୨୦ ଟଙ୍କା। ୪-କେନ୍ଦ୍ରାପଡ଼ା: ଗ୍ରାମବାସୀଙ୍କୁ ପିଡିଙ୍କ ଦୁର୍ବ୍ୟବହାର, ଭିଡିଓ […]

୧-ବିଜେପିକୁ ବାଏ ବାଏ କରିଦେଲେ ବରିଷ୍ଠ ନେତା ଦାମ ରାଉତ, ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା କହିଲେ। ୨-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଫୁଲବାଣୀରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ୍। ୩-ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଆଧାର ସଂଯୋଗ ହେବ ଆଡମିଟ କାର୍ଡରେ। ୪-‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ଜନ୍ମଦିନ ପାଳିଲେ ନବୀନ, ଗୋଟିଏ ଦିନରେ ୧୨,୩୨୫ ୟୁନିଟ୍ ରକ୍ତ ସଂଗ୍ରୁହୀତ। ୫-ଭୁବନେଶ୍ୱରରେ ରୋବ ରେଷ୍ଟୁରାଣ୍ଟ -ଗ୍ରାହକଙ୍କୁ […]

୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି। ୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ। ୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP। ୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। ୫-ପୁଣି ଜଣେ ଭାରତୀୟ ଆମେରିକୀୟ […]

Pin It on Pinterest