୧-ମୋ ସରକାର: ୧୨୦ ଜଣଙ୍କୁ କଲ୍ ପରେ ୪ ଜିଲ୍ଲା ହସ୍ପିଟାଲରେ ବେଡ୍ ବଢ଼ାଇଲେ ନବୀନ। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବ୍ୟୟ ହେବ ୪୦୦ କୋଟି। ୨-ଆଜି ଡଃ ଏ ପି ଜେ ଅବଦୁଲ କଲାମଙ୍କ ଜନ୍ମ ଦିନ। ୩-ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ, ସୁରକ୍ଷା ବୈଠକ ଡାକିଲେ DGP। ୪-KIIT ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୦ ଜାନୁୟାରୀରେ ଆୟୋଜନ ହେବ ପ୍ରଥମ ବୃହତ ଆଇଟି କନ୍‌ଭେନ୍‌ସନ। ୫-ପୁଣି ଜଣେ ଭାରତୀୟ ଆମେରିକୀୟ […]

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ଆସନ୍ତାକାଲି ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ କୁ ଉଦ୍ଘାଟନ କରିବେ ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନର ପ୍ରଚଳନ କୁ ରେଳ ମନ୍ତ୍ରଣାଳୟ ସ୍ଥିର କରିଅଛି I ଭୁବନେଶ୍ୱର ଠାରୁ ଏହି ଟ୍ରେନ ଅପରାହ୍ନ ୧ଘ.୩୦ମି. ସମୟରେ ଏହାର ପ୍ରାରମ୍ଭିକ ଯାତ୍ରା ଆରମ୍ଭ କରିବ I କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) – ଏ ମାସ ୧୫ ତାରିଖରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ଏହି ଟ୍ରେନ ର […]

୧-ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ। ୨-କୁଆଁର ପୁନେଇରେ ଚମକିଲେ ଚାନ୍ଦ : ଦୂତୀ ପୁଣି ଜିତିଲେ ସ୍ୱର୍ଣ୍ଣ, ଏଥର ୨୦୦ ମିଟର ଦୌଡ଼ରେ। ଝାଡ଼ଖଣ୍ଡ ରାଞ୍ଚି ଠାରେ ଆୟୋଜିତ ୫୯ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଦୂତୀ ୨୩.୧୭ ସେକେଣ୍ଡେ ପ୍ରଥମ ହୋଇଛନ୍ତି । ୩-ନନ୍ଦନକାନନ ଏକ୍ସପ୍ରେସରେ ଯାତ୍ରୀଙ୍କୁ ମାଡ଼ ମାରିବା ଘଟଣାରେ ୧୮ ଜଣ ପରୀକ୍ଷାର୍ଥୀ ଅଟକ, ଟ୍ରେନ୍‌ରେ ଯାତ୍ରୀଙ୍କୁ କରୁଥିଲେ ଦୁର୍ବ୍ୟବହାର। ୪-ଲାଇଫ୍ ବିଗିନ୍‌ସ ଏଟ୍ ଫର୍ଟି-ଓଡିଶାର […]

ପ୍ରସବ ସମୟରେ କିମ୍ବା ଚିକିତ୍ସା ଅଭାବ ରୁ ଏବେ କୌଣସି ମା ବା ଶିଶୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ୧୦୦% ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ […]

ବାସ୍ତବ ବ୍ୟୁରୋ (ମହାବଲୀପୁରମ୍‌): ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେବାକୁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଅପରାହ୍ଣ ୨ଟା୧୦ ମିନିଟରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ତାମିଲନାଡ଼ୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା। ଆଜି ଅପରାହ୍ଣ ୫ଟାରେ ଭାରତର ଐତିହ୍ୟ ସଂପନ୍ନ ଐତିହାସିକ ଉପକୂଳ […]

ବାସ୍ତବ ବ୍ୟୁରୋ- ଚଳିତ ବର୍ଷ ମେଡ଼ିସିନ୍‌ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍‌ ଜି. କାଇଲିନ୍‌, ସାର୍‌ ପିଟର ଜେ. ରାଟ୍‌କି୍ଲଫ ଏବଂ ଗ୍ରେଗ୍‌ ଏଲ୍‌. ସିମେଞ୍ଜା। ସେଲ୍‌ ଦ୍ୱାରା ଅମ୍ଳଜାନ କିଭଳି ଗ୍ରହଣ କରାଯାଇଥାଏ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।

ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I ■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I ■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I ■ ଯାତ୍ରୀ […]

ବାସ୍ତବ ବ୍ୟୁରୋ-‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକାର ହଷ୍ଟନ୍ ସହରରେ କାଲି ପହଞ୍ଚିଛନ୍ତି | ଏହି ଏକ ସପ୍ତାହର ଲମ୍ବା ବିଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବା ସହ ୟୁଏନଜିଏ କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁସାରେ ତେଲ ସେକ୍ଟର ସିଇଜୋ ସହ ଏକ ଗୋଲଟେବୁଲ ବୈଠକ ହେବା ସହ ଏହା ପରେ ସେ […]

ମାନ୍ଦାବସ୍ଥାର ମୁକାବିଲା ପାଇଁ ,ମନମୋହନଙ୍କ ୬ସୂତ୍ରୀ ଫର୍ମୁଲା…ମୋଦିଙ୍କ ପାଇଁ । ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ପାଇଁ ,ଦେଶର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଡା ସମାଲୋଚନା କରିଛନ୍ତି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ। ସେ କହିଛନ୍ତି ଗଣମାଧ୍ୟମରେ ଚର୍ଚ୍ଚା ରେ ରହିବା ପାଇଁ ଆଗଭର ନହୋଇ ,ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରିବା ଦରକାର । ଏକ ଇଂରାଜୀ ସମ୍ବାଦପତ୍ରକୁ ସାଖ୍ୟାତକାର ଦେଇ କହିଛନ୍ତି ,ଦେଶ ମାନ୍ଦାବସ୍ଥା କବଳରେ,ହେଲେ […]

Pin It on Pinterest