ବାସ୍ତବ ବ୍ୟୁରୋ: ଆଜି(ଗୁରୁବାର) ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ଠାରୁ ଆରମ୍ଭ କରି ଦିଲ୍ଲୀ-ଏନସିଆର ରିଜନରେ ମଧ୍ୟ ଅନୁଭବ ହୋଇଛି। ଦିଲ୍ଲୀ ଏନସିଆରରେ ଲୋକଙ୍କ ଘର ଏବଂ କାର୍ଯ୍ୟାଳୟରେ ରଖାଯାଇଥିବା ଆସବାବପତ୍ର ଦୋହଲିବାକୁ ଲାଗିଥିଲା । ଏହି ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି […]

ନୂଆଦିଲ୍ଲୀ: ୨୦୧୬ ମସିହାରେ ମୋଦୀ ସରକାର ୧୦୦୦ ଟଙ୍କା ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୋମବାର ଏହି ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର ରାୟ ଦେଇପାରିବେ। ଜଷ୍ଟିସ୍ ଏସ୍ଏ.ନାଜିରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଜାନୁଆରୀ ୨ ରେ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛି। ସୋମବାର ସୁପ୍ରିମକୋର୍ଟର କାରଣ […]

ବାସ୍ତବ ବ୍ୟୁରୋ: ଆଜି(ରବିବାର) ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟା ହୋଇଥିବାର ଖବର ସାମ୍ନାକୁ ଆସିଛି । ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଏସପି ଅରିଫ ହାଫିଜଙ୍କ ସୂଚନା ଅନୁଯାୟୀ, ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁଙ୍କ ପକ୍ଷରୁ ଆଜି ଗୁଣ୍ଠୁରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ଆଉ ପ୍ରବଳ ଭିଡ ଯୋଗୁଁ […]

ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ ଭାଇ ସୋମାଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ଆତ୍ମୀୟସ୍ବଜନ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ। ଅହମଦାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନା ଅବସ୍ଥାରେ ହୀରାବେନ୍‌ […]

ବାସ୍ତବ ବ୍ୟୁରୋ : ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନ୍ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୩.୩୦ରେ ଅହମଦାବାଦର ୟୁଏନ୍‌ ମେହଟା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ। ମା’ଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେହିପରି […]

ବାସ୍ତବ ବ୍ୟୁରୋ: କାମ୍ବୋଡିଆର ଏକ କାସିନୋରେ ଅଗ୍ନିକାଣ୍ଡ ଘଟି ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଥିବା କୁହାଯାଉଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଏଥିରୁ ରକ୍ଷା ପାଇବା ପାଇଁ ଛାତରୁ ଡେଇଁବା ଆରମ୍ଭ କରିଥିଲେ। ସ୍ଥାନୀୟ ଗଣମାଧ୍ୟମ ସୂଚନାନୁଯାୟୀ, ରାତି ପ୍ରାୟ ୧୧.୩୦ ସମୟରେ ପୋଇପେଟର ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲର କାଜିନୋରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ସମୟରେ […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୯୯ ବର୍ଷୀୟ ହୀରା ବେନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଗତକାଲି ରାତିରେ ହଠାତ ବିଗଡ଼ି ଯାଇଥିଲା। ଏଥିପାଇଁ ତାଙ୍କୁ ଆଜି(ବୁଧବାର) ଅହମଦାବାଦର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅହମଦାବାଦ ସ୍ଥିତ ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର ର ସୂଚନାନୁଯାୟୀ, ହୀରା ବେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହି ପ୍ରତିକ୍ରିୟା ବ୍ୟତୀତ […]

ବାସ୍ତବ ବ୍ୟୁରୋ :କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ। ରୋଗୀ କୌଣସି ଯନ୍ତ୍ରଣା ନପାଇ ସହଜରେ ଏହି ନାଜାଲ ଭାକ୍ସିନକୁ ନେଇ ପାରିବେ। ଏହା ଏବେ କୋ-ୱିନ ଆପରେ ଉପଲବ୍ଧ ରହିଛି। ଚୀନ୍‌ରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ନିକଟରେ ଭାରତ ସରକାର ଭାରତ ବାୟୋଟେକ ଦ୍ବାରା ନିର୍ମିତ ନାଜାଲ ଭାକ୍ସିନ ଇନକୋଭାକକୁ ମଞ୍ଜୁରୀ ଦେଇଛନ୍ତି। ଉଭୟ କୋଭାକ୍ସିନ ବା କୋଭିସିଲ୍ଡର […]

ବାସ୍ତବ ବ୍ୟୁରୋ: ‘ଏମ୍‌ସ୍‌’ ହସ୍ପିଟାଲରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ତାଙ୍କୁ ‘ଏମ୍‌ସ୍‌’ର ଏକ ‘ପ୍ରାଇଭେଟ୍‌ ୱାର୍ଡ’ରେ ଭର୍ତ୍ତି କରାଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଅର୍ଥମନ୍ତ୍ରୀଙ୍କ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଡାକ୍ତରଖାନା ନିଆଯାଇଛି। “କିଛି ଗମ୍ଭୀର ନୁହେଁ। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ସର୍ବୋତ୍ତମ ଚିକିତ୍ସା […]

ବାସ୍ତବ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ବର୍ଷର ସଫଳତା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶବାସୀଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି। ଚାଇନାରେ କରୋନା ଯୋଗୁଁ ପ୍ରତିଦିନ ହଜାର ହଜାର ମୃତ୍ୟୁ ଘଟୁଛି […]

Pin It on Pinterest