ବାସ୍ତବବ୍ୟୁରୋ:ଆଜି ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ସାରା ଦେଶରେ ଅନେକ ପରିବର୍ତ୍ତନ ଆସିଛି | ବର୍ତ୍ତମାନ ହିରୋ ଗାଡି କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ | ହିରୋ ମୋଟୋକର୍ପ ଗାଡିର ମୂଲ୍ୟ ୧ ,୫୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ପିଏନବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ନିୟମ ପରିବର୍ତ୍ତନ କରିଛି। ଆଜିଠାରୁ ଆମେ ଆପଣଙ୍କୁ ଏପରି ୫ ଟି ପରିବର୍ତ୍ତନ ବିଷୟରେ କହୁଛୁ, […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ : ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ ହେଲେ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ। ଯାହା ଏକ ଚିନ୍ତାର କାରଣ ପାଲଟିଛି। ଭାଗିରଥ ପ୍ୟାଲେସ୍ ବଜାରର ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି […]
ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କ ଉପରେ ନିଜର ବିବାଦୀୟ ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିବା ସହ କ୍ଷମା ମାଗିଛନ୍ତି ବାବା ରାମଦେବ । ସେ କହିଛନ୍ତି, ମହିଳାଙ୍କ ଉପରେ ସେ କରିଥିବା ଟିପ୍ପଣୀକୁ ଭୁଲ୍ ଭାବେ ଉପସ୍ଥାପନ କରାଗଲା। ଗତ ସପ୍ତାହରେ ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ କହିଥିଲେ ଯେ, ମହିଳାମାନେ ଶାଢୀରେ ସୁନ୍ଦର ଲାଗନ୍ତି, ସେମାନେ ସଲଓ୍ଵାର ସୁଟ୍ରେ […]
ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଗୁଜରାଟ ନିର୍ବାଚନୀ ରାଲିରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ଉପରେ ପଥର ମାଡ଼ ହୋଇଛି। କେଜରିୱାଲ୍ ସୁରତରେ ରୋଡ୍ ଶୋ କରୁଥିବା ବେଳେ ଦୁର୍ବୃତ୍ତମାନ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ସୂଚନା ଦେଇ ଆପ୍ ପ୍ରାର୍ଥୀ ଅଳ୍ପେଶ କଥିରିୟା ବିଜେପିକୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି କି, ବିଜେପିର ଗୁଣ୍ଡାମାନେ ପଥର ମାଡ଼ କରିଛନ୍ତି । ଲୋକମାନେ କେଜରିୱାଲ୍ଙ୍କୁ ଫୁଲ୍ ଦେଇ ସ୍ୱାଗତ […]
ବାସ୍ତବ ବ୍ୟୁରୋ: ବାବା ରାମଦେବ ମହିଳାଙ୍କ ପୋଷାକ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ପୁଣି ବିବାଦରେ ଫସିଛନ୍ତି। ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି। ଏପରିକି ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଉଛି। ସୂଚନାନୁଯାୟୀ, ଶନିବାର ମହାରାଷ୍ଟ୍ର ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବାବା ରାମଦେବ ଯୋଗ ଦେଇ ମହିଳାଙ୍କ ପୋଷକା ପରିଧାନକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ମହିଳାମାନେ ଶାଢ଼ୀରେ ଭଲ ଦେଖାଯାନ୍ତି, ସାଲୱାର […]
ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଭୁଶୁଡ଼ିଲା ରେଲଓ୍ବେ ଫୁଟ୍ ଓଭର ବ୍ରିଜ୍ । ୬୦ଫୁଟ୍ ଉଚ୍ଚରୁ ରେଳ ଧାରଣା ଉପରେ ଖସିପଡ଼ିଲେ ଲୋକ । ଦୁର୍ଘଟଣାରେ ୮ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । କିଛି ଯାତ୍ରୀ ବ୍ରିଜ୍ ତଳେ ଚାପି ହୋଇ ରହିଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରଶାହା ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟଛି […]
ବାସ୍ତବ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ଆପ୍-କଂଗ୍ରେସ-ବିଜେପି ତିନି ଦଳ ଚଳାଇଛନ୍ତି ଜୋର୍ସୋର୍ରେ ନିର୍ବାଚନୀ ପ୍ରଚାର । ଏହାରି ଭିତରେ ଆଜି(ଶନିବାର) ଗୁଜୁରାଟ ପାଇଁ ନିର୍ବାଚନ ଇସ୍ତାହାର ଜାରି କରିଛି ବିଜେପି। ଦଳ ସଭାପତି ଜେପି ନଡ୍ଡା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଇସ୍ତାହାର ଜାରି କରାଯାଇଛି। ଏଥର ବିଜେପି ସରକାର ୨୦ ଲକ୍ଷ ନିଯୁକ୍ତି ଦେବା ନେଇ ଘୋଷଣା କରିଛି। ଆସନ୍ତା ୫ ବର୍ଷରେ ଏହି […]
ବାସ୍ତବ ବ୍ୟୁରୋ : ବିନା ପୁରୁଷରେ ଜାମା ମସ୍ଜିଦ୍ରେ ପ୍ରବେଶ କରିପାରିବେନି ମହିଳା । ଜାମା ମସ୍ଜିଦ୍ ମସ୍କ ମ୍ୟାନେଜ୍ମେଣ୍ଟ୍ କମିଟି ମସ୍ଜିଦ୍ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍ଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ […]
ବାସ୍ତବ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍ । ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍ ଆଲ୍ଭିଙ୍କୁ ସୁପାରିଶ କରାଯାଇଛି। ସୂଚନାନୁଯାୟୀ, […]
ବାସ୍ତବ ବ୍ୟୁରୋ : ଚୀନର ଏକ ରସାୟନିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ଜଣ ଏବେବି ନିଖୋଜଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ଚୀନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଚୀନର ହେନାନର ଓ୍ବେନଫାଙ୍ଗ ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ସୋମବାର ଏକ ରସାୟନିକ ଉଦ୍ୟୋଗ କମ୍ପାନୀରେ […]


