ନୂଆଦିଲ୍ଲୀ: ଏମସିଡି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘କେଜ୍ରିୱାଲ କି ୧୦ ଗ୍ୟାରେଣ୍ଟି’ ଅଭିଯାନ ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମଡି ନିର୍ବାଚନ ସମ୍ପର୍କରେ ବୁଧବାର ଦିନ ଆମ୍ ଆଦମୀ ଦଳର ବରିଷ୍ଠ ନେତାଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଏମସିଡି ନିର୍ବାଚନ ପାଇଁ ୧୦ ଟି ଗ୍ୟାରେଣ୍ଟି […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ଭାରତର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି । ମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍, […]
ବାସ୍ତବବ୍ୟୁରୋ:ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ ହେବ। ଡିସେମ୍ବର ୧ ଓ ୫ ତାରିଖରେ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏବଂ ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ଏହାପୂର୍ବରୁ ଦଳର ମୁଖ୍ୟ ଜେପି ନାଡାଙ୍କ ବାସଭବନରେ ଗୁଜୁରାଟ ନିର୍ବାଚନ ସମ୍ପର୍କରେ ବିଜେପି ମୂଳ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। […]
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ।
ବାସ୍ତବ ବ୍ୟୁରୋ: ଭାରତରେ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ଡାଉନ ହୋଇଯାଇଛି। ଲୋକେ ଏହି ଆପ୍ ରେ ମେସେଜ୍ ପଠାଇବା ଓ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ୱାଟସ୍ ଆପରେ ମେସେଜ୍ ସେଣ୍ଡ କଲେ ଏରର ଦେଖାଉଛି। ଦେଶରେ ହ୍ୱାଟସ୍ ଆପ୍ ଡାଉନ ପଡିବାର ଅଭିଯୋଗ ଲୋକେ ସୋସିଆଲ୍ ମିଡ଼ିଆ ରେ ମଧ୍ୟ କଲେଣି। ହ୍ୱାଟସ୍ ଆପ୍ ଡାଉନ ପଡିବା ଯୋଗୁ ବିଶ୍ୱରେ କୋଟିକୋଟି ଲୋକେ […]
ବାସ୍ତବ ବ୍ୟୁରୋ: ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ, ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ନିର୍ବାଚନରେ ସୁନକ ବିଜୟୀ ହୋଇଥିବା କଂଜଭେଟିଭ୍ ପାର୍ଟିର ଅନ୍ୟତମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପେନି ମୋରଡାଉଣ୍ଟ୍ ପଛରେ ପକାଇ ଋଷି ସୁନକ ବିଜୟ ହାସଲ କରିଛନ୍ତି। ରିଷି ସୁନକଙ୍କୁ ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଥିଲା । ଅକ୍ଟୋବର ୨୮ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୁନକ ବ୍ରିଟେନ୍ରେ ପଞ୍ଚମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। […]
ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର […]
ବାସ୍ତବ ବ୍ୟୁରୋ: ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ଦେଖାଦେଲାଣି କରୋନାର ନୂଆ ଭାରିଏଣ୍ଟ । ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସୂଚନାନୁଯାୟୀ, ଏହି ନୂଆ ଭାରିଏଣ୍ଟର ଲକ୍ଷଣ ଅନ୍ୟ କୋଭିଡ୍ ଭାରିଏଣ୍ଟ ଭଳି। ଦେହ ହାତ ବିନ୍ଧା ହେବା ଥଣ୍ଡା, ଖାସ, ଜ୍ୱର ହେବା ଏହି ନୂଆ ଭାରିଏଣ୍ଟର ମୁଖ୍ୟ […]
ବାସ୍ତବ ବ୍ୟୁରୋ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ହୋଇଛି । ୟୁରିନ ସଂକ୍ରମଣ, ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁଲାୟମ ସିଂ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି (ସୋମବାର)ସକାଳ ପ୍ରାୟ ସାଢେ […]
ବାସ୍ତବ ବ୍ୟୁରୋ-ଇଟାଲୀର ଜର୍ଜିଆ ମେଲୋନୀ ରଚିଲେ ଇତିହାସ । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ବ୍ରଦର ଅଫ ଇଟାଲୀ ପାର୍ଟିର ନେତ୍ରୀ ଜର୍ଜିଆ ମେଲୋନୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । ଇଟାଲୀରେ ୧୯୪୫ ପରେ ୨୦୨୨ ପର୍ଯ୍ୟନ୍ତ ୭୭ ବର୍ଷରେ ୭୦ ଥର ସରକାର ବଳଦିଛି । ଜର୍ଜିଆ ମେଲୋନୀଙ୍କ ପ୍ରଧାନମନ୍ତ୍ରୀ ହେବା ସହିତ ଇଟାଲୀର ଫାଶିଷ୍ଟ ତାନାଶାହ […]


