ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର […]

ବାସ୍ତବ ବ୍ୟୁରୋ: ବେଶ କିଛି ଦିନର ବ୍ୟବଧାନ ପରେ ପୁଣି ଦେଖାଦେଲାଣି କରୋନାର ନୂଆ ଭାରିଏଣ୍ଟ । ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସୂଚନାନୁଯାୟୀ, ଏହି ନୂଆ ଭାରିଏଣ୍ଟର ଲକ୍ଷଣ ଅନ୍ୟ କୋଭିଡ୍ ଭାରିଏଣ୍ଟ ଭଳି। ଦେହ ହାତ ବିନ୍ଧା ହେବା ଥଣ୍ଡା, ଖାସ, ଜ୍ୱର ହେବା ଏହି ନୂଆ ଭାରିଏଣ୍ଟର ମୁଖ୍ୟ […]

ବାସ୍ତବ ବ୍ୟୁରୋ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କର ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ହୋଇଛି । ୟୁରିନ ସଂକ୍ରମଣ, ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁଲାୟମ ସିଂ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି (ସୋମବାର)ସକାଳ ପ୍ରାୟ ସାଢେ […]

ବାସ୍ତବ ବ୍ୟୁରୋ-ଇଟାଲୀର ଜର୍ଜିଆ ମେଲୋନୀ ରଚିଲେ ଇତିହାସ । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ବ୍ରଦର ଅଫ ଇଟାଲୀ ପାର୍ଟିର ନେତ୍ରୀ ଜର୍ଜିଆ ମେଲୋନୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । ଇଟାଲୀରେ ୧୯୪୫ ପରେ ୨୦୨୨ ପର୍ଯ୍ୟନ୍ତ ୭୭ ବର୍ଷରେ ୭୦ ଥର ସରକାର ବଳଦିଛି । ଜର୍ଜିଆ ମେଲୋନୀଙ୍କ ପ୍ରଧାନମନ୍ତ୍ରୀ ହେବା ସହିତ ଇଟାଲୀର ଫାଶିଷ୍ଟ ତାନାଶାହ […]

ବାସ୍ତବ ବ୍ୟୁରୋ-ଆଜି (ଶୁକ୍ରବାର) ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ର ୨ୟ ମ୍ୟାଚ୍ ଖେଳାଯିବ । ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଆସୋସିଏସନ ଷ୍ଟାଡିୟମରେ ଏହି ମ୍ୟାଚ୍ ରାତି ୭ଟାରୁ ଆରମ୍ଭ ହେବ । ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ୍ ରେ ରୋହିତଙ୍କ ଟିମ୍ ନିଜର ତ୍ରୁଟି ସଂଶୋଧନ କରିବାକୁ ଚାହିଁବ । ମୋହାଲିରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତକୁ ଅଷ୍ଟ୍ରେଲିଆ ୪ […]

ବାସ୍ତବ ବ୍ୟୁରୋ : ଗୁରୁବାର ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ବର୍ଷା ହେତୁ ପରିସ୍ଥିତି ସଂଗୀନ ହୋଇଛି । ଆଜି (ଶୁକ୍ରବାର) ମଧ୍ୟ ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି । ସୂଚନାନୁଯାୟୀ, ଦିଲ୍ଲୀରେ ଆହୁରି ସପ୍ତାହକ ଯାଏଁ ଲଗାଣ ବର୍ଷା ଜାରି ରହିବ । ଏହା ବ୍ୟତୀତ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଲଗାତାର ବର୍ଷା […]

ବାସ୍ତବ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଁହ ରେ ପୁଣି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଶଂସା । ଏଥିସହ ସେ ପାକିସ୍ତାନ ମୁସଲିମ ଲିଗ୍‌ ନେତା ନୱାଜ ଶରିଫଙ୍କୁ ଦୁର୍ନୀତି ପାଇଁ ସମାଲୋଚନା କରିଛନ୍ତି। ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଇମ୍ରାନ ଖାନ କହିଛନ୍ତି, “ଯଦି ଗୋଟିଏ ଦେଶରେ ସ୍ୱତନ୍ତ୍ର ଆଇନ ନାହିଁ, ତା’ହେଲେ ପୁଞ୍ଜିନିବେଶ ପାଇଁ କୌଣସି ସୁଯୋଗ ମିଳିବ ନାହିଁ। […]

ବାସ୍ତବ ବ୍ୟୁରୋ :- ଦକ୍ଷିଣ-ପୂର୍ବ ତାଇୱାନରେ ବଡ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବତ୍ରା ପାଖାପାଖି ୭ ଥିଲା । ଭୂମିକମ୍ପରେ ବଡ ବଡ କୋଠା ଧରାଶାୟୀ ହୋଇଥିବା ଜଣାପଡିଛି।  ରେଳ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍ ମଧ୍ୟ ଦୋହଲିଥିବା ଦେଖିବାକୁ ମିଳିଛି । କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଛି । […]

ଏସ୍.ବାସ୍ତବ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତି ୮ ଟାରେ ଇଣ୍ଡିଆ ଫାଟକ ସମ୍ମୁଖରେ କର୍ତବ୍ୟ ପଥ ଉଦଘାଟନ କରିଛନ୍ତି। ସେ ସନ୍ଧ୍ୟା ୭ ଟାରେ କର୍ତବ୍ୟ ପଥରେ ପହଞ୍ଚିଥିଲେ | ପ୍ରଥମେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ୧୯ ମାସର ନିରନ୍ତର କାର୍ଯ୍ୟ ପରେ, ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ କାର୍ଯ୍ୟ ସମାପ୍ତ ହୋଇଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ […]

ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ନିଟ୍‌ ରେଜଲ୍ଟ । ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷାରେ ରାଜସ୍ଥାନ ଝିଅ ତନିସ୍କା ଅଲ୍‌ ଇଣ୍ଡିଆ ଟପ୍ପର ହୋଇଛନ୍ତି । ତନିସ୍କା ମୋଟ ୭୨୦ ମାର୍କରୁ ୭୧୫ ମାର୍କ ରଖିଛନ୍ତି । ସେହିପରି ୱତ୍‌ସା ଆଶିଶ ବାତ୍ରା ଦ୍ବିତୀୟ, ହୃଷିକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ଋଚା ପାୱଶେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଚାରିଜଣ […]

Pin It on Pinterest