ଆଦିତ୍ଯ ବେହେରା(ଭୁବନେଶ୍ବର):୦୯୵୧୦- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ପୁଣ୍ୟ ଜନ୍ମତିଥି ଅବସରରେ ବିଧାନସଭା ପରିସରରେ,ଆୟୋଜିତ ଜୟନ୍ତୀ ଉତ୍ସବରେ,ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ,ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ,ସଂସଦୀୟ ବ୍ୟାପାର,ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ,ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ,ଶ୍ରୀ ଅନନ୍ତ ନାରାୟଣ ଜେନା,ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ରହି, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ […]
ରାଜ୍ୟ
କାମାକ୍ଷାନଗର -ଜସ୍ୱଶି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି ସ୍ବଚ୍ଛତା କାର୍ଯକ୍ରମ ଅବସରରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ଥିବା ବିଭିନ୍ନ ଅନୁଷ୍ଠାନ ଯଥା – ଉପଖଣ୍ଡ ସାମ୍ବାଦିକ ସଂଘ, କଳ୍ପନା କ୍ଲବ, ସମାଜ ପାଠକ, ବିଚାର ମଞ୍ଚ, ଉପଖଣ୍ଡ ଚିକିତ୍ସାଳୟ ର ଚିକିତ୍ସକ ଏବଂ କର୍ମଚାରି ବୃନ୍ଦ ତଥା ଡ, ଆମ୍ବେଦକର ମୂଳ ନିବାସୀ ଦଳିତ […]
କଟକରେ ଅକ୍ଟୋବର ୧ତାରିଖ ବିଶ୍ୱ ପେନସନର ଦିବସ ମିଳିତ ଭାବେ ପାଳନ ଓ ସ୍ଵାସ୍ଥ୍ୟ,ବାସଗୃହ ଓ ସର୍ବନିମ୍ନ ପେନସନ ଆଦି ସାମାଜିକ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି.… ସଂଜୟ ଶତପଥୀ(କଟକ):ପେନସନର ମାନେ ଏକ ସମ୍ମାନଜନକ ଭାବେ ଜୀବନ ଅତିବାହିତ କରିବା ପାଇଁ ଆବଶ୍ୟକ ସର୍ବନିମ୍ନ ପେନସନ, ଚିକିତ୍ସା ବ୍ୟବସ୍ଥା, ମାଗଣାରେ ଯାତାୟତ ଆଦି ମୌଳିକ ସୁବିଧା ଗୁଡିକୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର […]
ସଂଜୟ ଶତପଥୀ(କଟକ): କଟକ ରେ ଶ୍ରୀମଦ୍ଭାଗବତ ପୁନରୁଦ୍ଧାର କମିଟି ପକ୍ଷରୁ ବାଲୁବଜାର-ବିନୋଦବିହାରି ପୁଜା ମଣ୍ଡପ ଠାରୁ ସନାତନ ଧର୍ମର ପ୍ରଚାର ଲାଗି ବହୁ ଶ୍ରଦ୍ଧାଳୁଙ୍କର ଏକ ସମାବେଶ ସହ ପବିତ୍ର ଶ୍ରୀମଦ୍ଭାଗବତ ପୁସ୍ତକ କୁ ମସ୍ତକରେ ବୋହି ଗଙ୍ଗା ମନ୍ଦିର, ଖଟବିନ ସାହି, ମା’କଟକ ଚଣ୍ଡୀ ମନ୍ଦିର, ଶେଖ୍ ବଜାର ଓ ମହମ୍ମଦିଆ ବଜାର ପରିକ୍ରମା କରି ଅବଶେଷରେ ଚାନ୍ଦିନୀଚୌକ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା।ଏହି ପବିତ୍ର ଶୋଭାଯାତ୍ରାରେ […]
ବାସ୍ତବ ବ୍ୟୁରୋ: ଆଜି ପବିତ୍ର ଗାନ୍ଧି ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗୁଜରାଟର ପୋରବନ୍ଦରରେ କରମଚାନ୍ଦ ଗାନ୍ଧି ଓ ପୁତଲିବାଇଙ୍କ କୋଳମଣ୍ଡନ କରିଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧି। ଆଜି ଗାନ୍ଧି ଜୟନ୍ତୀରେ ଶାନ୍ତିର ପୂଜାରୀ ବାପୁଜୀଙ୍କ ଆଦର୍ଶକୁ ମନେ ପକାଉଛି ସାରା ଦେଶ। ବିଭିନ୍ନ ସ୍ଥାନରେ ଏହିଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ […]
ସଂଜୟ ଶତପଥୀ(କଟକ): ବରିଷ୍ଠ ନାଗରିକ ମଞ୍ଚ, ମହାନଦୀ ବିହାର, କଟକ ପକ୍ଷରୁ ଆଜି ସକାଳ ଘ୦୮/୩୦ ମିନିଟ୍ ରୁ ଏକ ବିଶାଳ ଶୋଭାଯାତ୍ରା ମହାନଦୀ ଭବନ ପରିସରରୁ ବାହାରି ନଗର ପରିକ୍ରମା କରି ଅବଶେଷରେ ପୁନର୍ବାର ମହାନଦୀ ବିହାର ପରିସରରେ ପହଞ୍ଚିବା ପରେ ମଞ୍ଚର ସଭାପତି ଶ୍ରୀ ରବୀନ୍ଦ୍ରନାଥ ମହାନ୍ତି ଙ୍କ ସଭାପତିତ୍ବରେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହି ସମ୍ମିଳନୀରେ ବରିଷ୍ଠ ନାଗରିକମାନେ କିପରି ସମ୍ମାନ ଓ ଶାନ୍ତି ରେ […]
ବାସ୍ତବ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପୂର୍ବରୁ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାର ପ୍ରଭାବରେ ୩୦ ତାରିଖରୁ ଅକ୍ଟୋବର ୩ ତାରିଖ ସକାଳ ସାଢ଼େ ୮ଟା ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ […]
ବାସ୍ତବ ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ । ଅର୍କକେଶରୀଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ମିଶିଛନ୍ତି । ଏଥିସହ ମଦନପୁର ଓ ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଏବଂ କୁମାର ସାହେବଙ୍କ ବୋହୂ ତଥା ଅନ୍ତର୍ଜାତୀୟ ସେରାମିକ ଆର୍ଟିଷ୍ଟ ପୃଥ୍ୱୀରାଜ ସିଂହଦେଓଙ୍କ ପତ୍ନୀ ମଧ୍ୟ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । […]
ସଂଜୟଶତପଥୀ(କଟକ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆତ୍ମନିର୍ଭର ଭାରତ, ପ୍ରଗତିଶୀଳ ଭାରତର ପ୍ରତୀକ,ସମ୍ପୂର୍ଣ୍ଣ ସ୍ବଦେଶୀ କାରିଗରୀ ରେ ନିର୍ମିତ ଓଡିଶା ପାଇଁ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ଭାରତରେ ଅନ୍ୟାନ୍ୟ ଆଠଟି ଟ୍ରେନ ସହ ଆଜି ସେପ୍ଟେମ୍ବର ୨୪ ରେ ଶୁଭାରମ୍ଭ କରାଗଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଆଜି ମଧ୍ୟାହ୍ନରେ ସବୁଜ ପତାକା ଦେଖାଇ ନଅଟି ଯାକ […]
ବାସ୍ତବ ବ୍ୟୁରୋ: ଆଜି ରାଜ୍ୟରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ଯୋଗେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଏହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ଦେଇ ଯା’ଆସ କରିବ। ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବନ୍ଦେ […]


