ନିହାର ପରିଡା(କେନ୍ଦ୍ରାପଡା):ଇନ୍ଦୁପରୁ କୃଷି ସମବାୟ ସମିତିରେ ଚାଷୀ ମାନେ ଭୋଟ ଦେଇ ଯେଉଁ ମାନଙ୍କୁ ନିର୍ବାଚିତ କରି ତାଙ୍କର ପ୍ରତିନିଧି କରାଇଥିଲେ । ସେହି ପ୍ରତିନିଧି ମାନେ ଚାଷିମାନଙ୍କ ଉପରେ ଦାଉ ସାଧୁଛନ୍ତି।ଆଉ ସମବାୟ ସମିତିର ସମ୍ପାଦକ ଓ ସଭାପତି ପ୍ରତିବାଦ କରିବାରୁ ତାଙ୍କୁ ଅତି କଦର୍ଯ୍ଯ ଭାଷାରେ ଗାଳି ଗୁଲଜ କରିବାକୁ ପଛାଉନାହାଁନ୍ତି କିଛି ନବ ନିର୍ବାଚିତ ଡାଇରେକ୍ଟର । ସେଥିରେବି ତାଙ୍କ ରାଗ ସାନ୍ତ ହୁଏ ନାହିଁ […]
ରାଜ୍ୟ
ସଂଜୟ ଶତପଥୀ(କଟକ): ଆଜି ପବିତ୍ର ମହାଶିବରାତ୍ରି ଉପଲକ୍ଷେ କଟକ ର ଅନ୍ୟତମ ଶ୍ରେଷ୍ଠ ସମାଜସେବୀ ଲୋକପ୍ରିୟ ଅନୁଷ୍ଠାନ “ସର୍ବେ ଭବନ୍ତୁ ସୁଖୀନଃ” ପରିବାର ପକ୍ଷରୁ କଟକର ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ରୋଗ ପ୍ରପୀଡ଼ିତ ଅସହାୟ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ,ଫଳ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା। ବିଗତ ଦୀର୍ଘ ୮ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲିଛି ଏବଂ ଆଗାମୀ ଦିନରେ ମଧ୍ୟ […]
ସଂଜୟ ଶତପଥୀ(କଟକ): ଗତ ୩ ଦିନ ଧରି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଶ୍ରୀ ମୋହନ ନାୟକ ଙ୍କ ନେତୃତ୍ବରେ ଚାଲିଥିବା ଦିବାରାତ୍ର ଧାରଣା ର ଆଜି ୩ୟ ଦିବସରେ ଆନ୍ଦୋଳନକାରୀ ଙ୍କ ଦ୍ଵାରା କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କର […]
ଦୀପକ ସାହୁ(କଳାହାଣ୍ଡି): ସରକାର ଶିକ୍ଷା ଏକ ମୌଳିକ ଅଧିକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ର ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ କୁ ନେଇ ଅନେକ ଗୁଡିଏ ଯୋଜନା ହୋଇଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ଯ କରାଯାଉଛି କିନ୍ତୁ ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେବାରେ ଲାଗିଛି । ଏଭଳି […]
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଅପାରଗତା ଇତିମଧ୍ୟରେ ବହୁ ଚର୍ଚ୍ଚିତ ହୋଇଯାଇଛି । କିଛି ଦିନ ଧରି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ, ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଧାରଣା, ଆନ୍ଦୋଳନ ଚାଲିଛି। କିନ୍ତୁ ସମସ୍ୟାର ସଠିକ୍ ସମାଧାନ ନା କରିପାରୁଛନ୍ତି କଟକ ମହାନଗର ନିଗମର ମାନନୀୟ ମେୟର ନା ମାନନୀୟ କମିଶନର। ବିଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ […]
ସଂଜୟ ଶତପଥୀ(କଟକ):ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାରୁ ରାଜ୍ୟ ବ୍ୟାପି ବିଜେପି ର ଆନ୍ଦୋଳନ ଡାକରାରେ କଟକରେ କଟକ ନଗର ବିଜେପି ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା। ସଭାରେ […]
ସସ୍ମିତା ପଣ୍ଡା ତୁମେ ସରି ସରି ଯାଉଥିବା ବେଳେଫେରିବାର ବାହାନା….ତଟିନୀ ତୁଠର ସ୍ମୃତି କି ଅନୁଭୂତିଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶବାରମ୍ବାର ଭୋଗୁଥିବାଅଭିମାନ ଆଉ ଅଭିଯୋଗତଥାପି ତୁମ ରମ୍ୟକଳାରେମୁଁ ମୋହମନା ।। ଚିରା ଚିଠି ଅପବାଦରେଜୀବନର ନିର୍ଯ୍ୟାସ….ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସଟିପେ ଟିପେ ମିଶାଣ ଫେଡାଣତିଳଚିହ୍ନରେ ସ୍ମୃତିର ଫଗୁଣରଙ୍ଗଣୀରୁ ରାଣୀ ହେବାକୁସାତସିଆଁ ଅନୁଭବରେଅଦମ୍ୟ ପ୍ରୟାସଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।। କଟିକଟା, କଟକ
ମନୋଜ ମହାନ୍ତି(ଭୁବନେଶ୍ବର):ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ […]
ସଂଜୟ ଶତପଥୀ(କଟକ):ଆଜି ଫେବୃୟାରୀ ୧୪ ତାରିଖରେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥିବା ଅଧୂକାଂଶ ଯୁବପିଢି “ପ୍ରେମ ଦିବସ” ବା ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ କଟକ ସହରର ଖ୍ୟାତନାମା ବଜାର ଉପରତେଲେଙ୍ଗା ବଜାର ରେ ବିଗତ ୪ ବର୍ଷ ପୂର୍ବରୁ ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ପୁଲ୍ଓ୍ବାମା ରେ ସହିଦ୍ ହୋଇଥୂବା ଭାରତର ବୀର ଜବାନ୍ ମାନଙ୍କ ଉଦ୍ଦେଶ୍ୟରେ ବଜାରର ଯୁବକମାନଙ୍କ ଦ୍ୱାରା “ବଳିଦାନ” ଦିବସ ପାଳନ ଅବସରରେ ଦିବଂଗତ ବୀର […]
ବାସ୍ତବ ବ୍ୟୁରୋ: ଫେବୃଆରୀ ୬ ରେ ତୁର୍କୀ ଓ ସିରିୟା ରେ ହୋଇଥିବା ଭୂକମ୍ପକୁ ସପ୍ତାହେ ବିତି ଯାଇଥିଲେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁଇ ଦେଶରେ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେବେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୨ ଗୁଣା ହେବ ବୋଲି ଜାତିସଂଘ ଆକଳନ କରିଛନ୍ତି। ଅନେକ ଲୋକ ଘର ହରାଇ ଏବେ ରାସ୍ତା କଡ଼କୁ ଚାଲି ଆସିଛନ୍ତି। ବଞ୍ଚିଯାଇଥିବା […]


