ବାସ୍ତବ ବ୍ୟୁରୋ: ଓମିକ୍ରନ୍‌ର ନୂଆ ସବ୍ ଭାରିଏଣ୍ଟ ‘ଏକ୍ସ୍‌ବିବି’ ଯୋଗୁଁ କେତେକ ଦେଶରେ ଆଉ ଏକ ସଂକ୍ରମଣ ଲହର୍‌ ଦେଖା ଦେଇପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକା ଡକ୍ଟର୍‌ ସୌମ୍ୟା ସ୍ବାମୀନାଥନ୍‌ କହିଛନ୍ତି । ସ୍ବାମୀନାଥନ୍‌ କହିଛନ୍ତି, “ଓମିକ୍ରନ୍‌ର ୩୦୦ ସବ୍ ଭାରିଏଣ୍ଟ ଅଛି। ମୋର ମନେହୁଏ ସମ୍ପ୍ରତି ବାହାରି ଥିବା ‘ଏକ୍ସ୍‌ବିବି’ ହେଉଛି ଗୋଟାଏ ପୁନଃମିଶ୍ରିତ ଭୂତାଣୁ। ଆଗରୁ ମଧ୍ୟ ଆମେ କେତେଗୁଡ଼ିଏ ପୁନଃମିଶ୍ରିତ ଭୂତାଣୁ […]

ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଅର୍ଥାତ ଡିସେମ୍ବର ୨୦୨୩ ସୁଦ୍ଧା ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ। ସେ ଏହି ମେଗା ନିଯୁକ୍ତି ଡ୍ରାଇଭ୍କୁ ଧନ୍ତରାସ୍ ଦିନ ଅର୍ଥାତ୍୨୨ ଅକ୍ଟୋବର ଦିନ ଦିୱାଲୀ ଧମାକା ଆରମ୍ଭ କରିବେ | ଏହି ଦିନ ୭୫୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ଦେବେ | ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୁବକମାନଙ୍କ ସହିତ ବାର୍ତାଳାପ କରିବେ | […]

ଭୁବନେଶ୍ୱର(ବାସ୍ତବ ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ସି-ତ୍ରଙ୍ଗକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି (ଗୁରୁବାର) ଜାରି କରିଛି ଏକ ବୁଲେଟିନ୍‌। ଆଇଏମ୍‌ଡି ଜାରି କରିଥିବା ବୁଲେଟିନ୍‌ ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି। ୨୩ ଅକ୍ଟୋବରରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା […]

ନବୀନ ଦାଶ(ଅତାବିରା): ଅତାବିରା ବ୍ଲକ ସରଣ୍ଡା ଛକରେ ଆଜି ଦୁଇଜଣ ଠକ ଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ନିକଟସ୍ଥ ଇଣ୍ଡିଆ ବଜାର ର ସୁକାନ୍ତ ଆଚାର୍ଯ୍ୟ(୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କେରାଡଗଡ ର ସୁଶାନ୍ତ ପ୍ରଧାନ(୪୨) । ଜାତୀୟ ରାଜପଥରେ ପୋଲିସ ଯାନବାହନ ଗୁଡ଼ିକୁ ଯାଞ୍ଚ କରୁଥିବା ବେଳେ ଏହି […]

ବାସ୍ତବବ୍ୟୁରୋ:ଇଣ୍ଡୋନେସିଆର ଜାକର୍ତ୍ତା ଇସଲାମିକ୍ ସେଣ୍ଟର ଗ୍ରାଣ୍ଡ ମସଜିଦର ବିଶାଳ ଗମ୍ବୁଜରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ଯାହା ଫଳରେ ଗମ୍ବୁଜ ଭୁଶୁଡି ପଡିଲା। ଗଲ୍ଫ ଟୁଡେ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ କୌଣସି ହତାହତ ହୋଇନାହାଁନ୍ତି। ଗମ୍ବୁଜର ନବୀକରଣ କାର୍ଯ୍ୟ ଚାଲିଥିବା ସମୟରେ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦଶଟି ଅଗ୍ନି ନିରାପାଟ ଗାଡି ବ୍ୟବହୃତ ହୋଇଥିଲା ।

ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଦିୱାଲୀ ବା ଦୀପାବଳି ଅନ୍ୟତମ | ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ଦିୱାଲୀ ପାଳନ କରାଯାଏ।ଏହି ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତାରିଖ ୨୪ ଅକ୍ଟୋବରରେ | ଏଭଳି ପରିସ୍ଥିତିରେ ୨୪ ଅକ୍ଟୋବରରେ ଦୀପାବଳିର ପର୍ବ ପାଳନ କରାଯିବ | ବିଶ୍ୱାସ କରାଯାଏ ଯେ ଏହି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରିବା ଦ୍ୱାରା ଘରେ […]

ବାସ୍ତବ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଗତ ୧୭ ତାରିଖରେ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି। ନିର୍ବାଚନରେ ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ‌ହୋଇଛନ୍ତି। ଦୀର୍ଘ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳର ନେତୃତ୍ୱ ନେବେ ଜଣେ ଅଣଗାନ୍ଧୀ ତଥା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ତାଙ୍କୁ ମିଳିଛି ୭ ହଜାର ୮୯୭ ଭୋଟ୍। ସେହିପରି ତାଙ୍କ […]

ସଂଜୟ ଶତପଥୀ(କଟକ): ଆଗାମୀ କଟକ ବାଲିଯାତ୍ରାରେ ପ୍ଲଟ ଆବଣ୍ଟନରେ ମୂଲ୍ୟ ବୃଦ୍ଧି ନେଇ ଭାଜପା କଟକ ନଗର ତରଫରୁ କଟକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଓ ପ୍ରତିବାଦ ସଭା କରା ଯାଇଥିଲା। କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣ ଧାରଣା ରେ ବକ୍ତା ମାନେ ପ୍ଲଟ ମୂଲ୍ୟ ବୃଦ୍ଧି ତଥା ନିଲାମ ପଦ୍ଧତି ନେଇ ତୀବ୍ର ପ୍ରତିକ୍ରିୟା […]

ବାସ୍ତବବ୍ୟୁରୋ:କଂଗ୍ରେସ ହାଇକମାଣ୍ଡ ହିମାଚଳ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ତାଲିକା ପ୍ରକାଶ କରିଛି। କେନ୍ଦ୍ର ନିର୍ବାଚନ କମିଟି (ସିଇସି) ବୈଠକରେ ବହୁ ମନ୍ଥନ ପରେ ଦଳ ୪୬ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହିମାଚଳ ପ୍ରଦେଶରେ ୨୦ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ପୁଣି ଟିକେଟ୍ ଦିଆଯାଇଛି।ଶିମଲା ସହରୀ ସମେତ ୨୨ ଟି ସିଟ୍ ପାଇଁ ଟିକେଟ ଅଘୋଷିତ ଅଛି । କିନ୍ନର ବିଧାୟକ ଜଗତ […]

ବାସ୍ତବବ୍ୟୁରୋ:ସ୍ପେନରେ ଆୟୋଜିତ ଅଣ୍ଡର -୨୩ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ୭୭ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଭାରତର ସାଜନ ଭାନୱାଲା ଇତିହାସ ସୃଷ୍ଟି କରିଛି। ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଗ୍ରୀକୋ-ରୋମାନ କୁସ୍ତିରେ ସେ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ରିପେକେଜ୍ ଫାଇନାଲରେ ସେ ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

Pin It on Pinterest