ବାସ୍ତବବ୍ୟୁରୋ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୧ ନଭେମ୍ବରରୁ ବଜେଟ୍ ପୂର୍ବ-ବୈଠକ ଆରମ୍ଭ କରିବେ | ପାରମ୍ପାରିକ ଭାବରେ ଅର୍ଥମନ୍ତ୍ରୀ ବଜେଟ୍ ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ବୈଠକ କରନ୍ତି। ଶିଳ୍ପାଞ୍ଚଳ, ଭିତ୍ତିଭୂମି କ୍ଷେତ୍ର ଏବଂ ପରିବେଶ ବିଶେଷଜ୍ଞଙ୍କ ସହ ସୀତାରମଣ ସୋମବାର ତିନୋଟି ଗୋଷ୍ଠୀ ଙ୍କ ସହ ବୈଠକ କରିବେ। ଏଥିରେ ସାଧାରଣ ବଜେଟ୍ ପାଇଁ ପରାମର୍ଶ ନିଆଯିବ। ଏହି ସମୟରେ ଜଳବାୟୁ ପରିବର୍ତ୍ତନ ଏବଂ ଭିତ୍ତିଭୂମି ସହ ଜଡିତ ପ୍ରସଙ୍ଗ […]

ସଂଜୟ ଶତପଥୀ(କଟକ): କଟକ ସଦର ଓ କଟକ ମହାନଗର ନିଗମ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କର ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ମହାସଂଘର ଜିଲ୍ଲା ସଭାପତି ଶ୍ରୀ ଶଙ୍କର୍ଷଣ ବେହେରାଙ୍କ ନେତୃତ୍ବରେ କଟକ ଜିଲ୍ଲାର ଶତାଧିକ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ସନସାଇନ ପଡିଆ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ କଟକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ […]

ଜୟନ୍ତ ଶତପଥୀ(ଡେରାବିଶ): କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବଡ଼ ମଙ୍ଗରାଜପୁର ଗ୍ରାମର ବନଭୋଜୀ ମହାପୁରୁଷ ପ୍ରାଙ୍ଗଣରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଦ୍ଵାଦଶlହ ଉପଲକ୍ଷେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଶିକ୍ଷାବିତ ଗୋଲଖ ଚନ୍ଦ୍ର ସାହୁଙ୍କ ପୌରୋହିତରେ ଅନୁଷ୍ଠିତ ହୋଇଯାଇଛି। ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରୟୋଜିତ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି ସଭାକୁ ରାଜଶ୍ରୀର ସମ୍ପାଦକ ଆଶୁକବି […]

ବାସ୍ତବ ବ୍ୟୁରୋ : ଆଜି ଭାରତୀୟ ନିର୍ବାଚନ କମିଶନରେ ଅନ୍ୟତମ କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଅରୁଣ ଗୋଏଲ। ଶ୍ରୀ ଗୋଏଲ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ନିର୍ବାଚନ କମିଶନରରେ ମୁଖ୍ୟ କମିଶନରଙ୍କ ବ୍ୟତୀତ ଦୁଇ ଜଣ ସଦସ୍ୟ କମିଶନର ଭାବେ କାର୍ଯ୍ୟ କରନ୍ତି। ତେଣୁ ଅରୁଣ ଗୋଏଲ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜୀବ କୁମାର ପୂର୍ବଭଳି ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ ଜାରି ରଖିବେ। […]

ବାସ୍ତବ ବ୍ୟୁରୋ: ପତଳା ହେଉଛି ଗରୁଡ଼ ସ୍ତମ୍ଭ । ବର୍ଷ ବର୍ଷ ଧରି ଦୂରଦୂରାନ୍ତର ଭକ୍ତ ଶ୍ରୀମନ୍ଦିରକୁ ଆସି ପ୍ରଥମେ ଗରୁଡ ସ୍ତମ୍ବକୁ ସ୍ପର୍ଷ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଛନ୍ତି। ଭକ୍ତ ମାନେ ଗରୁଡ ସ୍ତମ୍ବକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ବଟିର ସ୍ଥାୟିତ୍ବ ପ୍ରତି ବିପଦ ଦେଖାଦେଇଛି । ସୂଚନା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ତିଆରି। ଏଣୁ […]

ପୁରୀ : ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ କାହିଁକି ?ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ କାହା ସ୍ୱାର୍ଥରେ ବାଧା ସୃଷ୍ଟି କରିବ ? ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ ଦେଖାଦେଇଛି।ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି। ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ବିରୋଧ ଆଗରେ ମୁଣ୍ଡ ନୂଆଇଁଛି ପ୍ରଶାସନ । ସୂଚନାନୁଯାୟୀ, ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ […]

ପରମାନନ୍ଦ କହଁର (ଫୁଲବାଣୀ):ଫୁଲବାଣୀ ଜିଲ୍ଲା ସବୁ ଜିଲ୍ଲା ଠାରୁ ଟିକେ ନିଆରା । ଏହି କ୍ରମରେ ଫୁଲବାଣୀ ଜିଲ୍ଲାର ଶୀତ ବି ନିଆରା । ଏବର୍ଷ ମଧ୍ୟ ଫୁଲବାଣୀରେ ମଧ୍ୟ ହାଡଭଙ୍ଗା ଶୀତ ପଡିବା ଆରମ୍ଭ ହୋଇଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହିତ ଦାରିଙ୍ଗବାଡି, ବାଲିଗୁଡା, ଖଜୁରିପଡା, ଜି ଉଦୟଗିରି ଓ ଅନ୍ୟାନ୍ୟ ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରତି ବର୍ଷ ତୁଳନାରେ ଚଳିତ […]

ବାସ୍ତବ ବ୍ୟୁରୋ : ରାଜଧାନୀ ରେ ଏଣିକି ଘରେ ପେଟ୍‌ ଆନିମଲ୍‌ ରଖିଲେ ନେବାକୁ ପଡିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅନୁମତି। ଏଥିପାଇଁ ବିଏମସିରେ କରିବାକୁ ପଡିବ ପଞ୍ଜିକରଣ। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଗଣମାଧ୍ୟମକୁ ଦେଇ କହିଛନ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଲାଗୁ ହେବ ପେଟ୍‌ ଆନିମଲ ଗାଇଡଲାଇନ୍ସ । ବିଏମସି କମିଶନରଙ୍କ କହିବା ଅନୁଯାୟୀ, ପେଟ୍‌ ରଖିବା ପାଇଁ ଘରେ ସୁସ୍ଥ ବାତାବରଣ ଅଛି […]

 ବାସ୍ତବ ବ୍ୟୁରୋ: ଜରୁରୀ ସେବା ପାଇଁ ଜାରୀ ହୋଇଥିବା ୧୦୮ନମ୍ବରକୁ ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁ ନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ ହଇରାଣ କରୁଛନ୍ତି । ପ୍ରତିଦିନ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି । ଏପରିକି […]

ବାସ୍ତବ ବ୍ୟୁରୋ : ଆଜି ସକାଳେ (ଗୁରୁବାର) ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୧୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶା […]

Pin It on Pinterest