ବରଗଡ଼:-୧.୧୨(ଉ.ସ.ପ୍ର.ନବୀନ ଦାଶ) ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ମାନଙ୍କ ପକ୍ଷରୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କ ରେ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ ଜାରି ରହିଥିବା ବେଳେ, ଅତାବିରା ବ୍ଲକ ପରିସର ରେ ଥିବା ଆଇ ସି ଡି ଏସ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୪ଦିନ ଧରି ଧାରଣା ରେ ବସିଥିଲେ ହେଁ କେହି ଶୁଣିବାକୁ ନାହାନ୍ତି […]

ବାସ୍ତବ ବ୍ୟୁରୋ: ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ ଉନ୍ମୋଚନ ହେଲା ନୂଆ ଶିଳ୍ପ ନୀତି ୨୦୨୨ । ଏହାକୁ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଶିଳ୍ପ ନୀତି ସମ୍ପର୍କରେ ସୂଚନା ଦେଇ ଶିଳ୍ପ ସଚିବ କହିଛନ୍ତି ଆଜି ଠାରୁ କାର୍ଯ୍ୟକ୍ଷମ ହେଲା ଶିଳ୍ପ ନୀତି ୨୦୨୨ । ଯେଉଁଥିରେ ପ୍ରାୟୋରିଟି ଓ ଥ୍ରଷ୍ଟ ଭଳି ଦୁଇଟି ସେକ୍ଟରକୁ ପ୍ରାଧାନ୍ୟ ଦିଆଯାଇଛି । ଯେଉଁ କ୍ଷତ୍ରରେ ୨୦୦ରୁ […]

ବାସ୍ତବବ୍ୟୁରୋ:ଆଜି ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ସାରା ଦେଶରେ ଅନେକ ପରିବର୍ତ୍ତନ ଆସିଛି | ବର୍ତ୍ତମାନ ହିରୋ ଗାଡି କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ | ହିରୋ ମୋଟୋକର୍ପ ଗାଡିର ମୂଲ୍ୟ ୧ ,୫୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ପିଏନବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ନିୟମ ପରିବର୍ତ୍ତନ କରିଛି। ଆଜିଠାରୁ ଆମେ ଆପଣଙ୍କୁ ଏପରି ୫ ଟି ପରିବର୍ତ୍ତନ ବିଷୟରେ କହୁଛୁ, […]

ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଆଜି ଅନୁଷ୍ଠିତ ହେବ। ଦକ୍ଷିଣ ଗୁଜୁରାଟ ଏବଂ କଛ -ସ୍ଵରାଷ୍ଟ୍ରର ୧୯ ଟି ଜିଲ୍ଲାର ୮୯ ଟି ଆସନ ପାଇଁ ୭୮୮ ଜଣ ପ୍ରାର୍ଥୀ ଲଢୁଛନ୍ତି। ରାଜ୍ୟ ପାରମ୍ପାରିକ ଭାବରେ ଶାସକ ଭାରତୀୟ ଜନତା ପାର୍ଟି, କଂଗ୍ରେସ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଆସୁଛି, କିନ୍ତୁ ଏଥର ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ରୂପରେ ତୃତୀୟ ଦଳ ଅଛନ୍ତି, […]

ବାସ୍ତବ ବ୍ୟୁରୋ: ମେହେର ସମାଜର ଅନୁରୋଧ ରକ୍ଷା କରି ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) […]

ବାସ୍ତବ ବ୍ୟୁରୋ: ବିଷ୍ପୋରଣରେ ଥରିଲା ଆଫଗାନିସ୍ତାନ । ଆଜି (ବୁଧବାର) ଉତ୍ତର ଆଫଗାନିସ୍ତାନର ଏକ ମଦରସାରେ ବୋମା ବିଷ୍ପୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଏବଂ ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ। ତାଲିବାନ ଜଣେ ଅଧିକାରୀଙ୍କ କହିବା ମୁତାବକ […]

ବାସ୍ତବ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୫୨ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଆଜି (ବୁଧବାର)ଠାରୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆରମ୍ଭ ହେଉଥିବା ବେଳେ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ନୀତିଗତ ନିଷ୍ପତ୍ତି ଏହି କ୍ୟାବିନେଟ ବୈଠକରେ ନିଆଯାଇଛି। ଏବେ ବିଧାନସଭା ଚାଲିଥିବାରୁ ସରକାର ଏ ନେଇ ଗତକାଲି କିଛି ସୂଚନା ଦେଇ […]

ବାସ୍ତବ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଛି ଆଶ୍ୱସ୍ତି । ଅର୍ଥାତ ଡିସେମ୍ବର ୩୧ […]

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନ ପୂର୍ବରୁ ତିନିଜଣ ପୂର୍ବତନ ଆଦମ ପାର୍ଟି ବିଧାୟକ ବିଜେପିରେ ଯୋଗ ଦେଲେ । ମଙ୍ଗଳବାର ଦିନ ସୁରେନ୍ଦ୍ର ସିଂ, ରାଜୁ ଧିଙ୍ଗନ୍ ଏବଂ ଚୌଧୁରୀ ଫତେହ ସିଂ ଦିଲ୍ଲୀରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଏହି ତିନି ନେତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି ସମୟରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ।

Pin It on Pinterest