ଦୀପକ ସାହୁ(କଳାହାଣ୍ଡି): ପ୍ରଶାସନିକ ଅଧିକାରୀ ଅଶ୍ଳୀଳ ଅଡିଓ ଭାଇରାଲ ହେଉଛି, ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ବିଡ଼ିଓ ବାବୁଙ୍କ ଅଡିଓ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି । ଜଣେ ଅଧିକାରୀଙ୍କ ଏଭଳି ଆଚରଣକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସରପଞ୍ଚ ସଙ୍ଘ। ତେବେ ଏହି ଘଟଣା କୁ ଖଣ୍ଡନ କରୀଛନ୍ତି ବିଡ଼ିଓ […]

ବାସ୍ତବ ବ୍ୟୁରୋ: ଆସନ୍ତା ୧୯ରୁ କୋଭିଡ ଟିକାକରଣ ଅଭିଯାନରେ ଓଡ଼ିଶାରେ ପୁଣି କୋଭିଡ ଟିକା କୋଭିସୀଲଡ଼ ଉପଲବ୍ଧ ହେବ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ଉପଲବ୍ଧ ହେବ । ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ଏପର୍ଯ୍ୟନ୍ତ ୧୮ ବର୍ଷରୁ ଅଧିକ […]

ସଂଜୟ ଶତପଥୀ(କଟକ): ଆଜି ନେତାଜୀ ସେବା ସଂଘ ପକ୍ଷରୁ କଟକ ବକ୍ସିବଜାରସ୍ଥିତ ରାଷ୍ଟ୍ରୀୟତା ଭବନ ପରିସରରେ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା କଟକର ବରପୁତ୍ର, ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ପୂଣ୍ୟ ଜନ୍ମଜୟନ୍ତୀ ଉତ୍ସବ ଆୟୋଜନର ପ୍ରାକ୍-ପ୍ରସ୍ତୁତି ବୈଠକ ସଂଘର ସଭାପତି ଶ୍ରୀ ବୀରେନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ସହରର ବହୁ ସୁଭାଷ ପ୍ରେମୀ ଯୋଗଦେଇ […]

ବାସ୍ତବବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାର ଆର୍‌’ବନି ଗେବ୍ରିଏଲ୍ ‘ମିସ୍‌ ୟୁନିଭର୍ସ ୨୦୨୨’ ମୁକୁଟ ବିଜୟିନୀ ହୋଇଛନ୍ତି। ଆମେରିକାର ନିୟୁ ଅର୍ଲିନ୍‌ସ୍‌ସ୍ଥିତ ‘ଆର୍ଣ୍ଣେଷ୍ଟ୍‌ ଏନ୍‌. ମୋରିଆଲ୍‌ କନ୍‌ଭେନ୍‌ସନ୍‌ ହଲ୍‌’ରେ ଅନୁଷ୍ଠିତ ଏହି ସୁନ୍ଦରୀ ପ୍ରତିଯୋଗିତାର ୭୧ତମ ସଂସ୍କରଣରେ ଭେନିଜୁଏଲାର ଆମାଣ୍ଡା ଡୁଡାମେଲ୍‌ ପ୍ରଥମ ଓ ଡୋମିନିକା ରିପବ୍ଳିକ୍‌ର ଆଣ୍ଡେରିନା ମାର୍ଟିନେଜ୍‌ ଦ୍ବିତୀୟ ରନର୍‌ ଅପ୍‌ ହୋଇଛନ୍ତି। ଏହି ପ୍ରତିଯୋଗିତାର ୧୬ଶ ସ୍ଥାନରେ ଥିବା ଭାରତୀୟ ପ୍ରତିଦ୍ବନ୍ଦ୍ବୀ ଦ୍ବିବିତା ରାୟ ବାଦ ପଡ଼ିଛନ୍ତି। ୧୯୯୪ […]

 ସଂଜୟଶତପଥୀ(କଟକ): କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ର ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ଆଜି(ଶୁକ୍ରବାର) ଅପରାହ୍ନରେ ଦଳାଚକଟା ଯୋଗୁଁ ବହୁ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୧/୨୦୨୨।ଆଜି ପବିତ୍ର ମକରସଂକ୍ରାନ୍ତି। ଏହି ଅବସରରେ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକରଚାଉଳ ଓ ପୋଡପିଠା। ଏଥିପାଇଁ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର, ଫୁଲବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ବାବାଙ୍କୁ। ପରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ମକରଚାଉଳ ଓ ପୋଡ଼ପିଠା ଲାଗି କରାଯାଇଥିଲା। […]

ସଂଜୟ ଶତପଥୀ(କଟକ):ଭାରତର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ତଥା ଭାରତ ରତ୍ନ ପ୍ରଦାନ କରାଯାଉ । ଏଥି ସହିତ କଟକ ରେଲୱେ ଷ୍ଟେସନକୁ ନେତାଜୀଙ୍କ ନାମରେ ନାମକରଣ କରିବା ସହ ସହରରେ ନେତାଜୀଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଶ୍ରୀ ଅଶ୍ୱିନୀ ଉପାଧ୍ୟାୟ ଦାବି କରିଛନ୍ତି । ନେତାଜୀ ସୁଭାଷ ସ୍ମୃତି ସଂସଦ […]

ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେଖ ପୂର୍ ଛକ ଠାରେ ଦୀର୍ଘ ଛ ମାସଧରି ନବନିର୍ମାଣ ଅବକାରୀ କାର୍ଯ୍ୟାଳୟ ଅତି ମନ୍ଥର ଗତିରେଚାଲିଛି । ରାମପୁର ଅଞ୍ଚଳର ଜୈନିକ ଠିକାଦାର ଙ୍କ ମନମୁଖୀ କାର୍ଯ୍ଯକୁ ନା ପ୍ରଶାସନ ତଦାରଖ କରୁଛି ନା ନିମ୍ନ ମାନର କାମ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ନଜରକୁ ଆସୁଛି ।୪୪ ଲକ୍ଷ ଟଙ୍କାର ନିର୍ମାଣଧିନ କୋଠାରେ ବ୍ୟବହାର ହେଉଥିବା ସିମେଣ୍ଟ (ଶ୍ରୀ ସିମେଣ୍ଟ)ଟେଣ୍ଡର […]

ରାକେଶ ମହାନ୍ତି(ପାଟକୁରା):ଗତ ୮/୧/୨୩ ରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଗରଦପୁର ବ୍ଲକ ର ତିକନପୁର ଠାରେ ନିର୍ବାଚନ ମଣ୍ଡଳୀର ଛାମୁଆ କର୍ମୀଙ୍କ ସହ ହଜାର ହଜାର ସମର୍ଥକଙ୍କ ଗହଣରେ ବନ୍ଧୁମିଳନ କରିଥିଲେ ।ସବୁଠାରୁ ବଡ କଥା ପ୍ରଥମ ଥର ନିଜ ପୁଅ ସହ ମଞ୍ଚ ଶେୟାର କରିଥିଲେ ।ନୂଆ ନୁଆ ବିଜେପିରୁ ବିଧାୟକ ବଟିକା ଖାଇଥିବା ତେଜେଶ୍ବର ପରିଡ଼ା,ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବା ଜାତୀୟ ଯୁବ ଦିବସ ଆଳରେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲିରେ ମା କାଳୀ ପଡ଼ିଆରେ ଭେଙ୍କେଟଶ୍ଵର ସ୍କୁଲ ନେତୃତ୍ୱରେ ବ୍ଲକ ସ୍ତରିୟ ସାଇନ୍ସ ଏଜୁବିସେନର ଉଦ୍‌ଘାଟିନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉତ୍ସବରେ ଭେଙ୍କଟଶ୍ଵର ସ୍କୁଲର ଚ୍ୟାରମ୍ୟାନ ସୁଧିର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଏନ ଏ ସି ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ବିଶେଷ ଅତିଥ୍‌ ଭାବେ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ପ୍ରଫେସର ଡ଼.ପ୍ରମୋଦ ଚନ୍ଦ୍ର ମିଶ୍ର ଏବଂ […]

Pin It on Pinterest