ବାସ୍ତବବ୍ୟୁରୋ:ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଙ୍ଗରାଜ ଖିଲାନଙ୍କୁ ଅଷ୍ଟ୍ରେଲିଆର ସମ୍ମାନଜନକ ୨୦୨୩ ଭିକ୍ଟୋରିଆନ୍ ଅଷ୍ଟ୍ରେଲିୟ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯିବ। ଭିକ୍ଟୋରିଆ ପ୍ରଦେଶରେ ସାଂସ୍କୃତିକ ବିବିଧତା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି | ନଭେମ୍ବର ୮ ରେ ଭିକ୍ଟୋରିଆ ଗଭର୍ଣ୍ଣର ଲିଣ୍ଡା ମାରିଅନ ଡେସାଉ ଏସି ଖିଲାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କୁ ୫୬ ବର୍ଷ ବୟସ […]

ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ […]

ବାସ୍ତବ ବ୍ୟୁରୋ: ଆସନ୍ତା ବର୍ଷ ଭାରତ ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଜି ଇଣ୍ଡୋନେସିଆର ବାଲି ଠାରେ ଭାରତକୁ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ହସ୍ତାନ୍ତର କରାଯାଇଛି । ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ […]

ବାସ୍ତବବ୍ୟୁରୋ:ବାଲିରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିଜେ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ପରେ ଏକାଠି ହସିଲେ, ଏହା ଭାରତର ମହତ୍ତ୍ୱ ଦର୍ଶାଏ | କେବଳ ଏତିକି ନୁହେଁ, ଯେତେବେଳେ ମୋଦୀ କହିଥିଲେ ସେତେବେଳେ ସେ ବିକାଶଶୀଳ ଲୋକଙ୍କ ଅହଂକାର ଦୂର କରିଥିଲେ। ସେ କହିଛନ୍ତି- ଯଦି ବିଶ୍ଵ ର ବିକାଶ […]

ବାସ୍ତବ ବ୍ୟୁରୋ : ଇଣ୍ଡୋନେସିଆର ବାଲି ଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି […]

ସଂଜୟ ଶତପଥୀ(କଟକ): ହିନ୍ଦୁଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ, ପବିତ୍ର ଆଧ୍ୟାତ୍ମିକ ପୁସ୍ତକ ଶ୍ରୀ ରାମାୟଣର ଶ୍ରେଷ୍ଠ ଚରିତ୍ର ତଥା ପ୍ରଭୁ ଶ୍ରୀ ଶେଷନାଗ ଲକ୍ଷ୍ମଣ,ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ପ୍ରତି ହେତୁବାଦୀମାନଙ୍କର ତାତ୍ସଲ୍ୟ ଓ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ, ରାଜ୍ୟର ବହୁ ପୋଲିସ୍ ଥାନାରେ ଏତାଲା ଋଜୁ ହୋଇନଥଲେବି ,ପୋଲିସ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବା ତଥା ବିଶେଷ କରି ରାଜ୍ୟ ସରକାର ସବୁ ଜାଣି ଚୁପ୍ […]

ବାସ୍ତବ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ।ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂହ । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା […]

ବାସ୍ତବ ବ୍ୟୁରୋ : ରଦ୍ଧ ହେଲା ୨୦୨୨ରେ ପ୍ରକାଶ ପାଇଥିବା ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ଏଏସଓ ବିଜ୍ଞପ୍ତି । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି। ଖବର ଅନୁଯାୟୀ, OPSC ପକ୍ଷରୁ ଏଏସଓର ୭୯୬ଟି ପଦବୀ ପାଇଁ ବିଜ୍ଞପ୍ତି […]

ବାସ୍ତବ ବ୍ୟୁରୋ : ଭୀଷଣ ବର୍ଷାରେ ବେହାଲ ତାମିଲନାଡ଼ୁ । ତାମିଲନାଡ଼ୁରେ ଗତ ଏକ ସପ୍ତାହରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଚେନ୍ନାଇ ଓ କୋଏମ୍ବାଟୁରରେ ପ୍ରବଳ ବର୍ଷା ଯୋଗୁ ସହର ଜଳାର୍ଣ୍ଣବ ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାଇଗାଇ ଡ୍ୟାମ୍ ବନ୍ୟା ଜଳ ଛାଡ଼ିବା […]

ସଂଜୟ ଶତପଥୀ(କଟକ): :ଆଜି ୧୩/୧୧/୨୦୨୨ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହେତୁବାଦୀ ସଂଗଠନ ର ମୁଖ୍ୟ ବି.ରାମଚନ୍ଦ୍ର.ଭୋଲଟାୟାର ଗଣମାଧ୍ୟମରେ ଦେଇଥିବା ହିନ୍ଦୁଧର୍ମର ପବିତ୍ର ପୁରାଣ ରାମାୟଣ ର ବିଶିଷ୍ଟ ଚରିତ୍ର,ଭାତୃଭକ୍ତ ଲକ୍ଷ୍ମଣଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଏତଲା ଦିଆଯାଇଈ। ଏହି ଏତଲା ଦାଏର କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଦୀନବନ୍ଧୁ ସିଂ ଙ୍କ ଆହ୍ୱାନକ୍ରମେ […]

Pin It on Pinterest