ସୁବର୍ଣ୍ଣପୁର(ନମୋ ଗୁରୁ) : ୧୩ /0୪/୨୨-ସୁବର୍ଣ୍ଣ ସହର ସୋନପୁର ଭାରତର ଦ୍ଵିତୀୟ ବାରଣାସୀ ନାମରେ ବିଖ୍ୟାତ l ବର୍ତ୍ତମାନ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି l ଦେବୀ ମାଁ ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁ ଙ୍କ ଆଶୀର୍ବାଦ ପ୍ରାପ୍ତ ସୁବର୍ଣ୍ଣପୁର ଭୂଖଣ୍ଡ ଏହାର ହସ୍ତତନ୍ତ ବସ୍ତ୍ର, ଟେରାକୋଟା, କଂସା ପିତଳ କଳାକୃତି, ବାଉଁଶ, ଧାନ ହସ୍ତଶୀଳ୍ପ ଏବଂ […]

ଭୁବନେଶ୍ବର: ପୂର୍ବତନ ପୁଲିସ୍ ଡିଜି ଅଭୟଙ୍କୁ ନୂଆ ଦାଇତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଅଭୟଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ ନିୟମ ଅନୁସାରେ ଅଭୟ ଦାୟିତ୍ବ ନେବା ତାରିଖଠାରୁ ଏହି ପଦବିରେ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୮୭୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୮୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୫୬୯ ଜଣ ସୁସ୍ଥ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରର ୭୪ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୨//୦୪//୨୦୨୨-ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ବଡ଼ସିଂହପୁର ଗାଁରେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୨ଜଣ ଙ୍କ ର ଦୁଇଟି ଗୋରୁ ଗୁହାଳ ପୋଡି ସମ୍ପୂର୍ଣ୍ଣ ପାଉଁଶ ହୋଇଯିବା ସହ ୮ ଟି ଗୋରୁ ଓ ୪ ଟି ଛେଳି ଜିବନ୍ତ ଦଗୁ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ଘଟଣାସ୍ଥଳରେ ଅଗ୍ନି ସମ ବିଭାଗ ପହଞ୍ଚି ନିଆଁକୁ ଆୟତ […]

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି। ଟ୍ୱିଟ୍ କରି କେନ୍ଦିରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିବାକୁ ଯାଉଛି, ଯାହା […]

ଭୁବନେଶ୍ୱର, ୧୨।୪: ଲୋକସେବା ଭବନରୁ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି । କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ କରୋନା ପାଇଁ ଲୋକସେବା ଭବନକୁ ଯିବାରେ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ ।ଏପରିକି […]

ନବୀନ ଦାଶ: ସୋନପୁର – ଗୋଡଭଗା ୫୪ନଂ ରାଜ୍ୟ ରାଜପଥ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଦୁଲମ୍ ପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପାଖାପାଖି ୮ଟା ୪୦ ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇ ପାର୍ଶ୍ଵରେ ଥିବା ଧାନ କ୍ଷେତ କୁ ପଶି ଯାଇଥିବା ଜଣାପଡିଛି । । କଣ୍ଟାବାଞ୍ଜି ରୁ ସମ୍ବଲପୁର ଅଭିମୁଖେ ୫୦ଜଣ ଯାତ୍ରୀ ନେଇ ଯାଉଥିବାବେଳେ ବସ୍ ର ଆଗ ପାଖ ଡ୍ରାଇଭର […]

ଭୁବନେଶ୍ୱର ୧୨।୦୪:ଆଜିଠାରୁ ଓଡିଶାର ୧୦ ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ। ସ୍ଥିତି ପରଖିବେ କେନ୍ଦ୍ର ସରକାର । କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ୍ ଆଜି କୋରାପୁଟରେ ଗସ୍ତରେ ଅଛନ୍ତି । ୧୩ ଓ ୧୪ ଢେଙ୍କାନାଳ ଜିଲ୍ଳା ଗସ୍ତରେ ଆସିବେ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ ଅଶ୍ଵିନୀ ବୈଷ୍ଣବ ମାଲକାନଗିରି ଜିଲ୍ଳା ଗସ୍ତ କରିବେ । ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ଅନୁଯାଇ, ଏହା […]

ଡ଼.ନବକିଶୋର ମିଶ୍ର ରାହୁ-କେତୁଙ୍କର ରାଶି ପରିବର୍ତ୍ତନ ୧୨ ଏପ୍ରିଲ ୨୦୨୨,ମଙ୍ଗଳବାରରେ ଘଟିଛି | ରାହୁ ଲିବ୍ରାର ଆରିସ୍ ଏବଂ କେଟୁରେ ଗମନାଗମନ କରିଛନ୍ତି | ଏହି ଦୁଇଟି ଗ୍ରହର ରାଶିର ପରିବର୍ତ୍ତନ ୧୨ ଏପ୍ରିଲ ସକାଳ ୧୦.୩୫ ରେ ଘଟିଥିଲା ​​|ଏହି ଦୁଇଟି ଗ୍ରହର ରାଶି ଚିହ୍ନର ପରିବର୍ତ୍ତନ ସମସ୍ତ ୧୨ ଟି ରାଶିକୁ ପ୍ରଭାବିତ କରିବ | ଜ୍ୟୋତିଷଙ୍କ ଅନୁଯାୟୀ, ରାହୁ-କେତୁ ପରିବର୍ତ୍ତନ ହେତୁ ପାଞ୍ଚଟି ରାଶିଫଳର ସମସ୍ୟା […]

ତ୍ରିନାଥ ବାରିକ (ସାକ୍ଷୀଗୋପାଳ): ସାକ୍ଷୀଗୋପାଳ ରେ ଅବସ୍ଥିତ ପୁରୀଜିଲ୍ଲା କୃଷିବିଜ୍ଞାନ କେନ୍ଦ୍ର ର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ରବିବାର ଉଦଘାଟିତ ହୋଇଯାଇଛି। ଏକ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କାର୍ଯ୍ୟଳୟ କୁ ରାଜ୍ୟ କୃଷି, କୃଷକ ଶଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଊଦଘାଟକ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଊଦବୋଧନ ଦେଇ ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା […]

Pin It on Pinterest