ଅଭିନେତା ଅରମାନ କୋହଲିଙ୍କୁ ଗତ ବର୍ଷ ଅଗଷ୍ଟ ୨୮ ରେ ୧ .୨ ଗ୍ରାମ କୋକେନ ସହିତ ଗିରଫ କରାଯାଇଥିଲା। ଏହି ମାମଲାର ଶୁଣାଣି କରି ନାର୍କୋଟିକ୍ସ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ କୋର୍ଟ (NDPS) ଦ୍ୱିତୀୟ ଥର ପାଇଁ ଅଭିନେତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୨୫ ରେ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଥିଲେ। ତେଣୁ ଏକ ସମୟରେ ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟ […]

.ପ୍ରମୋଦ ନାୟକ(ଭୁବନେଶ୍ୱର): କ୍ୟାପିଟାଲ୍ ଥାନା ୟୁନିଟ-୬ ପିଚୁକୋଳି ବସ୍ତିରେ ରହୁଥିବା କୁଖ୍ୟାତଅପରାଧୀ ନୟାଗଡ଼ର ରାଜେଶ ମହାପାତ୍ର ଘରଉପରେ ଚଢ଼ିଛି ବୁଲଡୋଜର।ଉତ୍ତରପ୍ରଦେଶ ଢାଂଚାରେ ଏବେ ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଘରଉପରେ ଚାଲିବ ବୁଲଡୋଜର । ସରକାରୀ ଜମିଜବରଦଖଲ କରି ସେ କରିଥିବା ବେଆଇନ ଘରମାଟିରେ ମିଶିଛି । ସେହି ଘରୁ ମିଳିଛି ବନ୍ଧୁକ,ଖଣ୍ଡା, କାତି ଓ କତା ଭଳି ଅନେକ ମାରଣାସ୍ତ୍ର । କେବଳ ରାଜା ନୁହେଁ ସହରର ଅନ୍ୟ ଅଞ୍ଚଳରେରହୁଥିବା […]

କଣ୍ଟାବାଞ୍ଜି, ୧୫/୦୪: ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଶିକ୍ଷା ଅଭିଯାନ ସଚେତନ ରଥ’ଆସ ଆମେ ସ୍କୁଲ ଯିବା କଣ୍ଟାବାଞ୍ଜିରେ ପହଁଚିଛି । “ଆସ ଆମେ ସ୍କୁଲ ଯିବା” ର ଏହି କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ଶୁଭାରମ୍ଭ କରିଛନ୍ତି । ଏହି ରଥ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡ ପରିକ୍ରମା କରି ଏହି ରଥ ମାଧ୍ୟମରେ, ଲୋକଙ୍କ ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିବାର […]

ପ୍ରମୋଦ ନାୟକ:୧୬ନମ୍ବର ଜାତୀୟ ରାଜପଥରେ ମର୍ମତୁଦ ସଡକ ଦୁର୍ଘଟଣା | ଜାତୀୟ ରାଜପଥ ର ଜଟଣୀ ଗେଟ ନିକଟରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆଡକୁ ଏକ ମୋଟର ସାଇକେଲ ରେ ଆସୁଥିବା ଖୋର୍ଦ୍ଧା ଟାଙ୍ଗିଆ ପଡା ର ପ୍ରମୋଦ ଭୋଇ ନାମକ ଯୁବକ ଆସୁଥିଲେ ||ଠିକ ଏହି ସମୟରେ ପଛରୁ ଆସୁଥିବା ଏକ କାର ଡୋର ଖୋଲିଦେବାରୁ ମୋଟର ସାଇକଲ ରେ ମାଡ ହେବା ଫଳରେ ସେ ତଳେ ପଡି ଯାଇଥିଲେ […]

ନୂଆଦିଲ୍ଲୀ:ମାହାଙ୍ଗା ତିନି ପ୍ରତିଶତ ବୃଦ୍ଧି କରି କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇସାରିଛନ୍ତି। ବର୍ତ୍ତମାନ ଡିଏ ସମ୍ବନ୍ଧରେ ଆଉ ଏକ ବଡ ଅପଡେଟ୍ ଆସିଛି, ଯେଉଁ କାରଣରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମୁହଁରେ ହସ ଦ୍ୱିଗୁଣିତ ହୋଇଛି | ବାସ୍ତବରେ, ଅର୍ଥ ମନ୍ତ୍ରଣାଳୟ ଗୁରୁବାର ଅନୁମୋଦନ କରିଛି ଯେ ଜାନୁଆରୀ ୨୦୨୨ ରୁ ବର୍ଦ୍ଧିତ ମାହାଙ୍ଗା ଭତ୍ତା କାର୍ଯ୍ୟକାରୀ ହେବ | ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୪।୦୪ :ମୁଁ ବହୁତ ଆଗରୁ ଇସ୍ତଫା ଦେଇସାରିଛି । ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ।ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଏପରି କିଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇଛି ।ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ […]

ଫୁଲବାଣୀ ୧୪/୦୪: ପଣା ସଂକ୍ରାନ୍ତି ଅବସରରେ, ଫୁଲବାଣୀର ପ୍ରସିଦ୍ଧ ମା’ ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଗଲା ।ଆଜି ସକାଳ ୭ଟାରେ କମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡି ରଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ଅଣା ଯାଇ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଛି । […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧୪-୪-୨୦୨୨)ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ନଦୀ ର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ୭୫ ବୟସ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ବୋହୁ । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି। ବୃଦ୍ଧଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛି। ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ହୋଇଛି। ମୃତଦେହକୁ ଦେଖିଲା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ […]

ସୁବର୍ଣ୍ଣପୁର(ନମୋ ଗୁରୁ) : ୧୩ /0୪/୨୨-ସୁବର୍ଣ୍ଣ ସହର ସୋନପୁର ଭାରତର ଦ୍ଵିତୀୟ ବାରଣାସୀ ନାମରେ ବିଖ୍ୟାତ l ବର୍ତ୍ତମାନ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି l ଦେବୀ ମାଁ ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁ ଙ୍କ ଆଶୀର୍ବାଦ ପ୍ରାପ୍ତ ସୁବର୍ଣ୍ଣପୁର ଭୂଖଣ୍ଡ ଏହାର ହସ୍ତତନ୍ତ ବସ୍ତ୍ର, ଟେରାକୋଟା, କଂସା ପିତଳ କଳାକୃତି, ବାଉଁଶ, ଧାନ ହସ୍ତଶୀଳ୍ପ ଏବଂ […]

Pin It on Pinterest