ଡ଼.ନବକିଶୋର ମିଶ୍ର ବୁଧ ୨୬ ଏପ୍ରିଲରେ ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛି | ଏହାପୂର୍ବରୁ, ଏପ୍ରିଲ୍ ୮ ରେ ବୁଧ ଗ୍ରହର ରାଶିରେ ପରିବର୍ତ୍ତନ ଆସିଥିଲା ​​| ବୁଧ ଗ୍ରହର ରାଶି ପରିବର୍ତ୍ତନ କରି କିଛି ଲୋକ ଶୁଭଫଳ ପାଇବେ ଏବଂ କିଛି ରାଶିର ଫଳାଫଳ ପାଇବ | ମେଷ ଠାରୁ ମୀନ ପର୍ଯ୍ୟନ୍ତ କିପରି ରହିବ ଜାଣନ୍ତୁ | ମେଷ ରାଶି – ବ୍ୟବସାୟରେ ଉନ୍ନତି ହେବ, […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୧।୦୪: ରାଜ୍ୟ ସରକାର ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଗରଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତିି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସେହିପରି ଇଡ୍‌କୋ ଜେନେରାଲ ମ୍ୟାନେଜର ଥିବା ଡ. ଗଣେଶ୍ୱର ଜେନାଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଜଗତସିଂହପୁର ଡିଆରଡିଏ ପ୍ରକଳ୍ପ […]

ନୂଆଦିଲ୍ଲୀ:ଦେଶରେ ବଢୁଥିବା କରୋନା ମାମଲା ଚତୁର୍ଥ ତରଙ୍ଗର ସଙ୍କେତ କି? ଦେଶରେ ପୁଣି ଥରେ ଲକ ଡାଉନ ଫେରିବ କି? ଦେଶରେ ପରିସ୍ଥିତି ପୁଣି ଥରେ ଅନିୟନ୍ତ୍ରିତ ହୋଇଯିବ କି? ଏହି ପ୍ରଶ୍ନଗୁଡ଼ିକ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି | ଦୁଇ ବର୍ଷ ଧରି କରୋନାରେ ପୀଡ଼ିତ ହେବା ପରେ, ଗତ କିଛି ମାସ ଧରି ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲା, ସ୍କୁଲ-କଲେଜ, ଅଫିସ୍ ଏବଂ ଦୈ ନନ୍ଦିନ […]

ଭୁବନେଶ୍ଵର ୨୦।୦୪: ସାରା ରାଜ୍ୟରେ ବଢୁଛି ଗ୍ରୀଷ୍ମ ପ୍ରକୋପ । ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ବିଶେଷ କରି ପଶ୍ଚିମ ଓଡିଶାର ହାଲ ବେହାଲ । ସୋନପୁରରେ ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା। ତାତିରେ ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦ୍ଵିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୨୦।୦୪ : ଆରମ୍ଭ ହେଲା ସ୍କୁଲ ଗାଡିର ଫିଟ୍ ନେସ୍ ଚେକିଂ। ଆଜିଠୁ ରାଜ୍ୟର ସବୁ RTO ପକ୍ଷରୁ ସ୍କୁଲ ଯାନବାହନର କଡାକଡି ଫିଟ୍ ନେସ୍ ଚେକିଂ କରାଯାଉଛି । ସୂଚନା ଅନୁଯାୟୀ, ରାଜ୍ୟର କେତେକ ସ୍କୁଲରେ କାଗଜପତ୍ର ଠିକ୍ ନ ଥିବା ଗାଡ଼ି ଛୋଟ ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ପରିବହନ କରୁଥିବା ଅଭିଯୋଗ ହେଉଛି।ସେଥିପାଇଁ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର […]

ଦୁଃଶାସନ ପୃଷ୍ଟି(ଢେଙ୍କାନାଳ): କନେଷ୍ଟବଳଙ୍କ ପତ୍ନୀ,ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଲେ ଆତ୍ମହତ୍ୟା ଉଦ୍ୟମ । ଏପରି ଅଭାବନୀୟ ଘଟଣା ଆଜି ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ।ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମହିଳାଙ୍କ ସ୍ବାମୀ ଢେଙ୍କାନାଳ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଳ ଭାବରେ କାର୍ଯ୍ୟରତ। କିନ୍ତୁ‌ ସେ ଦ୍ବିତୀୟ ବିବାହ କରିଥିବା ସହ,ବିଭିନ୍ନ ସମୟରେ ନିଜ ପତ୍ନୀଙ୍କୁ […]

ନବୀନ ଦାଶ( ଅତାବିରା):୧୯/୦୪//୨୨ – କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତି ବ୍ଲକ କୁ ୨ଲକ୍ଷ ଅନୁଦାନ ରେ ବ୍ଲକ ର ଅପହଞ୍ଚ ଇଲାକାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ପୁରାତନ ବିଜ୍ଞାନ ଭବନ ଠାରେ ବ୍ଲକ ସ୍ତରୀୟ ବିଶାଳ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।ମେଳାର ଉଦଘାଟନୀ […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅଗ୍ରଣୀ ଶିକ୍ଷାକ୍ଷେତ୍ର ଲରମ୍ଭା ମହା ବିଦ୍ୟାଳୟ ଲରମ୍ଭା ଠାରେ ମହା ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଅଛି।ଏହି ଶିବିର ଆଠ ଦିନ ଧରି ଚାଲୁରହିବ। ପ୍ରଥମ ଦିବସରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ଶିବିରର ପରିଚାଳକ ଶ୍ରୀ ହରିଶ […]

ନବୀନ ଦାଶ (ଅତାବିରା): ୧୯/୦୪ /୨୨-ସମ୍ବଲପୁର-ଲୁହୂରାଚଟି ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ଅତାବିରା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ସମ୍ଭୁଖରେ ରାଜରାସ୍ତା ଉପରେ ଆଜି ସକାଳ ପାଖାପାଖି ୭ଟା ୩୦ମିନିଟ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟି ଯାଇଛି। ସୂଚନା ଯୋଗ୍ୟ ଯେ ବରଗଡ଼ ରୁ ସମ୍ବଲପୁର ଅଭିମୁଖେ ଓଡି ୧୭କ୍ୟୁ ୬୭୭୭ ଏକ ଘରୋଇ ବସ୍ ଯାତ୍ରୀ ଓଲ୍ହାଉଥିବା ସମୟରେ ପଛ ପଟରୁ ଏକ ୩ଚକିଆ ପରିବା […]

ପ୍ରମୋଦ ନାଏକ(ଭୁନନେଶ୍ୱର): ବିଗତ ବଷର୍ମାନଙ୍କ ଭଳି ଏ ବର୍ଷ ଆୟୋଜିତ ହେଉଛି ‘ଶରତ ସଂଧ୍ୟା’ । ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଜନ ସମ୍ଭାରକୁ ନେଇ ପ୍ରସ୍ତୁତ ଏ ଅଭିନବ ଉତ୍ସବ ଆସନ୍ତା ୨୩ ତାରିଖ ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନ ଓଡ଼ିଆ ମିଡିଆର ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]

Pin It on Pinterest