ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ  ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୮୯ ଜଣକୁ ବୃଦ୍ଧି ପାଇଛି ।ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୨୯ ଜଣ ସୁସ୍ଥ ହୋଇଛନ୍ତି । ମନମୁଖୀ ଅଧିକ ବିଦ୍ୟୁତ୍ ବିଲ ଦେବା […]

ବବିତା ସାମଲ(ଭଦ୍ରକ): ଭଦ୍ରକ ପୋଲିସ କୁ ବଡ ସଫଳତା |ଗ୍ରାମାଞ୍ଚଳ ପୋଲିସ ଲୁଟେରା ଗ୍ୟାଙ୍ଗ କୁ ଠାବ କରିଛି , ସୂଚନା ମୁତାବକ ଗତ ୧୯ ତାରିଖ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଧରିତ୍ରୀ ନଗର ଅଞ୍ଚଳରେ ସୁନା ଚେନ ଛିନତାଇ ହୋଇଥିଲା | ଜଣେ ମହିଳା ତାଙ୍କ ପିଲା କୁ ସ୍କୁଲ ନେଇ ଯାଉଥିବା ବେଳେ ସ୍କୁଟିରେ ଡକାୟତ ଛିନତାଇ କରିଥିଲେ l ଯାହାକୁ ନେଇ ଗ୍ରାମାଞ୍ଚଳ ଥାନାରେ […]

ବିମଲ ଯୋଶୀ(ବଲାଙ୍ଗୀର) :ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ,ଆତ୍ମହତ୍ୟା ନା ହତ୍ୟା ? ୧୦ ଦିନର କଲେଜ ଜୀବନ କଣ ଏମିତି ଘଟିଲା କାହିଁକି ଆତ୍ମହତ୍ୟା କଲେ ନିଶିକାନ୍ତ ? ବାପା ମାଙ୍କର ଏକମାତ୍ର ପୁଅ। ବାପା ପ୍ରଫେସର, ମା ଶିକ୍ଷୟିତ୍ରୀ। ଡାକ୍ତର ହେବାକୁ ଆଖିରେ ଆଖିରେ ସ୍ୱପ୍ନ ନେଇ ଦୀର୍ଘ୍ୟ ୧୫୦୦ କିଲୋମିଟର ଦୂରରୁ ଓଡିଶା ଛୁଟି ଆସିଥିଲେ ନିଶାନ୍ତ। ବିନା କୋଚିଂରେ […]

ଶାନ୍ତନୁ ପଣ୍ଡା(ବିନିକା):ପ୍ରଥମେ ଖାଲି ଆଖିର ଦେଖା ପଛକୁ ପରିଚୟ ସେପରିଛେ ହେଲେ ନିବିଡ଼ ମନ୍ତ୍ର ବିନିମୟ ।ହୁଏତ ଆମିଟିକିଛି ଆପଣଙ୍କ ଜୀବନରେ ନିଶ୍ଚୟ ଘଟିଥିବ । ରୂପକ କୁଜୁରଙ୍କ ମଧ୍ୟ ଏମିତି ହୋଇଥିଲା ହେଲେ ସେ କଣ ଜାଣିଥିଲେ ପରେ ଏମିତି ହେବବୋଲି । ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋର ହୋଇଛନ୍ତି ବିନିକା ଅତିରିକ୍ତ ତହସିଲଦାର ବାବୁ । ଖବର ଅନୁଯାଇ, ଅତିରିକ୍ତ ତହସିଲଦାର ରୂପକ କୁଜୁରଙ୍କ ନାମରେ […]

ଭୁବନେଶ୍ୱର, ୨୨/୦୪:ମୁଖ୍ୟ ଶାସନ ସଚିବ ମାଟ୍ରକ ଓ ଯୁକ୍ତ ଦୁଇ ପରୀକ୍ଷା କୁ ନେଇ ସମୀକ୍ଷା କରିଛନ୍ତି । ସୁ ଵେବସ୍ଥା ମଧ୍ୟରେ ସୁଚାରୁରୂପେ ପରୀକ୍ଷା ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ସୁରକ୍ଷା ଏବଂ ସୁପରିଚାଳନା ପାଇଁ ପରାମର୍ଶ ଦେଇଛନ୍ତି ସିଏସ୍‌ । ସମୀକ୍ଷା ବୈଠକରେ […]

ସନ୍ତୋଷ କୁମାର ପାତ୍ର (ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବେହେରାପାଟି ସରକାରୀ ଉ.ପ୍ରା ବିଦ୍ୟାଳୟ ରେ ବିଗତ ଦୁଇ ମାସ ଧରି ଜଣେ ଶିକ୍ଷୟତ୍ରୀ ପାଠ ନ ପଢାଇ ଲଗାତାର ଛୁଟି ରେ ରହିବା ଘଟଣାକୁ ଗ୍ରାମ୍ୟ ଶିକ୍ଷା କମିଟି ସହଜରେ ଗ୍ରହଣ କରି ପାରୁ ନାହାନ୍ତି | ପ୍ରଧାନ ଶିଷୟିତ୍ରୀ ଓ ଶିକ୍ଷା ପରିଚାଳନା କମିଟି କୁ ଉକ୍ତ ଶିକ୍ଷୟିତ୍ରୀ ଅସମ୍ମାନ ପ୍ରଦର୍ଶନ କରୁଥିବାରୁ ଅଭିଭାବକ ମହଲରେ […]

ତ୍ରିନାଥ ବାରିକ(ସାକ୍ଷୀଗୋପାଳ): ସାକ୍ଷୀଗୋପାଳ ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ରେ ପଇଁଚାଳିଶ ତମ ବାର୍ଷିକ ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀରୀ ରଞ୍ଜନ ଦାସ, ମୁଖ୍ୟ ବକ୍ତା ଭାବେ ମୋ କଲେଜେ ଅଭିଯାନର ଆକାଶ ଦାସ ନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧକ୍ଷ ସୁନୀଲ […]

ନମୋଗୁରୁ ହୋତା(ସୋନପୁର): ସୁବର୍ଣ୍ଣପୁର ଜନସାଧାରଣଙ୍କୁ ଜିଲ୍ଲା ପରିବହନ କାର୍ଯ୍ଯାଳୟରେ ସମୟୋଚିତ ଏବଂ ତ୍ଵରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କ ଦ୍ୱାରା କମ୍ପୁଟର୍ ପରିଚାଳିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭ ଉଦ୍ଘାଟନ ହୋଇଯାଇଛି I ଓଡ଼ିଆ ସରକାରଙ୍କ 5 ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସ୍କିମ ଦ୍ଵାରା ଜିଲ୍ଲା ପରିବହନ କାର୍ଯ୍ଯାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ଜନସାଧାରଣଙ୍କ ଭିଡ ହେବନାହିଁ ଏବଂ ସେମାନେ କୌଣସି […]

୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ । ସକାଳେ ୫ଟି ସଚିବଙ୍କ ପରେ ସନ୍ଧ୍ୟାରେ ପ୍ରଶାସନିକ ଓ ବୈଷୟିକ ଟିମ ମା’ କଟକ ଚଣ୍ଡୀଙ୍କ ମନ୍ଦିରର ହେବ ନବକଳେବର । ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ5T ଶ୍ରୀ ଭି.କେ. ପାଣ୍ଡିଆନ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମାଆଙ୍କ ଦର୍ଶନ […]

ନୂଆଦିଲ୍ଲୀ: ଗୁରୁ ତେଗ ବାହାଦୂରର ୪୦୦ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ରାତିରେ ଏକ ନୂତନ ଇତିହାସ ଲେଖିବାକୁ ଯାଉଛନ୍ତି। ମୋଗଲ ଯୁଗର ସ୍ମାରକୀ ଲାଲକିଲ୍ଲାରେ ସୂର୍ଯାସ୍ତ ପରେ ଭାଷଣ ଦେବା ପାଇଁ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।ଲାଲକିଲ୍ଲାରୁ ପିଏମ ମୋଦୀ ଦେଶକୁ ସମ୍ବୋଧିତ କରିବେ। ତେବେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ରାମ୍ପର୍ଟରୁ ନୁହେଁ ବରଂ ଲନରୁ ଦେଶକୁ ସମ୍ବୋଧିତ କରିବେ । […]

Pin It on Pinterest