ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ହେଲେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ […]

ଭୁବନେଶ୍ବର:ଆଜିବି ଜଳୁଛି ସାରା ଓଡିଶା,ଅପରାହ୍ନ ସାଢ଼େ ୨ଟାରେ ରାଜଧାନୀ ଭୁବନେଶ୍ବରରେ ୩୮ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ, ଆଜି ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ରାଜ୍ୟ ସରକାର,ସ୍କୁଲ ଓ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୦୭ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୫୦ ଜଣ ସୁସ୍ଥ ହୋଇଛନ୍ତି ।  ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ […]

ନବୀନ ଦାଶ(ତାବିରା) :-ବରଗଡ଼ଜିଲ୍ଳା ଅତାବିରା ଏନଏସି ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହେଇଛି ସତ।ହେଲେ ଏବେବି ଲୋକେ ପାନୀୟ ଜଳ,ଶୌଚାଳୟ ସହ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଲୋକେ।ରାଜରାସ୍ତାରୁ କିଛି ଦୂରରେ ରହିଥିବା ୱାର୍ଡ ମାନଙ୍କ କଥା ତ ତେଣିକି ଥାଉ ଏନଏସି ମଧ୍ୟ ଦେଇ ଯାଇଥିବା ରାଜରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ଛକ ମାନଙ୍କରେ […]

ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ): ବକେୟା ଦରମା ପ୍ରଦାନ ଦାବିରେ ଭଦ୍ରକ ବରପଦା ବୈଷୟିକ ଯାନ୍ତ୍ରିକ ଅନୁଷ୍ଠାନର କର୍ମଚାରୀ ମାନେ ଆନ୍ଦୋଳନ ର ପନ୍ଥା ଆପଣେଇଛନ୍ତି |୧୭ ମାସର ବକେୟା ଦରମା ଦିଅ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ବକେୟା ପାରିଶ୍ରମିକ ଦିଅ , ନହେଲେ କଲେଜ ସମ୍ମୁଖ ରାସ୍ତାରେ ଲୋକଙ୍କୁ ହାତ ପତାଇ ଭିକ ମାଗିବୁ । ଏମିତି କିଛି କହିଛନ୍ତି ଧାରଣାରେ ବସିଥିବା କଲେଜର କର୍ମଚାରୀ । ସୂଚନାଯୋଗ୍ୟଯେ ଭଦ୍ରକ […]

ସନ୍ତୋଷ ପାତ୍ର(ନର୍ଲା): ନର୍ଲା ବ୍ଲକ୍ ସଦରମହକୁମା ନର୍ଲା ଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ଏଠାକାର ହାଇସ୍କୁଲ୍ ଖେ ଳ ପଡିଆ କୁ ଏକ ମିନିଷ୍ଟଡିୟମ୍ ର ରୂପ ଦେବା ପାଇଁ ସମସ୍ତ ପ୍ରକାର ଆନୁଶାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ପାରିବା ବ୍ଲକ ପ୍ରଶାସନ ର ଆନ୍ତରିକତା କୁ ପଦାରେ ପକାଇ ଦେଇଛି । ଷ୍ଟାଡିୟମ୍ କାର୍ଯ୍ୟ ପାଇଁ ଭୂମିପୂଜା […]

ଭୁବନେଶ୍ୱର: ଭୁବନେଶ୍ୱର- କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍‌ ବାବୁଲି ଚରଣ ପଢ଼ିଆରୀଙ୍କ ଆୟ ବହିର୍ଭୁତ ସଂପତ୍ତି ଭିଜିଲାନ୍ସ ବିଭାଗ କୁ ଚକିତ କରିଛି । ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ଜିଆରଏସ୍‌ ଶ୍ରୀ ପଢ଼ିହାରୀଙ୍କ ୫୯ଟି ପ୍ଲଟ ଠାବ ହୋଇଛି। ଏଥିରୁ ଭୁବନେଶ୍ୱରରେ ୫୮ଟି ପ୍ଲଟ ଥିବା ବେଳେ କଟକରେ ଗୋଟିଏ ପ୍ଲଟ ଠାବ ହୋଇଛି। ଶ୍ରୀ ପଢ଼ିଆରୀଙ୍କ ନନ୍ଦନକାନନ ନିକଟ ରଘୁନାଥପୁରରେ ଏକ ତିନି ମହଲା […]

ଭୁବନେଶ୍ୱର- ତାତିରୁ ମିଳିବନି ନିସ୍ତାର, ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ବୃଦ୍ଧ […]

କଙ୍ଗନା ରାଣାୱତ୍ ଙ୍କ ରିଆଲିଟି ସୋ ଲକ୍ ଅପ୍ ଆରମ୍ଭରେ, ଅନେକ ଲୋକ ଏହା ଏକ ଶସ୍ତା ବିଗ୍ ବସ୍ ବୋଲି ପରିହାସ କରିଥିଲେ | ଏହା ପରେ ଶୋ ’ଟି କ୍ରମେ ଲୋକପ୍ରିୟତା ହାସଲ କରିବାରେ ଲାଗିଲା ଆଉ ଆଜି ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ ମାନଙ୍କର ଜବରଦସ୍ତ ପ୍ରଶଂସକ ହୋଇଗଲେ | କଙ୍ଗନା ରାଣାୱତଙ୍କ ଏହି ଶୋ’ଲକ୍ ଅପ୍ ରେ ବନ୍ଦୀମାନେ ନିଜ ଜୀବନର ଆଶ୍ଚର୍ଯ୍ୟଜନକ […]

ଶୁଭ୍ରକାନ୍ତ ରାଉତରାୟ:ଭଦ୍ରକ (କଲେଇ )ରାଜ୍ୟରେ ପ୍ରତିବର୍ଷ ମାର୍ଚ୍ଚ 5 ତାରିଖରେ ପଞ୍ଚାୟତରାଜ ଦିବସ ପାଳନ କରାଯାଉଥିବାବେଳେ ଜାତୀୟ ପଞ୍ଚାୟତରାଜ ଦିବସ ଏପ୍ରିଲ 24 ରେ ପାଳନ କରାଯାଉଛି | ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ଭଦ୍ରକ ବ୍ଲକ କଲେଇ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ କଲେଇ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମଳିକ, ସମିତି ସଭ୍ୟା ଅହଲ୍ୟା ମଳିକ, ଶିକ୍ଷକ ନେତା ବାବୁଲା […]

Pin It on Pinterest