ଡ଼.ନବକିଶୋର ମିଶ୍ର ଶୁକ୍ର,ଗୌରବ ଓ ବିଳାସର ଗ୍ରହ, ୨୯ ଜାନୁଆରୀ ଅର୍ଥାତ୍ ଆଜି ଧନୁ ରାଶିରେ ଚଳନ କରିବେ | ଏହା ସହିତ ଜାନୁୟାରୀ ୨୯ ରେ ସନ୍ଧ୍ୟା ୬ :୨୦ ରେ ବୁଧ ପୂର୍ବ ଦିଗରେ ଉଦୟ ହେବେ | ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହର ପଥ ହେଉଛି ଏକ ସିଧା ଗତି | ଶୁକ୍ରଙ୍କର ଗତି ରାଶି ଉପରେ ମଧ୍ୟ ପ୍ରଭାବ ପକାଇବ | ଶୁକ୍ର ବର୍ତ୍ତମାନ ଧନୁ […]
ରାଜ୍ୟ
ପୁରୀ(ତ୍ରିନାଥ ବାରିକ):ଫେବ୍ରୁଆରୀ ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ କାଳିଆ ଦୁଆର । ଅର୍ଥାତ କୋଭିଡ୍ ଗାଇଡ୍ଲାଇନ୍ରେ ଖୋଲିବ ଶ୍ରୀମନ୍ଦିର। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ଶ୍ରୀବିଗ୍ରହଙ୍କ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକରେ ଆଜି ଏନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରର ସବୁ ସେବାୟତ […]
ଭୁବନେଶ୍ଵର: ୨୮।୦୧-କିଛିଦିନ ଯାଇନି ସୈନିକ ସ୍କୁଲ ସାମ୍ନାରେ ଘଟିଥିବା ଛୁରାମାଡ ହତ୍ୟା ଘଟଣା ।ଲୋକଙ୍କ ମନରୁ ଏପରି ଏକ ମର୍ମନ୍ତୁତ ଘଟଣା ନ ଲିଭୁଣୁ ପୁଣି ରାଜଧାନୀରେ ଛୁରା ମାଡ଼ ଦିନକୁ ଦିନ ଅଶାନ୍ତ ହେଉଛି ରାଜଧାନୀ। ଜଣେ ଯୁବକ ଗୁରୁତର ହୋଇଥିବା ବେଳେ, ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ହୋଇଛି ଏପରି ଘଟଣା ।ଘଟଣାଟି ଶୈଳଶ୍ରୀବିହାର ଅଞ୍ଚଳରେ ଘଟିଛି। ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ […]
ବାସ୍ତବବ୍ୟୁରୋ:ଟେଲିକମ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ଅଛି | ଶୀଘ୍ର ଉପଭୋକ୍ତାମାନେ ୩୦ ଦିନର ବୈଧତା ସହିତ ଏକ ପ୍ରିପେଡ୍ ଯୋଜନା ସହିତ ରିଚାର୍ଜ କରିବାକୁ ସମର୍ଥ ହେବେ | ଟ୍ରାଇ ଟେଲିକମ୍ କମ୍ପାନୀଗୁଡିକୁ ଅତି କମରେ ଗୋଟିଏ ଶୁଳ୍କ ଯୋଜନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି, ଯାହା ୩୦ ଦିନର ବୈଧତା ପ୍ରଦାନ କରେ | ଗୁରୁବାର ଦିନ ଟ୍ରାଇ କହିଛି ଯେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ପଦୋନ୍ନତିରେ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ବଲ୍ ରାଜ୍ୟ ସରକାରଙ୍କ କୋର୍ଟକୁ ଯାଇଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏସସି / ଏସଟିର କର୍ମଚାରୀଙ୍କୁ ପଦୋନ୍ନତି ଦେବା ପୂର୍ବରୁ ରାଜ୍ୟ ସରକାର ଏହା ସହ ଜଡିତ ତଥ୍ୟ ସଂଗ୍ରହ କରିବା ଉଚିତ। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତି ପରେ ଏକ ନୂତନ ସ୍କେଲ […]
ମନୋଜ ମହାନ୍ତି(ଭୁବନେଶ୍ୱର): ମୋତେ ଆକ୍ଷେପ କରି ଯେଉଁମାନେ କହିଛନ୍ତି ଯେ ମୁଁ କ୍ଷମତା ପାଇଁ ବିଜେଡିକୁ ଯିବି।ସେଇ ମାନଙ୍କୁ କହୁଛି ‘ମୁଁ ବେପାରୀ ନୁହେଁ ଯେ ଡିଲ୍ କରିବି। ମୁଁ ଦଳରେ ରହିବି। ଦଳ ପାଇଁ କାମ କରିବି ଓ ପ୍ରଚାର କରିବି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ମୁଁ ଲଢ଼ିବି ନାହିଁ। ଏହା ହିଁ ମୋ ଜବାବ ସେମାନଙ୍କୁ। ପୂର୍ବତନ ପିସିସି ସଭାପତି ତଥା ତିନି ଥର ବିଧାୟକ […]
ଭୁବନେଶ୍ୱର: ୨୭।୦୧-ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରାଗଲା, ବିଜେପି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଇସ୍ତାହାର ଓ ଅଭିଯୋଗ ପତ୍ର । ରାଜ୍ୟ ବିଜେପିର ଘୋଷଣା ଅନୁଯାୟୀ, ପଞ୍ଚାୟତରେ ଗ୍ରାମସଭା, ପଲ୍ଲୀସଭା କରାଯିବ । ମୋଦି ସରକାର ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି । ପଞ୍ଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି । ବିଜେଡି ନେତା ଲୁଟ […]
ଭୁବନେଶ୍ୱର: ୨୬।୦୧- ରାଜ୍ୟରେ କମୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା ।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ଗତ ୨୪ ଘଣ୍ଟା ମଧ୍ୟରେ ୫୯୦୧ କରୋନା ସଂକ୍ରାମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧୧୬୯ ଜଣକୁ ବୃଦ୍ଧି ପାଇଛି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୪୧୯ ଜଣ କ୍ୱାରେଣ୍ଟାଇନ୍ ରେ ରହିଥିବା ବେଳେ ୨୪୮୨ ଜଣ ସ୍ଥାନୀୟ […]
ଭୁବନେଶ୍ୱର, ୨୬/୦୧: ପ୍ରକାଶ ପାଇଲା ଚଳିତ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏହି ପଂଚାୟତ ନିର୍ବାଚନ ରଣାଙ୍ଗନରେ ଭାଗ ନେଇଥିବା ତାଲିକାରେ ୧୨୬ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜଣେ ଜିଲ୍ଲା ପରିଷଦ, ଅର୍ଥାତ ଜଣେ ବିଜେପି ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ବିନା କୌଣସି ଭୋଟରେ ୩୨୬ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ […]
ବବିତା ସାମଲ(ଭଦ୍ରକ): ୨୬/୦୧-ନିରାଡ଼ମ୍ବର ଭାବେ ଭଦ୍ରକ ସହରରେ ଏଥର ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ନେହେରୁ ଷ୍ଟାଡିୟମ ପରିସରରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସରକାରଙ୍କ କରୋନା କଟକଣାକୁ ମାନି ଷ୍ଟାଡିୟମ୍ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ […]