ଭଞ୍ଜନଗର: ୧୪/୦୩- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା,କରଡlବାଡି ଟୋଲ ଗେଟ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ସହ ୧୦୮ ଆମ୍ବୁଲାନ୍ସ ର ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା lକରଡlବାଡି ଟୋଲଗେଟ ନିକଟରେ ବସ୍ଟି ସାମ୍ନା ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ […]
ରାଜ୍ୟ
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୧ଟି ଆକ୍ଟିଭ୍ କେସ୍ ରହିଥିବା […]
ରାଜ୍ୟରେ ଆଜି ଶେଷ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ପ୍ରାୟ ସବୁ ଜିଲ୍ଲାରେ ଶାସକ ବିଜେଡି ଅଧ୍ୟକ୍ଷ ପଦ ପୋଛି ନେଇଛି । ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡିର କୁନ୍ତୀ ପ୍ରଧାନ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରେ ଭାରତୀ ହାଂସଦା (ବିଜେଡି) ନୟାଗଡ଼ରେ ଦେବାଶିଷ ପଟ୍ଟନାୟକ (ବିଜେଡି) ନବରଙ୍ଗପୁରରେ ମୋତିରାମ ନାୟକ (ନିଜେଡି) ମାଲକାନଗିରିରେ ସମାରି ତାଙ୍ଗୁଲୁ (ବିଜେଡି)ରୁ ନିର୍ବାଚିତ ହୋଇଛନ୍ତି । ଆସନ୍ତା ୧୭ […]
ମନୋଜ ମହାନ୍ତି(ଖୋର୍ଦ୍ଧା):୧୨।୦୩- ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ । ବ୍ଲକ ଚେୟାରମ୍ୟାନ୍ ନିର୍ବାଚନ ବେଳେ ବ୍ଲକ ଅଫିସ ନିକଟରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦେବ ସାମାନ୍ୟ ଆହତ ହୋଇଛନ୍ତି । ବିଧାୟକ ଜଗଦେବଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବ୍ଲକସମୁଖରେ ପ୍ରବଳ ଭିଡ ହୋଇଥିଲା, ବିଧାୟକଙ୍କ […]
ବାସ୍ତବବ୍ୟୁରୋ:ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଏହି ସମୟରେ, ଇଣ୍ଡିଆନ ଅଏଲର ଶ୍ରୀଲଙ୍କା ସ୍ଥିତ ସହାୟକ ଦେଶବାସୀଙ୍କୁ ଏକ ବଡ ଝଟକା ଦେଇଛି। ବାସ୍ତବରେ, ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ହ୍ରାସ ହେତୁ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବୃଦ୍ଧି କରିଛି। ଏହି ମୂଲ୍ୟ ଶୁକ୍ରବାର ଠାରୁ କାର୍ଯ୍ୟକାରୀ ହୋଇଛି। କମ୍ପାନୀ ଏକ ମାସରେ ତୃତୀୟ ଥର ଇନ୍ଧନ ମୂଲ୍ୟ […]
ଡ଼. ନଣକିଵୋର ମିଶ୍ର ୨୦୨୨ ମସିହାରେ, ଦୁଇଟି ସୂର୍ଯ୍ୟ ପରାଗ ଅଛି | ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୩୦ ଏପ୍ରିଲରେ ଘଟିବାକୁ ଯାଉଛି |ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ | ଏଥି ସହିତ, ଅକ୍ଟୋବର ୨୫ ରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ | ଏହି ସୂର୍ଯ୍ୟ ପରାଗ ମଧ୍ୟ ଆଂଶିକ ହେବ | ୩୦ ଏପ୍ରିଲରେ ସୂର୍ଯ୍ୟପରାଗ ୧୨ :୧୫ ମଧ୍ୟରାତ୍ରିରୁ ଆରମ୍ଭ ହୋଇ […]
କେନ୍ଦ୍ରାପଡା(ରାକେଶ ମହାନ୍ତି): କେନ୍ଦ୍ରାପଡ଼ାରେ ଆଜି କେନ୍ଦ୍ରୀୟ କାୟାକଳ୍ପ ତିନି ଜଣିଆ କେନ୍ଦ୍ରୀୟ ଟିମ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ର ୨ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ପରିଦର୍ଶନ କରିଛନ୍ତି । ତିନି ଜଣିଆ କେନ୍ଦ୍ରୀୟ ଟିମ ପାଟକୁରା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପରିସର ର ସ୍ୱଛତା,ପରିଛନ୍ନ, ସ୍ଥିତି କୁ ଅନୁଧ୍ୟାନ କରି ଆଗାମୀ ଦିନରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୪୫୭ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୬୨୮୫ଜଣ ସୁସ୍ଥ ହୋଇଛନ୍ତି । ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ […]
ବବିତା ସାମଲ(ଭଦ୍ରକ): ୧୦/୦୩-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲ ଭଦ୍ରକ ଜିଲ୍ଲା,ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳସାହିରେ ଥିବା ରାମନାରାୟଣ ଉଚ୍ଚ ବିଦ୍ୟାଳୟର ହିରକ ଜୟନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ,ପ୍ରଥମେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ଯାଇ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ସମାଧି ପୀଠରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।ଏହା ପରେ ପ୍ରଫେସର ଡଃ ଗଣେଶୀ ଲାଲ କାନ୍ତକବିଙ୍କ ସ୍ମୃତି ମନ୍ଦିର ପରିଦର୍ଶନ […]
ଦୀପକ ବେଉରା(କଟକ): ଜଳିଗଲା ଅମାଜନ ପର୍ଶଲ୍ ବୋଝେଇ କଣ୍ଟେନର ସହ ଆଉ ଏକ ଗାଡ଼ି। କଟକ ଶିଖରପୁରରେ ଘଟିଛି ଏହି ଦୁର୍ଘଟଣା। ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି,ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଏକ […]


