ପ୍ରଭାତ କୁମାର(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ପୂର୍ବାହ୍ନ ୧୧ଟା ୨୩ ମିନିଟ୍ ୩୪ ସେକେଣ୍ଡ ସମୟରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ଏହି ଅଞ୍ଚଳରେ କେତେକ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ବେଳେ, ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି ଭୁମିକମ୍ପ […]

ଦିନେଶ କୁମାର ଦାସ(ପଟ୍ଟାମୁଣ୍ଡାଇ):ସରିଯାଇଛି ପଂଚାୟତ ନିର୍ବାଚନ,ବାକିରହିଛି ପଂଚାୟତ ସମିତି ଅଧ୍ୟକ୍ଷ ପଦ,ଏବେ ଅଜ୍ଞାତ ବାସରେ ସବୁ ସମିତି ସଭ୍ୟ ।ଏହି ପରିପେକ୍ଷୀରେ ସବୁଠୁ ରୋଚକ ମୋଡରେ ପଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପଦପାଇଁ ବଳ କଷାକଷି ।ପଞ୍ଚାୟତ ନିର୍ବାଚନରେ ପଟ୍ଟାମୁଣ୍ଡାଇରେ ବିଜେଡିର ଦମଦାର ପ୍ରଦର୍ଶନ ଭିତରେ ଏବେ ଚିନ୍ତା ବଢାଇଛି ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ। କାରଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବା ପାଇଁ କେହି ମଧ୍ୟ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୦୨-୩ – ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତ ମତୋ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରାକ୍ଟର ଗାଡ଼ିକୁ ଜଣେ ବାଇକ ଆରୋହୀ ଧକ୍କାଦେଇ ଗରୁତ୍ଵର ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ମତୋ ପୋଲିସ ପହଁଚି ଯୁକକଙ୍କୁ ୧୦୮ ଗାଡ଼ିରେ ଚାନ୍ଦବାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଗରୁତ୍ବର ଅବସ୍ଥାରେ ଯୁବକ ଜଣକଙ୍କ ମେଡ଼ିକାଲରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଡ଼ାକ୍ତର ସୂଚନା […]

ବାସ୍ତବବ୍ୟୁରୋ:ଆଧାର କାର୍ଡ ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇପାରିଛି | ଶିଶୁ ହେଉ କି ବୃଦ୍ଧ ବ୍ୟକ୍ତି, ସମସ୍ତଙ୍କ ପାଇଁ ଆଧାର ଜରୁରୀ ହୋଇପଡ଼ିଛି | ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ବରଂ ଏହା ମାଧ୍ୟମରେ ଆପଣ ଅନେକ ପ୍ରକାରର ସରକାରୀ ଯୋଜନାର ଲାଭ ମଧ୍ୟ ନେଇପାରିବେ | ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତର ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଆଧାର କାର୍ଡ […]

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ଆସିଥିବା ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ସୁନା ,ଭୁବନେଶ୍ୱର ରେଳଷ୍ଟେସନରୁ ଧରାପଡିଲା |ଏହା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ହେବ | ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ୪ଟି ବ୍ୟାଗରେ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଯାହା ଜିଆରପି ଧରିବାରେ ସକ୍ଷମ ହୋଇଛି | ସୂଚନା ଅନୁଯାୟୀ, ଜିଆର୍‌ପିକୁ କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ପୂର୍ବ ସୂଚନା ମିଳିଥିଲା । ଏହି ଆଧାରରେ ଜିଆର୍‌ପି […]

କରଞ୍ଜିଆ ୦୨।୦୩ -ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ପ୍ରଥମ ଥର ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର। ଶିମିଳିପାଳ ପାଦଦେଶରେ ଥିବା ଜଶୀପୁର ବ୍ଲକର ଦୁର୍ଦୁରା ଗ୍ରାମରେ ଏକ ପୋଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୟୁରଭଞ୍ଜର ଏହି ପ୍ରଥମ ପୋଷଣ କେନ୍ଦ୍ର ଓପିଲିପି ମାଧ୍ୟମରେ ମାତୃ ସୁରକ୍ଷା ଏବଂ ପୋଷଣର ବିକାଶ ନିମନ୍ତେ ପରିଚାଳିତ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ପ୍ରଭାବ ଆମ ଦେଶରେ ଦେଖିବାକୁ ଲାଗିଲାଣି | ସାର୍ବଜନୀନ କ୍ଷେତ୍ର ରେ ତୈଳ କମ୍ପାନୀଗୁଡିକ LPG ର ମୂଲ୍ୟ ବୃଦ୍ଧି କରିଛନ୍ତି | ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି। ଏଥିସହିତ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଚୋଟୁର ମୂଲ୍ୟ ମଧ୍ୟ ୨୭ ଟଙ୍କା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଘରୋଇ ଗ୍ୟାସ ସିଲିଣ୍ଡର […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଶାହା ଜାହାନଙ୍କ ଉର୍ସ ଅବସରରେ ତାଜମହଲରେ ପ୍ରବେଶ ମାଗଣା କରାଯାଇଥିଲା। ଏହି କାରଣରୁ ଏକ ବିରାଟ ଜନସମାଗମ ହୋଇଥିଲା ଏବଂ ସେଠାରେ ଆତଙ୍କ ଖେଳିଯାଇଥିଲା | ଏହି ସମୟ ମଧ୍ୟରେ କିଛି ଅରାଜକତାବାଦୀମାନେ ଭାରତ ବିରୋଧରେ ଏବଂ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସ୍ଲୋଗାନ ଦିଆଯିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ସୁରକ୍ଷା କର୍ମୀମାନେ ସଙ୍ଗେ ସଙ୍ଗେ ସ୍ଲୋଗାନ ଦେଉଥିବା ଲୋକଙ୍କୁ ଧରି ସେମାନଙ୍କୁ ଘେରିଯାଇ ଫୋପାଡି ଦେଇଥିଲେ। […]

ବବିତା ସାମଲ(ଭଦ୍ରକ): ୦୧/୦୩- ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ ।ମୋବାଇଲ ଫୋନକୁ ମେସେଜରେ ଟୋକନ ନମ୍ବର । କିନ୍ତୁ ମଣ୍ଡିକୁ ଯିବା ବେଳେ ସମବାୟ ସମିତି କହୁଚି ଟାର୍ଗେଟ ନାହିଁ । ଭଦ୍ରକ ଜିଲ୍ଲା ଶ୍ରୀରାମ ସେବା ସମବାୟ ସମିତି ଅଧିନ ରେ ଥିବା ଚାଷୀ ମାନଙ୍କର ଏପରି ଦୁର୍ଦଶା ।ଟୋକନର ଅବଧି ମଧ୍ୟରେ ଧାନ ବିକ୍ରି ନହେବାରୁ ରାଜପଥରେ ବସିଛନ୍ତି ଚାଷୀ । ୧୬ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୩୭୩୪ଜଣ ସୁସ୍ଥ ହୋଇଛନ୍ତି […]

Pin It on Pinterest