ଦୀପକ ବେଉରା(କଟକ): ୨୮/୦୨ -ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ୍ ପୁଣି ଥରେ ଗାଇଲେ ଓଡ଼ିଆ ଗୀତ ।ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦେଶନାରେ,ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ସଜାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ଏହି ଗୀତର ରେକର୍ଡିଂ କଟକ ମିଲନ ଷ୍ଟୁଡିଓରେ କରାଯାଇଛି । ଆସନ୍ତା ଉତ୍କଳ ଦିବସରେ ଗୀତଟିକୁ ରିଲିଜ କରିବାର ଯୋଜନା ରହିଛି । ବନ୍ଦେ ଉତ୍କଳ ଜନନୀ […]
ରାଜ୍ୟ
ବାସ୍ତବବ୍ୟୁରୋ: ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଚତୁର୍ଥ ଦିନ | ରୁଷର ସେନା ୟୁକ୍ରେନର ଭିତର ଭାଗରେ ପ୍ରବେଶ କରି ବିପର୍ଯ୍ୟୟ ଘଟାଉଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ରୁଷର ସୈନ୍ୟ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ୟୁକ୍ରେନର ସାହାଯ୍ୟକୁ ଜର୍ମାନୀ ଏବଂ ଫ୍ରାନ୍ସ ନିଶ୍ଚିତ କରିଛନ୍ତି। ସୂଚନାନୁସାରେ, ରୁଷର ସେନା କୈଭଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଏକ ନଦୀ କୂଳରେ ଅଟକି […]
ବାସ୍ତବବ୍ୟୁରୋ(କେନ୍ଦ୍ରାପଡା): ପୌରନିର୍ବାଚନର ବିଗୁଲ ବାଜିବା ପରେ,ସବୁ ଛାମୁଆ ଦଳର ଆରମ୍ଭ ହୋଇଛି ସଜବାଜ |ଏହି ପରିପେକ୍ଷୀରେ ପଟାମୁଣ୍ଡାଇ ମୁନିସପାଲଟି ପାଇଁ ବିଜେପିର ନଗର ମଣ୍ଡଳ ସଭାପତି ବିଶ୍ୱରଂଜନ ପାତ୍ରଙ୍କ ସଭାପତିତ୍ୱରେ ଶନିବାର ସନ୍ଧ୍ୟାରେ ପୌରନିର୍ବାଚନ ପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିରେ ହୋଇଥିଲା |ଏହି ବୈଠକରେ ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଡ଼.ଅଲେଖ କୁମାର ଜେନା,ଦଳ ତରଫରୁ କିପରି ସୁଚାରୁରୂପେ ନିର୍ବାଚନକୁ ପରିଚାଳନା କରାଯାଇ ପାରିବ ସେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୬୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୮୨୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୨୯୨୨ଜଣ ସୁସ୍ଥ ହୋଇଛନ୍ତି […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ୧ନମ୍ଵର ଜୋନର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ । ଚାନ୍ଦବାଲି ବ୍ଲକ ୧ନମ୍ଵର ଜୋନର ଜିଲ୍ଲା ପରିଷଦ ବିଜେଡ଼ି ପ୍ରାର୍ଥୀ ୧୫୨୭୦ ଖଣ୍ଡ ଭୋଟ ପାଇଥିବା ବେଳେ , ବିଜେପି ୧୧୭୯୨ ଖଣ୍ଡ, କଂଗ୍ରେସ ୧୫୬୫ ଖଣ୍ଡ, ଓ ସିପିଆଇ ୩୨ଖଣ୍ଡ ଭୋଟ ପାଇଛି । ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ୩୪୭୮ ଖଣ୍ଡ ଭୋଟରରେ ବିଜୟୀ ହୋଇଛନ୍ତି। ଏଥିସହ ବିଜେପି ସମର୍ଥିତ ସମିତି […]
ପ୍ରମୋଦ ନାୟକ(ଭୁବନେଶ୍ୱର):୨୭।୦୨ -ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯନ୍ତ ସମସ୍ତ କ୍ଲାସ ଖୋଲିବ । ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ଷୋମବାର ଠାରୁ ସ୍କୁଲ ଖୋଳିଲେବି,ଏକ ସପ୍ତାହ ପିଲାମାନଙ୍କୁ କେବଳ ଆକ୍ଟିଭ କରାଯିବ, […]
ଭୁବନେଶ୍ୱର ୨୭।୦୨: ପଞ୍ଚାୟତ ନିର୍ବାଚନ ଫଳାଫଳର ଆଜି ଦ୍ୱିତୀୟ ଦିନ। ୩୦୯ଟି ଜିଲ୍ଲା ପରିଷଦ ଜୋନ୍ ର ପ୍ରାଥୀଙ୍କ ବାଲଟ ବାକ୍ସରେ ବନ୍ଧା ପଡିଥିବା ଭାଗ୍ୟ କିଛି ପ୍ରାର୍ଥୀଙ୍କ ପାଇଁ ଖୁସି ଆଣିବାଟା ଆଉ କିଛିଙ୍କୁ ପାଇଁ ଦୁଃଖ । ଶନିବାର ପ୍ରଥମ ଦିନରୁ ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ବିଜେଡିର ଶଙ୍ଖନାଦ । ଏହି ପ୍ରକ୍ରିୟା ଆଜି ଓ କାଲି ଜାରି ରହିଲେ ଚଳିତଥର ବିଜେଡି ପ୍ରାୟ ୭୦୦ରୁ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):୨୬।୦୨- ଆସନ୍ତା ୧ ତାରିଖ ମହାଶିବରାତ୍ରୀ, ଏଥିପାଇଁ ଗାଇଡଲାଇନ ଜାରି କରିଛି ବିଏମସି । ଲିଙ୍ଗରାଜ ମନ୍ଦିରରେ ଜାଗର ଜାଳିବା ପାଇଁ ଶ୍ରାଦ୍ଧଳୁମାନଙ୍କ ନାହିଁ ନଥିବା ଭିଡ଼ ହୁଏ ।ବିଗତ ୨ବର୍ଷ କୋଭିଡ କଟକଣାପାଇଁ, ମହାଦେବଙ୍କ ଭକ୍ତଙ୍କ ସରାଗ କମିଛି ।ଅବର୍ଷ ମଧ୍ୟ କୋଭିଡି କଟକଣା ପାଇଁ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରି ପାରିବେନି ।ଏଥିସହ ସାହାଣମେଲା […]
ପ୍ରମୋଦ ନାଏକ(ଭୁବନେଶ୍ୱର): ୨୫/୦୨- ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଆଉ ନାହାଁନ୍ତି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। କିଛିଦିନ ପୂର୍ବରୁ ହେମାନନ୍ଦ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୩୨୩ ଜଣକୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୧୧ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୪୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୭୫ଟି ଆକ୍ଟିଭ୍ କେସ୍ […]


