ବାସ୍ତବବ୍ୟୁରୋ (ଭୁବନେଶ୍ୱର):୧୩।୧୨-ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।ସେଥିମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୩୭ ଜଣ ସଂକ୍ରମିତ ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୮୫ଜଣ ଥିବାବେଳେ କଟକ ଜିଲ୍ଲାରୁ ୧୩ଜଣ, ଅନୁଗୁଳ ଜିଲ୍ଲାରୁ ୨ଜଣ, ବାଲେଶ୍ୱର […]
ରାଜ୍ୟ
ଦୀପକ ସାହୁ(କଳାହାଣ୍ଡି):ଥିଲେକଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ, ହାରାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋଦେଲବନ୍ଧ ଗ୍ରାମଠାରେ ଟୋକି ପର୍ବର ଆଦ୍ୟପର୍ବ ଗୁଡ଼ିଚଘା ପର୍ବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ସୁଶିଳ କୁମାର ରାଉତ,ଅରୁଣ କୁମାର ଜଗରିଆ,ସମାଜସେବୀ ହୃଷୀକେଶ ପଟେଲ, ଚନ୍ଦ୍ର କିଶୋର ସିଂ,ଭକ୍ତ ଦୁର୍ଗା, ଲଳିତ ଠାକୁର,ଲୋକନାଥ ନାଗ,ପିତାମ୍ବର ଖର୍ସେଲ, […]
ବାସ୍ତବବ୍ୟୁରୋ:(କେନ୍ଦ୍ରାପଡା)-ବାତ୍ୟା ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବ ରେ ବ୍ୟାପକ ଧାନ ଫସଲ ସମେତ ବିଭିନ୍ନ ପନିପରିବା ଫସଲ ଅଦିନିଆ ବର୍ଷା ରେ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି। ତେବେ ଫସଲ ଅମଳ ସମୟ ହୋଇଥିବା ବେଳେ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି)କରଂଜମାଳ ଯୁବମୋର୍ଚ୍ଚା ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିଡିଏସ ବିପିନ ରାୱତ ଅମର ରହେ ସ୍ଲୋଗାନ ଦିଆଯାଇଛି। ବିର ମାନଙ୍କର ଏ ବଳିଦାନକୁ ଦେଶ ସବୁ ଦିନ ପାଇଁ ମନେରଖିବ କହିଛନ୍ତିକରଂଜମାଲ ଯୁବ ମର୍ଚ୍ଚା ସଭାପତି ସତ୍ୟରଞ୍ଜନ ଦାସ। ଏହି ଶୋଭାଯାତ୍ରାରେ ଆଇଟି ସେଲ୍ ସଂଯୋଜକ ଦେବାଶିଷ ବେହୁରା, ଏସସି ମାର୍ଚ ମଣ୍ଡଳ ସଭାପତି ପାର୍ଥସାରଥୀ ଦାସ, ବରିଷ୍ଠ ନେତା ଚିନ୍ତାମଣି ବଳ,ଜଗନ୍ନାଥ ଜେନା,ରାମକାନ୍ତ ଭଳ,ମନୁ […]
ବାସ୍ତବବ୍ୟୁରୋ:ଗତ ବୁଧବାର ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ।ତାଙ୍କ ପାର୍ଥିବ ଶରୀରକୁ ସଡ଼କ ପଥରେ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା ।ଜନ୍ମମାଟିରେ ପହଂଚିବା ପରେ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ। ଏହା […]
ନୀଳଗିରି:୧୧/୧୨-ବାଲେଶ୍ବର ଜିଲ୍ଲା ନୀଳଗିରି ମିତ୍ରପୁର ଅଞ୍ଚଳରେ ଟଙ୍କା ଧାର ନେବାକୁ ନେଇ ଫୁଟିଲା ଗୁଳି ।ଏଭଳି ଅଭାବନୀୟ ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ଖବର ଅନୁଯାଇ,ନୀଳଗିରି ମିତ୍ରପୁର ଅଞ୍ଚଳରେ ଗ୍ୟାରେଜ କାମ କରୁଥିଲେ,ରେମୁଣା ଅଞ୍ଚଳର ସୁକାନ୍ତ ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ଓରଫ ଦୀପୁ ।ଆଜି ଦିନ ଦିପହରରେ ଗୁଳିମାଡ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ଗ୍ୟାରେଜରେ କାମ କରୁଥିବା ସମୟରେ କିଛି ଯୁବକ ଆସି ଗୁଳି ମାରି […]
୧୯୦୧ ମସିହାରେ ନୋବେଲ ପୁରସ୍କାର ଆରମ୍ଭରୁ ସାମ୍ବାଦିକଙ୍କୁ ଦ୍ୱିତୀୟ ଥର ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବାସ୍ତବବ୍ୟୁରୋ:ସାମ୍ବାଦିକତା ଏବଂ ସାମ୍ବାଦିକମାନଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ | ସାମ୍ବାଦିକତାକୁ ପାରମ୍ପାରିକ ଭାବରେ ଏକ ‘ଉତ୍ତମ ବୃତ୍ତି’ ଭାବରେ ବ୍ୟାଖ୍ୟା କରାଯାଇଛି | ସମାନ ନୋବେଲ ବୃତ୍ତି ସହିତ ଜଡିତ ଦୁଇଜଣ ସାମ୍ବାଦିକଙ୍କୁ ଚଳିତ ବର୍ଷ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ଏକ ଐତିହାସିକ ଘଟଣା। ଏହା […]
ବାସ୍ତବବ୍ୟୁରୋ:ଜବତକ ସୂରଜ ଚାନ୍ଦ ରହେଗା ତଵ ତକ ବିପିନଜିକା ନାମ ରହେଗା, ବିପିଜି ଆମର ରହେ ଏହିପରି ଧ୍ୱନୀ ରେ ପ୍ରକମ୍ପଇଟ ହେଉଥିଲା ବିପିନ ରାୱତଙ୍କ ଶେଷ ଯାତ୍ରାରେ |ବୁଧବାର ଅପରାହ୍ନରେ ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିବା ସିଡିଏସ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଭାରତର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କର ଶୁକ୍ରବାର ଦିଲ୍ଲୀର ବ୍ରାର୍ ସ୍କୋୟାର ଶ୍ମଶାନ ଘାଟରେ ପୂର୍ଣ୍ଣ […]
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ସି ଡି ଏସ ବିପିନ ରାୱତ ଙ୍କର ଆକ୍ସମିକ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁ ପାଇଁ ଆଜି ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ସତ୍ୟବାଦୀ ରେ ମଧ୍ୟ ଏହି ଦୁର୍ଘଟଣା ସମସ୍ତ ଜନସାଧାରଙ୍କ ମନଙ୍କୁ ବ୍ୟଥିତ କରିଛି | ଏହି ପରୀପେକ୍ଷୀରେ ପ୍ରେସ କ୍ଳବସାକ୍ଷୀଗୋପାଳ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସିଂଘ ଦ୍ଵାରା ସାମ୍ନାରେ କ୍ୟାଣ୍ଡେଲ ଜାଳି ଏହି ବିର ପୁରୁଷଙ୍କର ଅମର ଆତ୍ମାର ସଦ୍ଗତି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୧ କୁ ବୃଦ୍ଧି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୩୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୦୬୨୦ ଜଣ […]


