ମନୋଜ ମହାନ୍ତି(ଭୁବନେଶ୍ୱର):୨୮/୧୨- ଆସନ୍ତା ଜାନୁୟାରୀ ୩ ତାରିଖରୁ,ସାରା ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟକୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ସରକାର ।ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମାଟିଭ୍-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ ଜାନୁୟାରୀ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ […]
ରାଜ୍ୟ
ବାସ୍ତବବ୍ୟୁରୋ:ଆଜି ରତନ ଟାଟାଙ୍କ ଜନ୍ମ ଦିନ,୮୩ ବର୍ଷ ପୂର୍ବେ ସୁରଟରେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ରତନ ଟାଟା ନାଭାଲ ଟାଟାର ପୁତ୍ର,ଯିଏକି ସ୍ୱାମୀ ରତନଜୀ ଟାଟାଙ୍କ ମୃତ୍ୟୁ ପରେ ନବାଜବାଇ ଟାଟାଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା |ଆଜି, ତାଙ୍କ ଜନ୍ମଦିନ ଅବସରରେ, କିଛି ମଜାଦାର ଉପନ୍ୟାସ ସହିତ,ମୁଁ ଆପଣଙ୍କୁ ସେହି ୪ ଟି ଉଦ୍ଧୃତି କହିବି,ଯାହା ଆପଣଙ୍କ ଜୀବନକୁ ଉନ୍ନତ କରିପାରିବ | ରତନ ଟାଟାର […]
ଗତ ୨୪ ଘଣ୍ଟାରେ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୪୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୫୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୪୦୯୩ଜଣ ସୁସ୍ଥ ହୋଇଛନ୍ତି । […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):କୋଭିଡ -୧୯ ବିରୋଧରେ ଟୀକାକରଣ କାର୍ଯ୍ୟକ୍ରମ ଦେଶରେ ବିସ୍ତାର ହେଉଛି ଏବଂ ବର୍ତ୍ତମାନ ୧୫ ରୁ ୧୮ ବର୍ଷର ପିଲାମାନଙ୍କୁ ମଧ୍ୟ କରୋନା ଟିକା ଦିଆଯିବ | ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ପଞ୍ଜୀକରଣ ଏବଂ ଟୀକାକରଣ ଅଭିଯାନ ଉପରେ ନିର୍ଦ୍ଦେଶାବଳୀ ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାନୁୟାରୀ ୩ ରୁ ୧୫ -୧୮ […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଜଳଶ୍ୱରପୁର ପଂଚାୟତରେ ଯୁବ ସମାଜସେବୀ ରମାକାନ୍ତ ଭୋଳ ଗାଁ ରାସ୍ତା ସଂପ୍ରସରଣ ପାଇଁ ଉଚ୍ଚ ନ୍ୟାୟଳରେ ଆବେଦନ କରିଥିଲେ, ଏଥିନେଇ ପ୍ଲଟ- ୫୯୫ ଖାତା ୩୪୦ରେ ୧ଏକର ୨୫ ସ୍ଥାନରେ ଗାଁ ରାସ୍ତା ସଂପ୍ରସାରଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବର ଦଖଲ ଉଛେଦ ପାଇଁ ନୋଟିସ ଜାରୀ ହୋଇଥିଲା । ତହସିଲ ପକ୍ଷରୁ ଅତିରିକ୍ତ ସହସିଲଦାର ନେତୃତ୍ବରେ ରାଜସ୍ବ ଅଧିକାରୀ, ସରକାରୀ ଅମିନ ଜଳେଶ୍ୱରପୁର […]
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳପୁର ପଞ୍ଚାୟତ ର ମହାବିରୀ ମନ୍ଦିର ପ୍ରାଙ୍ଗଣ ରେ ଓଡିଶା ସ୍ୱର୍ଣ ରୌପ୍ୟ ଶିଳ୍ପୀ ମହାସଙ୍ଘ ଆନୁକୂଲ୍ୟରେ ଗ୍ରାମାଞ୍ଚଳ ରେ ଥିବା ହସ୍ତଶିଳ୍ପୀ କାରିଗର ମାନଙ୍କୁ ଏକ ପ୍ରଶିକ୍ଷଣ ଶିବିର ଓ ଓଡିଶା, କେନ୍ଦ୍ର ସରକାର ଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବା କାରିଗର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଥିଲା!!କାରିଗର ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି?ଏହି ସଂଘ ତାରାଫୁରୁ ସରକାରଙ୍କ […]
ସନ୍ତୋଷ ପାତ୍ର (ନର୍ଲା): ନର୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଏବେ ପୁରଣ ହେବାକୁ ଯାଉଛି । ନର୍ଲା କଲେଜ୍ ଚାରିଛକଠାରୁ ପ୍ରାଣୀ ଚିକିତ୍ସାଳୟ ପର୍ଯ୍ୟନ୍ତ ଚାରି ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ପ୍ରାୟ ୨ କି.ମି ପରିଧି ବିଶିଷ୍ଟ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ଆଜି ୧୦ ଘଣ୍ଟା ସମୟରେ ବିଧାୟକ ଭୂପିନ୍ଦର ସିଂ ରାଜ୍ୟ ସଭା ସଦସ୍ୟ ସୁଜିତ୍ ସେଠ୍ , ଏବଂ ପୁଷ୍ପେନ୍ଦ୍ର ସିଂ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୬/୧୨-ଚାନ୍ଦବାଲି ନିର୍ବାଚନ ମଣ୍ଡଳୀସ୍ତରୀୟ ଚାନ୍ଦବାଲିସ୍ଥିତ ବିଜୁସ୍ମୃତି ଭବନରେ ବିଜୁ ଜନତାଦଳର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଆୟୋଜିତ ସଭାକୁ ବିଧାୟକ ବ୍ଯୋମକେଶ ରାୟ ଉଦଘାଟନ କରିଥିଲେ । ଦଳର ସଭାପତି ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ର୍ଭଚୁଆଲ ମାଧ୍ଯମରେ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଆୟୋଜିତ ସଭାର ବିଧାୟକ ଶ୍ରୀ ରାୟ କହିଥିଲେ ଓଡିଶା ମାଟିରେ ବିଜେଡି ବିକାଶ ପଥରେ […]
ସୁବର୍ଣ୍ଣପୁର(ସୂର୍ଯ୍ୟ ନାରାୟଣ ପାଢ଼ୀ):ସୁବର୍ଣ୍ଣପୁର ମହାନଦୀ ବ୍ରିଜ ରେ ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥା କୁ ଆଜି ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି l ଆଜି ପ୍ରଥମେ ସୁବର୍ଣ୍ଣପୁର ପୌର ପରିଷଦ ର ମୋ ଖତ ଯୋଜନା କୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବାବେଳେ ସୋନପୁର […]
ମନୋଜ ମହାନ୍ତି(ଭୁବନେଶ୍ୱର): ୨୬/୧୨-ଶିଶୁପାଳଗଡ଼ ରେ ବିଜେପି ବିଜେଡି ଦଳର ଶକ୍ତି ପ୍ରଦର୍ଶନ । ପ୍ରାୟ ୪ ଘଣ୍ଟା କାଳ ଶିଶୁପାଳଗଡ଼ ଗଗନପବନ ପ୍ରକମ୍ପିତ ହେଲା।ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧୀ ସ୍ଲୋଗାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧୀ ସ୍ଲୋଗାନରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଲା। ବିଜେପିର ମମିତା ମେହେର ମାମଲା ସାଙ୍ଗକୁ ତାଳ ଦେଇ ବିଜେଡିର ଦରବୃଦ୍ଧି ପ୍ରସଙ୍ଗରେ ଶିଶୁପାଳଗଡ଼ ହୁଲୁସ୍ତୁଲ୍ ହେଲା। ଦୁଇ ରାଜନୈତିକ ଦଳର ଏଭଳି ଶକ୍ତି ପ୍ରଦର୍ଶନ […]


