ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୬/୧୨- ଓଡିଶାରେ ୮ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ।ଗତ ୨୪ ଘଂଟାରେ ଚିହ୍ନଟ ହେଲେ ଆଉ ୪ଜଣ ଓମିକ୍ରନ୍ ଆକ୍ରାନ୍ତ।ସୂଚନା ଅନୁସାରେ ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି । ରାଜ୍ୟରେ ଏବେ ସୁଧା ୮ଜଣ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ପୂର୍ବରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୪ଜଣ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୮ରେ ପହଞ୍ଚିଛି ମୋଟ ଓମିକ୍ରନ୍ […]
ରାଜ୍ୟ
ଦେବାଶିଷ ମିଶ୍ର (କଟକ): କଟକ-ଭୁବନେଶ୍ବର ପୋଲିସ୍ କମିଶନରେଟ୍ ର କଟକ ପୋଲିସ୍ ଉପ-ଆୟୁକ୍ତ ଶ୍ରୀ ପ୍ରତୀକ ସିଂ କଟକ ସହରର ରାସ୍ତା ଅବରୋଧକାରୀଂକୁ ଉଚ୍ଛେଦ କରିବା ତଥା ଆବଶ୍ଯକସ୍ଥଳେ ଜବରଦଖଲ କାରୀଂକ ବିରୁଦ୍ଧ ରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ କମିଶନରେଟ୍ ଅଧୀନରେ ଥିବା ସମସ୍ତ ଥାନାର ଭାରପ୍ରାପ୍ତ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ, ଆଜି କଟକ ଲାଲବାଗ ଥାନା ପକ୍ଷରୁ ଭାରପ୍ରାପ୍ତ ନିରୀକ୍ଷକ ଶ୍ରୀ ରବିନାଙ୍କ ଭଞ୍ଜଙ୍କ […]
ସାକ୍ଷୀଗୋପାଳ(ତ୍ରିନାଥ ବାରିକ): ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ouat)ଶିକ୍ଷକ ଓ ବୈଜ୍ଞାନିକ ସଙ୍ଘର ତୃତୀୟ ସାମ୍ବାଦିକ ସମ୍ବିଳନୀ ସତ୍ୟବାଦୀ ବ୍ଲକ ନିକଟସ୍ଥ ସ୍ୱାଦ୍ କାର୍ଯ୍ୟଳୟ ଠାରେ ଆୟୋଜିତ ହୋଇଯାଇଛି। ଏହାର ମୁଖ୍ୟ କାରଣ ଗୁଡିକ ହେଲା ଦୀର୍ଘଦିନ ଓୟୁଏଟି ସଂଘ ପକ୍ଷରୁ ୧୮ ଗୋଟି ଦାବି ନେଇ ରାଜ୍ୟ ସରକାର ଏଂବ ବିଶ୍ୱବିଦ୍ୟାଳୟ କୁଳପତି ଙ୍କୁ ବରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।ନଭେମ୍ବର ୧ରୁ […]
ମାଣିକେଶ୍ୱରୀ ମନ୍ଦିରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ l ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୨କୋଟି ଟଙ୍କା ସହାୟତା ରାଶି ପ୍ରଦାନ ଦୀପକ କୁମାର ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ଥୁଅlମୁଳ ରାମପୁର ମlଣିକେଶ୍ୱରୀ ମନ୍ଦିରକୁ ଏକ ଭବ୍ୟ ମନ୍ଦିର ଭାବେ ନିର୍ମାଣ କରିବା ପାଇଁ ଆଜି ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟ ନାୟକ ଭୁବନେଶ୍ୱରରୁ ଭରଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିବା ସହ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠିରୁ ୨ କୋଟି ଟଙ୍କାର ଅନୁଦାନ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୫୧ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୬୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୩୬୦୧ ଜଣ ସୁସ୍ଥ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ୨୩/୧୨- ୨୨ ଟି ଜିଲ୍ଲାରେ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଯାତ୍ରୀଙ୍କ ଗମନାଗମନକୁ ସୁବିଧା କରାଇବା ପାଇଁ,ରାଜ୍ୟରେ ତିଆରି ହେବ ୫୫ଟି ନୂଆ ବସ୍ଷ୍ଟାଣ୍ଡ । ରାଜ୍ୟର ୨୨ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକକୁ ବସ୍ ସଂଯୋଗ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ […]
ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଂଚାୟତ ନାଳିଛକରେ ଯୁବକଙ୍କ ମୃତ ଦେହ ଏକ ଚିଙ୍ଗୁଡ଼ି ଫାର୍ମରୁ ଉଦ୍ଧାର,ସଂନ୍ଦେହେ ଜଣକ ମୃତ୍ୟୁକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ…. ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଂଚାୟତ ନାଳିଛକରେ ଜଣେ ଯୁବକଙ୍କ ମୃତ ଦେହ ଏକ ଚିଙ୍ଗୁଡ଼ି ଫାର୍ମରେ ପଲ୍ଲା ଘରେ ଉଦ୍ଧାର କରାଯାଇଛି, ମୃତଙ୍କ ହେଉଛନ୍ତି ବଂଶଡା ଥାନା ଅଧିନ କରଣପଲ୍ଲୀ ପଂଚାୟତ ନାଳୀଛକ ଗାଁର ସୁଦର୍ଶନ ମଣ୍ଡଳଙ୍କ ପୁତ୍ର […]
ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଂଚାୟତର ମିଶ୍ରଣ ପର୍ବ, ଅନ୍ଯ ରାଜନୈତିକ ଦଳ ପରିତ୍ୟାଗ କରି ପଦ୍ମ ଧରିଲେ ୨୦ ପରିବାର ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୋପୀନାଥପୁର ପଞ୍ଚାୟତ ପରିବର୍ତ୍ତନର ସ୍ରୋତ ଯାହା କି ଦିନକୁ ଦିନ ପ୍ରଖର ହେବାକୁ ।ଅନ୍ଯ ରାଜନୈତିକ ଦଳର ଶାସନ ରେ ବିମୁଖ ହୋଇ ଜନସାଧାରଣ ମାନେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଭାରତକୁ ସମୃଦ୍ଧ ଏବଂ ଶ୍ରେଷ୍ଠ କରିବା ଲକ୍ଷରେ ବିଜେପିରେ ଯୋଗଦାନ କରୁଛନ୍ତି। […]
ତ୍ରିନାଥ ବାରିକ(କଣାସ):ପଞ୍ଚାୟତ ସମିତି ସଭାରେ କଣାସ ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ପାଈଁ ପ୍ରସ୍ତାବ ଗୃହୀତ ହେବା ପରେ,ଵିରୋଧ ର ସ୍ୱର ଉତ୍ତୋଳନ କରି ରଣହୁଙ୍କାର ଦେଇଛି କଣାସ ନାଗରିକ ମଞ୍ଚ । ଶାସକ ଦଳକୁ ସିଧା ଟାର୍ଗେଟ କରି ମଞ୍ଚ ଏବେ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ଅହରାତ୍ରୀ ଆମରଣ ଅନସନ ରେ ବସିଛି । ବ୍ଲକ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର କୁ ନେଇ କିଏ […]
ନମୋଗୁରୁ(ସୁବର୍ଣ୍ଣପୁର):ମଣ୍ଡି ଖୋଲିବା ଆଗରୁ ଚାଷୀ ଙ୍କ ପାଇଁ ନୂଆ ସମସ୍ୱା ଦେଖା ଦେଇଛିବସ୍ତା ପାଇଁ ମଣ୍ଡି ରେ ଚାଷୀ ଜରିବସ୍ତା ରେ ଧାନ ନେଲେ ରଖୁ ଛନ୍ତି ମାତ୍ର ମିଲ ରେ ନା କରୁଛନ୍ତି, ଏପରି ସମସ୍ୟା ଦେଖଦେଇଛି | ସୁବର୍ଣ୍ଣପୁର ଜିଲ୍ଲା ଅନ୍ତଗତ ଖରଜୁରା ସମବାୟ ସମିତି ରେ ଚାଷୀ ମାନେ ଜରିବସ୍ତା ରେ ଧାନ ଆଣିଥିଲା ବେଳେ ଶୀତଳା ରାଇସ ମିଲମାଲିକ ନେବା ପାଇଁ ମନା କରିଦେଇଥିଲେ, […]


