ବାସ୍ତବବ୍ୟୁରୋ(ଭୁବନେଶ୍ୱର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗତକାଲି ରିପୋର୍ଟରେ ମଧ୍ୟ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା। ପ୍ରାୟ ଦୁଇ ମାସ ପରେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ୪ ଶହରୁ ଅଧିକ ରହିଛି। ୪୨୪ କରୋନା ପଜିଟିଭ୍‌ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୭ ଜଣ ଅଛନ୍ତି। ସେହିପରି ୨୪୬ ଜଣ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଦେଶରେ ୧୫ରୁ୧୮ବର୍ଷର ପିଲାମାନଙ୍କୁ ଟୀକାକରଣ ଆଜି ଅର୍ଥାତ୍ ୩ ଜାନୁଆରୀରୁ ଆରମ୍ଭ ହୋଇଛି | ସୋମବାର ସକାଳ ପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ପିଲା ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି। ଏଥି ସହିତ, ଟୀକାକରଣର ମିଶ୍ରଣକୁ ଏଡାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୃଥକ ଟୀକାକରଣ କେନ୍ଦ୍ର, ପୃଥକ ଧାଡି, ପୃଥକ ଅଧିବେଶନ ସ୍ଥାନ ଏବଂ ପୃଥକ ଟୀକାକରଣ ଦଳ ଗଠନ କରିବାକୁ […]

ଭୁବନେଶ୍ୱର ୦୨।୦୧: ଆସନ୍ତା କାଲି ଖୋଲିବନି ପ୍ରାଥମିକ ସ୍କୁଲ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ରାଜ୍ୟରେ ଆସନ୍ତାକାଲି ଠାରୁ ଅର୍ଥାତ ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା […]

ବାସ୍ତବବ୍ୟୁରୋ: ଦୈନ ଦିନ ଜୀବନରେ ମୋବାଇଲ ସମସ୍ତଙ୍କର ମୁଖ୍ୟ ଅଙ୍ଗ ପାଲଟିଥିବା ବେଳେ,ହ୍ବାଟସ ଆପ ସମସ୍ତଙ୍କ ସମ୍ପର୍କ ଯୋଡିବାର ମାଧ୍ୟମ ପାଲଟିଛି |ହେଲେ ବେଳେବେଳେ ଏହି ମାଧ୍ୟମ ଜରିଆରେ ଠକ ମାନେ ଆପଙ୍କ ସର୍ବସ୍ୱାନ୍ତ କରି ଦିଅନ୍ତି |ଏବେ ଏମିତି ଏକ ନୂତନ ହ୍ବାଟସ୍ ଆପ୍ ସ୍କାମ ସାମ୍ନାକୁ ଆସିଛି, ଯାହାର ନାମ ରେଡିରଫ୍ ଡଟ୍। ଗତ କିଛି ଦିନ ହେବ ଏହି ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପରେ ଏହି […]

ମନୋଜ ମହାନ୍ତି(ଭୁବନେଶ୍ୱର): ଆଜି ୨୦୨୨ର ପ୍ରଥମ ଦିନ ନୂଆବର୍ଷ,ଏହି ନୂଆ ବର୍ଷ ଅବସରରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିଷ୍ପତ୍ତି ଗ୍ରହଣ କରିଛନ୍ତିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ କରି ସହୃଦୟତାର ସହ ମୁଖ୍ୟମନ୍ତ୍ରୀ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ […]

ବାସ୍ତବବ୍ୟୁରୋ(କୋରାପୁଟ): ୧।୧- କୋରାପୁଟ ଜିଲ୍ଲାର ଦଶମନ୍ତପୁର ଓ ଲକ୍ଷ୍ମୀପୁର ଅଞ୍ଚଳର ୧୫୦ରୁ ଉର୍ଦ୍ଧ୍ଵ କଂଗ୍ରେସ ଓ ବିଜେପି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମୀମାନେ କୋରାପୁଟ ବିଜୁ ପାଠାଗାରରେ ଆୟୋଜିତ ମିଶ୍ରଣ ପର୍ବରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି, ଜିଲ୍ଲା ପରିଷଦ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ନୂଆ ବର୍ଷରେ ଶୁଭ ମନାସିବା ପାଇଁ ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ହଜାରହଜାର ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଏ,ବାବା ଆଖଣ୍ଡଳମଣୀ ପୀଠରେ । ହେଲେ ମହାମାରୀ କରୋନା ର ନୂଆ ଭେରିଆଣ୍ଟ ଓମିକ୍ରନ ପାଇଁ ପୀଠରେ ଜାରୀ କରାଯାଇଥିବା ,କଟକଣା ଯୋଗୁ ଭକ୍ତଶୂନ୍ଯ ହୋଇଯାଇଛି ବାବା ଆଖଣ୍ଡଳମଣିଙ୍କ ପୀଠ। ଏପରିକି ନୂଆବର୍ଷ ପାଇଁ ପୀଠରେ ସ୍ବତନ୍ତ୍ର ଏସଓପି ଜାରି କରାଯିବା ସହ ୧୪୪ ଧାରା ଜାରି କରାଯାଛି। ଅନ୍ଯପଟେ […]

ବାସ୍ତବବ୍ୟୁରୋ:ନୂତନ ବର୍ଷର ପ୍ରଥମ ସକାଳେ ମାତା ବୈଷ୍ଣୋ ଦେବୀ ମନ୍ଦିରରୁ ଦୁଖଦଃ ଖବର ଆସିଛି | ସକାଳ ୨:୪୫ ରେ ମନ୍ଦିର ପରିସରରେ ଦଳା ଚକଟା ଯୋଗୁଁ ୨୬ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଜାମ୍ମୁ କାଶ୍ମୀର ପୋଲିସର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ ଏହି ଘଟଣା ସକାଳ ୨ : ୪୫ ରେ ଘଟିଛି। […]

 ଗତ ୨୪ ଘଣ୍ଟାରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୫୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୪୮୦୩ଜଣ ସୁସ୍ଥ ହୋଇଛନ୍ତି ।  ଆଜି […]

ବାସ୍ତବବ୍ୟୁରୋ:ଭାରତରେ କରୋନା ଭାଇରସର ନୂଆ ମାମଲାରେ ଏକ ଜବରଦସ୍ତ ଜମ୍ପ ହୋଇଛି | ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୬,୭୬୪ ଟି ନୂଆ ମାମଲା ରୁଜୁ ହୋଇଛି। ଏହି ସମୟରେ, ଏହି ଜୀବାଣୁର ନୂତନ ପ୍ରକାର ଓମିକ୍ରନ୍ ମାମଲା ୧୨୭୦ ରେ ପହଞ୍ଚିଛି | ୪୫୦ ମାମଲା ସହିତ ମହାରାଷ୍ଟ୍ର ଶୀର୍ଷରେ ଅଛି | ଏହା ପରେ ଦିଲ୍ଲୀରେ ୩୭୦ […]

Pin It on Pinterest