ବାସ୍ତବବ୍ୟୁରୋ(ମୟୁରଭଞ୍ଜର):୨୨।୧୨- ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି। କୁଡୁମୀ ସାମାଜିକ,ଶିକ୍ଷା ଓ ସାଂସ୍କୃତିକ ଭବନ ନିର୍ମାଣ ପାଇଁ ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟଙ୍କ ଦାବି ପୁରାଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଭବନ ନିର୍ମାଣ ପାଇଁ ଘୋଷଣା କରିଥିବା ୧ କୋଟି ଟଙ୍କାର ଅନୁଦାନର ପ୍ରତିଶୃତି ଆଜି ପୁରାଣ କରିଛନ୍ତି । ବିଧାୟକ ପ୍ରଣବ ପ୍ରକାଶ ଦାସ,ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ କୁଡୁମୀ ସାମାଜିକ, ଶିକ୍ଷା ଓ […]

ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳେ । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଇଲାକାରେ ତୁଷାରପାତ ହେଉଛି । ରାଜ୍ୟର ସବୁଠୁ ଥଣ୍ଡା ସ୍ଥାନ ପାଲଟିଛି ଦାରିଙ୍ଗବାଡି, ତାପମାତ୍ରା ୩.୫ଡିଗ୍ରୀ ରେକର୍ଡ କରାଯାଇଛି । ଏହାତଳକୁ ରହିଛି ଫୁଲବାଣୀ- ଏଠାରେ ପାରଦ ୪ଡିଗ୍ରୀକୁ ଖସିଛି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ଶୀତ ଲହରୀ ନେଇ ୭ଜିଲ୍ଲା- ସୁନ୍ଦରଗଡ, ଝାରସୁଗୁଡା, […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୨୧/୧୨/୨୦୨୧-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ରେ ଭଦ୍ରକ ଜିଲ୍ଲା ଯୋଡ଼ି ହେବା ପରେ ଜନସାଧାରଣ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ଚନ୍ଦବାଲି ବ୍ଳକରେ ୫୬ହଜାରରୁ ଉର୍ଦ୍ଧ୍ବ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନ୍ଦବାଲିବାସୀ । ବିଧାୟକ ଡ଼ଃ ବ୍ୟାମକେଶ ରାୟ ବିଭିନ୍ନ ପଞ୍ଚାୟତ ବୁଲି ବୁଲି କାର୍ଡ଼ ବାଣ୍ଟିବା ସହ ଏହି ସ୍ୱାସ୍ଥ୍ୟ କାର୍ଡ଼ ଉପକରିତା […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାକୁ କହିଛନ୍ତି ଯେ ୨୦୧୪ ରୁ ୨୦୨୧ ମଧ୍ୟରେ ଆଇଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଏସସି ଏବଂ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନରେ ୧୨୨ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି | ଲୋକସଭାରେ ଏକେ ପି ଚିନାରାଜଙ୍କ ପ୍ରଶ୍ନର ଉତ୍ତରରେ ଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୧୪ ରୁ ୨୦୨୧ […]

ଆଶିଷ ନାୟକ(ରାଜକନିକା): କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବାଘବୁଦା ଗ୍ରାମ ପଞ୍ଚାୟତର ଦିବାକର ବେହେରା ଙ୍କର କଟକ ଚାନ୍ଦବାଲି ମୁଖ୍ୟ ରାଜପଥକୁ ସଂଯୋଗ କରୁଥିବା କଣ୍ଟପଡା ବଜାର ପାଖରେ ଥିବା ଫାଷ୍ଟ ଫୁଡ୍ ଦୋକାନ କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା ସକାଳ ପ୍ରାୟ ଛଅ ଟା ସମୟରେ କେହି ଜଣେ ବୟସ୍କ ବ୍ୟକ୍ତି ଦିବାକର ବେହେରା (ବାବୁଲି)ବୟସ ୫୦ ଙ୍କୁ ତତକ୍ଷଣାତ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି,)୨୦-୧୨-୨୧-ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ନେତୃତ୍ୱରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ଥାନିୟ କିଶୋର କ୍ଲବ ପରିସରରେ ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଟିତହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଭଦ୍ରକ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବରକୁ ଉଦଘାଟାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂଜଯୋକ ସଂଜୟ […]

ନମୋଗୁରୁ(ସୋନପୁର): ସ୍ୱୟଂଚlଳିତ ଯାନଚlଳନା ପରୀକ୍ଷଣ କେନ୍ଦ୍ରର ଶୁଭ ଉଦଘାଟଣ ଓ ଲୋକାର୍ପଣ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାଯପିଟା ଠାରେ ସ୍ୱୟଂ ଚାଳିତ ଯାନଚଳନା ପରୀକ୍ଷଣ କେନ୍ଦ୍ର ର ଶୁଭ ଉଦଘାଟଣ ଲୋକାର୍ପଣ ହୋଇଯାଇଛି l ନବ ନିର୍ମିତ କୋଠlକୁ ମୁଖ୍ୟ ଅତିଥି ପରିବହନ ମନ୍ତ୍ରୀ ଶ୍ରୀ ଯୁକ୍ତ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି l ଏହି ସଭରେ ଓଡ଼ିଆ ର ପ୍ରମୁଖ ସଚିବ ଶ୍ରୀ ଯୁକ୍ତ ମଧୁସୂଦନ ପଢି ବାଣିଜ୍ୟ […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୫ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୦୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୨୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୨୭୦୧ଜଣ ସୁସ୍ଥ ହୋଇଛନ୍ତି […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୪ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୮୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୪୨୪୪୩ଜଣ ସୁସ୍ଥ ହୋଇଛନ୍ତି […]

ବାସ୍ତବବ୍ୟୁରୋ:ଭାରତରେ କରୋନା ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କେବଳ ୭,୦୦୦୮୧ ଟି ନୂଆ କରୋନା ମାମଲା ଆସିଛି।ଏଥି ସହିତ, ପୁନରୁଦ୍ଧାର କରୁଥିବା ଲୋକଙ୍କ ସଂଖ୍ୟା ଏହାଠାରୁ ଅଧିକ ହୋଇଛି | ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କେବଳ ୮୩ ,୦୦୦ ୯୧୩ ସକ୍ରିୟ କରୋନା ମାମଲା ବାକି ଅଛି, ଯାହା ଗତ ୫୭୦ ଦିନ […]

Pin It on Pinterest