ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୨ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୬୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୨୨୨୪ଜଣ ସୁସ୍ଥ ହୋଇଛନ୍ତି […]
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୧ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୪୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୭୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୨୦୦୨ଜଣ ସୁସ୍ଥ ହୋଇଛନ୍ତି […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧୬-୧୨-୨୦୨୧ ଭଦ୍ରକ ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣକ ଭୋର ସମୟରେ ମଣ୍ଡି ୱାର୍କ କରୁଥିବା ସମୟରେ ବିବାହ ଭୋଜିରେ ଫେରୁଥିବା ଏକ କାର ଯୁବକଙ୍କୁ ଧକ୍କାଦେଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା, ଯୁବକଙ୍କୁ କାରରେ ଯାତ୍ରୀ ମାନେ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତୀ କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୦ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୨୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୮୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୮୩୬ଜଣ ସୁସ୍ଥ ହୋଇଛନ୍ତି […]
ମନୋଜ ମହାନ୍ତି(ଭୁବନେଶ୍ୱର): ନୂଆବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ,ବରିଷ୍ଠ ଆଇପିଏସ ସୁନୀଲ ବଂଶଲ । ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିବା ସୁନୀଲ ବଂଶଲ ହେଉଛନ୍ତି, ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ । ଚଳିତ ମାସରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଜୁବାବୁଙ୍କ କର୍ମ ଭୂମି,କେନ୍ଦ୍ରାପଡା ବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ସହ ୧୫୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭେଟି ଦେଇଛନ୍ତି ।ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ୩ ଲକ୍ଷ ପରିବାରର ମୋଟ ୧୧ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସହ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ଖୁବ ଶୀଘ୍ର ସର୍ବ ଦଳୀୟ ବୈଠକ ବସିବ।ଏହି ବୈଠକ ପରେ ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା କରାଯିବ ତାରିଖ ।ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ସାହୁ ଏହା କହିଛନ୍ତି । ଶ୍ରୀ ସାହୁ କହିଛନ୍ତି କି,ଡିସେମ୍ବର ଶେଷ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଡିସେମ୍ବର ୪ତାରିଖରେ ଜିଲ୍ଲା ସ୍ତରରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିବା ବେଳେ ଗତଥର ଅପେକ୍ଷା ଏଥର ୱାର୍ଡ […]
ବବିତା ସାମଲ(ଭଦ୍ରକ):୧୫/୧୨- ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ,ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଧାମନଗର ବ୍ଲକର ଅସୁରାଳୀ ପଞ୍ଚାୟତରେ ନବନିର୍ମିତ ତୋରଣର ଉଦଘାଟନ ସହ ପଞ୍ଚାୟତ ଗୃହର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରାଯାଇଛି । ସରପଞ୍ଚ ରାଜେନ୍ଦ୍ର ସାହୁଙ୍କ ପୌରାହିତରେ ଗଣେଶନଗର ଜଗନ୍ନାଥ ମନ୍ଦିର ଯଜ୍ଞ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । […]
ବବିତା ସାମଲ(ଭଦ୍ରକ):୧୫/୧୨- ପଂଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରୁଛି ବିଜେଡି ।ବିଭିନ୍ନ ବ୍ଲକ ସ୍ତରରେ ଚାଲିଛି ମିଶ୍ରଣପର୍ବ ।ଏହି ପରିପେକ୍ଷୀରେ ଧାମନଗର ବ୍ଲକ ସାହାସପୁର ପଞ୍ଚାୟତର ଅନ୍ୟଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ସଙ୍ଗଠନ ବୃଦ୍ଧି ନିମନ୍ତେ ଧାମନଗର ବିଜେଡି ପକ୍ଷରୁ ବ୍ଳକର ବିଭିନ୍ନ ପଞ୍ଚାୟତର ମିଶ୍ରଣ ପର୍ବ ଓ କର୍ମୀ ସମାବେଶ ଅନୁଷ୍ଠିତ କରାଯାଉଛି […]
ଡ଼.ନବକିଶୋର ମିଶ୍ର,ଭାଗବତ ପୁର,କେନ୍ଦ୍ରାପଡା ବାସ୍ତବବ୍ୟୁରୋ:ଜ୍ୟୋତିଷ ଶାସ୍ତ୍ରରେ (ରବି)ସୂର୍ଯ୍ୟ ଭଗବାନ ଏକ ବିଶେଷ ସ୍ଥାନ ପାଇଛନ୍ତି | ରବିଙ୍କୁ ସମସ୍ତ ଗ୍ରହର ରାଜା କୁହାଯାଏ | ଜ୍ୟୋତିଷ ଶାସ୍ତ୍ରରେ ରବି ପ୍ରାଣ, ପିତା, ସମ୍ମାନ, ସଫଳତା, ପ୍ରଗତି ଏବଂ ସରକାରୀ ତଥା ଅଣ-ସରକାରୀ କ୍ଷେତ୍ରରେ ଉଚ୍ଚ ସେବା ପାଇଁ ଗ୍ରହ ବୋଲି ବିବେଚନା କରାଯାଏ | ଯେତେବେଳେ ରବି ଶୁଭଦୃଷ୍ଟି ଦିଅନ୍ତି,ବ୍ୟକ୍ତିର ଭାଗ୍ୟଦ୍ୱୟ ହୁଏ | ଡିସେମ୍ବର ୧୬,୨୦୨୧ ଅର୍ଥାତ୍ ଆସନ୍ତାକାଲି […]


