ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୬/୧୦-ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ଵର ପୁର ପଞ୍ଚାୟତ ରେ କଂଗ୍ରେସ ର କାର୍ଯ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଟି ଜଳେଶ୍ବରପୁର ସରପଞ୍ଚ ଙ୍କ ପ୍ରତିନିଧି ଅଜୟ କୁମାର ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଓ ବରିଷ୍ଠ ନେତା ଅମିୟ କୁମାର ମହାପାତ୍ର,ଶ୍ରୀଧର ସାହୁ, ବହୁ ଛାମୁଆ ନେତା ଓ କର୍ମୀ ମାନେ […]
ରାଜ୍ୟ
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)-୦୬/୧୦-ଚାନ୍ଦବାଲି ବ୍ଲକ ଘଟପୁର ପଂଚାୟତ ହେଙ୍ଗୁପତି ଖଟୁଆସାହି ଗାଁରେ ସାଳନ୍ଦୀ ନଦୀରେ ଭାସି ଯାଇ ଶିଶୁ ମୃତ, ୩ଦିନ ପୃର୍ବରୁ ନିଖୋଜ ଥିଲେ ଶିଶୁ, ଆଜି ନଦୀରୁ ଶିଶୁଟି ମୃତ ଅବସ୍ଥାରେ ଭାସୁଥିବା ବେଳେ ମୃତ ଶିଶୁକୁ ନଦୀରୁ ଉଦ୍ଧାର କଲେ ଗ୍ରାମବାସୀ l ନଦୀରେ ଭାସି ଯାଇ ମୃତ ବରଣ କରିଥିବା ଶିଶୁ ଜଣକ ହେଉଛନ୍ତି ଖଟୁଆସାହି ଗାଁରେ ଦାମଦାର ଦାସଙ୍କ ପୁଅ ଅମ୍ଲାନ ଦାସ ବୋଲି […]
ପ୍ରଭାତ ସାହା(ମାଲକାନଗିରି)-ମାଲକାନଗିରି ଜିଲ୍ଳାରେ ପ୍ରଥମ ଥର ପାଇଁ ଅୟୋଜନ କରାଗଲା ଝୋଟି ଚିତ୍ର ଅଙ୍କନ ସହ ଆଦିବାସୀ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି ପ୍ରତିଯୋଗିତା l ଏହି ପ୍ରରିଯୋଗୀତାରେ ବିଭିନ୍ନ ସ୍ଥାନରୁ ଆସିଥିବା ଝିଅ ଓ ମହିଳା ମାନେ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ଓଡିଶା ଲଳିତ କଳା ଏକାଡେମୀ ତାରଫରୁ ଅୟୋଜନ କରାଯାଇଛି ଓ ଏହାକୁ ମାଲକାନଗିରି ଜିଲ୍ଳା ପ୍ରଶାସନ ସହଯୋଗ କରିଥିଲେ l ମାଲକାନଗିରି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୯୪୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୬୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୬୧୬୫ଜଣ ସୁସ୍ଥ ହୋଇଛନ୍ତି । ପୁଣି ରନ୍ଧନ […]
ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ସ୍ପଷ୍ଟ କରିଛନ୍ତି ଯେ ସେ ଅତି କମରେ ଆଉ ଏକ ସିଜିନରେ ତାଙ୍କର ପ୍ରିୟ ହଳଦିଆ ଜର୍ସି ପିନ୍ଧିବେ ଏବଂ ‘ହ୍ୱିଷ୍ଟଲ୍ ପୋଡୁ’ (ସିଏସକେ ପ୍ରଶଂସକ) ସେନା ସେମାନଙ୍କୁ ନିଜ ପ୍ରିୟ ଚେପକ୍ ଗ୍ରାଉଣ୍ଡରେ ଆଣିବା ନିଶ୍ଚିତ। ‘ବିଦାୟ ମ୍ୟାଚ୍’ରେ ଆପଣ ମୋ ଖେଳିବା ଦେଖିପାରିବେ | ଧୋନିଙ୍କ ଅବସର ନେଇ କିଛି ସମୟ ଧରି ଆଲୋଚନା ଚାଲିଛି, […]
ସୂର୍ଯ୍ୟନାରାୟଣ ପାଢ଼ୀ (ସୁବର୍ଣ୍ଣପୁର)୫/୧୦- ସୁବର୍ଣ୍ଣପୁର ଜିଲ୍ଲା ରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟ ଦାଦାଗିରି ଭଳି ଅପରାଧ ଗୋଟିଏ ପଟରେ ଅପରାଧ ବଢୁଥିଲା ବେଳେ ପୋଲିସ ହାତ ଖାଲି ରହୁଥିବାରୁ ଜିଲ୍ଲା ବାସି ଙ୍କ ମଧ୍ୟ ରେ ଆସନ୍ତୋଷ ଦେଖା ଦେଉଅଛି | ସାଲେପାଲି ଗାଁ ର ଅରୁଣ କୁମାର ନନ୍ଦ ଓ ତାଙ୍କ ପତ୍ନୀ ରିବିକା ନାଗ ସୁବର୍ଣ୍ଣପୁର ଷ୍ଟେଟ ବ୍ୟାଙ୍କ ରୁ ୨ ଲକ୍ଷ ଟଙ୍କା […]
ବବିତା ସାମଲ(ଭଦ୍ରକ)-ମୋ ପୋଖରୀରେ ମହା ଦୁର୍ନୀତି,ଆଜ୍ଞା ଆମେ କହୁଛ ଭଦ୍ରକ ଜିଲ୍ଲାର ଭଣ୍ଡାରପୋଖରୀ ବ୍ଲକ ଅନ୍ତର୍ଗତ ଭଗି ଵିନ୍ଧା ଗ୍ରାମରେ ବହୁ ଚର୍ଚ୍ଚିତ ମୋ ପୋଖରୀଘଟଣା । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧାଗ୍ରାମର ବଳରାମ କୁଣ୍ଡୁ ।ଗତ କିଛିଦିନ ପୁର୍ବରୁ, ସେହି ଗ୍ରାମର ରାସ୍ତା ତିଆରି ପାଇଁ ତାଙ୍କ ଜାଗାରୁ ମାଟି ମାଗିଥିଲେ ଓ RI ଙ୍କ ଅନୁମତି ପାଇଁ ଦସ୍ତଖତ ମଧ୍ୟ ନେଇଥିଲେ କିନ୍ତୁ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୮୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୫୬୦୮ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ଆରମ୍ଭ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ତତକ୍ଷଣାତ୍ ମେସେଜିଂ ଆପ୍ ହ୍ବାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଦୁନିଆର ଅନେକ ସ୍ଥାନରେ ଥପ ହୋଇଯାଇଛି । ଅନେକ ଉପଭୋକ୍ତା ଟ୍ୱିଟରରେ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କର ହ୍ବାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରବେଶ କରିବାରେ ଅସମର୍ଥ।ହ୍ବାଟସ୍ ଆପ୍ ବ୍ୟବହାରକାରୀମାନେ ପାଠ୍ୟ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ଅସମର୍ଥ। ଭଏସ୍ ଏବଂ ଭିଡିଓ କଲ୍ ରେ ମଧ୍ୟ ସେହି ଏକା ସମସ୍ୟା ଅଛି | […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୦୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୩୬୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୦୭୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୫୦୧୮ଜଣ ସୁସ୍ଥ ହୋଇଛନ୍ତି । ଆଜି (ସୋମବାର) […]