ବରଗଡ଼/ଡୁଙ୍ଗୁରିପାଲି୦୨/୦୭(ନବୀନ କୁମାର ଦାଶ):ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ପ୍ରତିଷ୍ଠାତା ସଂପାଦକ ଉଦ୍ଧବ ବାରିକ ଙ୍କ ଆବାହକତ୍ବ ରେ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଶବ୍ଦନୃତ୍ୟ ପ୍ରଣେତା ଗୋଟିଏ ଦିନ ରେ ନୂଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଭାଷା ଆନ୍ଦୋଳନ ର ମହାସାରଥୀ ଗୁରୁ ଶ୍ରୀ ଭଗବାନ ସାହୁ ଙ୍କ ୯୫ତମ ଜନ୍ମବାର୍ଷିକୀ ପାଳନ ଓ ପରେ କବିତା ଆସର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସାରସମାଲ […]

ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠଙ୍କୁ ସାକ୍ଷାତକାର କାର୍ଯ୍ୟ କ୍ରମ ପରିପ୍ରେକ୍ଷୀରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଂପାଦକ ଗୋବିନ୍ଦ ଦାଶ ଙ୍କ ନେତୃତ୍ବରେ ଆଜୀବନ ସଦସ୍ୟ,ଅବସରପ୍ରାପ୍ତ ଡାକ କର୍ମଚାରୀ ବାସୁଦେବ ପ୍ରଧାନ ଙ୍କୁ ତାଙ୍କ ୱାର୍ଡ ନଂ ୧୮ ସ୍ଥିତ ଭାରତୀ ନଗର ବାସଭବନ ରେ ସାକ୍ଷାତ କରିବା ସହିତ ନିକଟ ରେ ସମ୍ବଲପୁର ରୁ ତାଙ୍କର ସଫଳ ଅସ୍ତ୍ରୋପଚାର କରି ଫେରିଥିବା […]

ବରଗଡ଼୦୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ରେ ସବୁ ଗଡବଡ।ବରଗଡ଼ ନିଶାର ଗଡ ସହ ଚୋର ଡକା ୟତ ଙ୍କ ଗଡ ସାଜି ଅଞ୍ଚଳରେ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ଦିନକୁ ଦିନ ନୂଆଁ ନୂଆଁ ଘଟଣା ଗୁଡ଼ିକ ଘଟି ନିରୀହ ଜୀବନ ବଳି ପଡ଼ିବା ସହ ଲୋକେ ସର୍ବସ୍ବାନ୍ତ ହେଉଥିବା ଅଞ୍ଚଳରେ ବେଶ୍ ନଜିର ରହିଛି।ସେଥିମଧ୍ୟରୁ ଅତାବିରା ଅନ୍ୟତମ ।ଅଞ୍ଚଳ ଟି ଚାଷ ପ୍ରବଣ ଅଞ୍ଚଳ ଭାବେ […]

କେନ୍ଦ୍ରାପଡ଼ା(ନି.ପ୍ର): ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ମୂର୍ଚ୍ଛନା ଭଜନ ମଞ୍ଚ ର କଳାକାର ମାନେ ଚିତା କର୍ଶକ ଭଜନ ପରିବେଷଣ କରିଥିଲେ। ପ୍ରାରମ୍ଭରେ ମୂର୍ଚ୍ଛନା ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ସଙ୍ଗୀତ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସମସ୍ତ କଳାକାର ମାନଙ୍କ […]

ବରଗଡ଼୦୧/୦୭(ନବୀନ କୁମାର ଦାଶ):ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଅମା ନୁଷିକ ଆକ୍ରମଣକୁ ଦୃଢ଼ନିନ୍ଦା କରି ବରଗଡ ଜିଲ୍ଲାରେ କାର୍ଯ୍ୟ ରତ ୪୨ ଜଣ ଓଏଏସ ଅଧି କାରୀ ଏବଂ ୨୨ ଜଣ ଓଆର ଏସ ଅଧିକାରୀଙ୍କୁ ମିଶାଇ ସମୁ ଦାୟ ୬୫ ଜଣ ଅଧିକାରୀ ଆଜି ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର […]

ବାସ୍ତବ ବ୍ୟୁରୋ: ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ବୁଧବାର ପାଇଁ ପାଣିପାଗ ବିଭାଗ ପକ୍ଷରୁ-ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, […]

ବାସ୍ତବ ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଇଡ୍‌କୋର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି।  ସୂଚନାନୁଯାୟୀ, ୫୨ ବର୍ଷୀୟ ଶାଶ୍ବତ ମିଶ୍ର ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ଛାତ୍ର […]

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚଶିକ୍ଷା,କ୍ରୀଡା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ୨୨୦୭.୭ ଲକ୍ଷ ଅଟକଳ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ହିତାଧିକାରୀଙ୍କୁ ପ୍ରଦାନ କଲେ ବିଭିନ୍ନ ସରକାରୀ ସୁବିଧା। ବରଗଡ଼(ନବୀନ ଦାଶ) ୨୮/୦୬:ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ଆରଏମସି ପଡିଆ ଠାରେ ଗରିବ କଲ୍ୟାଣ ଏବଂ ବିକାଶ ସମାବେଶ ଅନୁଷ୍ଠିତ ହୋଇଛି।ସମାବେଶରେ ମୁଖ୍ୟ ଅତିଥି ଭାବେ […]

୨୯ରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ।ଭୁବନେଶ୍ୱର(ନି.ପ୍ର)୨୮/୦୬: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ […]

ଦିପକ ପୃଷ୍ଠି(ରାୟଗଡ଼ା) : ଅଖଣ୍ଡ ଓଡ଼ିଶା ମିଶନ ଓ ଏହାର ମୁଖପତ୍ର ଐକତାନ ତରଫରୁ ଲୋହିଆ ଏକାଡେମୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ବିଦୁଲତା ହୁଇକାଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ଶ୍ରୀଯୁକ୍ତା କୃଷ୍ଣା ମହାନ୍ତି ଉଦ୍ଘାଟିକା, ପ୍ରାକ୍ତନ ନ୍ୟାୟମୂର୍ତ୍ତି ଶ୍ରୀ ଅରୁନ କୁମାର ପରିଚ୍ଛା ମୁଖ୍ୟ […]

Pin It on Pinterest