୧-ଦେଶର ଆଇକନିକ ପର୍ଯ୍ୟଟନ ସ୍ଥଳୀ ତାଲିକାରେ ସ୍ଥାନ ପାଇବ ଓଡ଼ିଶା: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ୨-ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ:ସବୁ ଶିକ୍ଷା ଅନୁଷ୍ଠାନରେ ରହିବ ଅଗ୍ନି ନିର୍ବାପକ ବ୍ୟବସ୍ଥା। ୩-ମହାରାଷ୍ଟ୍ରରେ ବନ୍ୟା ଓ ପଶ୍ଚିମ ବଙ୍ଗରେ ଟ୍ରକ୍ ଧର୍ମ ଘଟ: ପିଆଜ ୩୦ ଓ ଆଳୁ ହେଲାଣି ୧୫। ୪-ରାଜ୍ୟରେ “ୱାନ ନେସନ ୱାନ ରାସନ କାର୍ଡ଼” ସେପ୍ଟେମ୍ବର ୧ରୁ ଲାଗୁ : ମନ୍ତ୍ରୀ ରଣେନ୍ଦ୍ର […]

ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଯାତ୍ରା କରିବ I ଟ୍ରେନ ପରିଚାଳନାଗତ କାରଣ ପାଇଁ ପୂର୍ବତଟ ରେଳପଥ ଆସନ୍ତା ସେପ୍ଟେମ୍ବର ମାସ ପହିଲା ଠାରୁ ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ର ସମୟ ସାରଣୀକୁ ପରିବର୍ତ୍ତିତ କରି ଚଳାଚଳ କରିବାକୁ ସ୍ଥିର କରିଅଛି I ୧୨୮୯୪ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ସେପ୍ଟେମ୍ବର ମାସ ପହିଲା ଠାରୁ ବଲାଙ୍ଗୀର ଠାରୁ ବର୍ତ୍ତମାନ ସ୍ଥିରୀକୃତ […]

ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଏହି ବୈଠକ ରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଂଗଠନ ସଦସ୍ୟ, ଖାଉଟି ସଂଗଠନ ସଭ୍ୟ ଏବଂ ଅନ୍ୟାନ ବହୁ ବିଶିଷ୍ଟ ବ୍ୟକ୍ତି […]

ରେଳବାଇ ସୁରକ୍ଷା ବଳ ପକ୍ଷରୁ ଯାତ୍ରୀ ମାନଙ୍କ ପାଇଁ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସ୍ୱତନ୍ତ୍ର ସଚେତନତା ପ୍ରଦର୍ଶନୀ I ରେଳଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କ ସଚେତନତା ପାଇଁ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଅଛି ଯେଉଁଥିରେ ହେଲ୍ପ ଲାଇନ ନମ୍ବର-୧୮୨ ସହିତ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ […]

ଭାରତର ସ୍ୱତନ୍ତ୍ରତା ଦିବସ ରେ ପାକିସ୍ତାନ ର ପାଗଳାମି, ନିହତ ହେଲେ ୩ ପାକିସ୍ତାନୀ ସୈନିକ |କାଲି ଆମ ଦେଶ ୭୩ତମ ସ୍ୱତନ୍ତ୍ରତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ର ଘୃନ୍ୟ ଚକ୍ରାନ୍ତ,ପାକିସ୍ତାନ ଅପପ୍ରଚାର କରିଛି ଯେ ନିୟନ୍ତ୍ର ରେଖା(LOC)ରେ ୫ ଭାରତୀୟ ସୈନିକଙ୍କୁ ପାକିସ୍ତାନୀ ସୈନିକ ମାରିଦେଇଛନ୍ତି ବୋଲି କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହାକୁ ଅସ୍ୱୀକାର କରିବା ସହିତ LOCରେ ୩ ଜଣ ପାକିସ୍ତାନୀ ସୈନିକଙ୍କୁ […]

ଆପଣ ଯେଉଁ ଦୁଗ୍ଧ ପିଉଛନ୍ତି ସେଥିରେ କିଛି ଅପମିଶ୍ରିତ ନାହିଁ ତ?ଜାଣିବାରେ ସାହାଯ୍ୟ କରିବା ଏହି ୮ଟି ଟିପ୍ସ.ଜାଣନ୍ତୁ ଆପଣଙ୍କ ଘରକୁ ଆସୁଥିବା ଦୁଗ୍ଧ ଅପମିଶ୍ରିତ ନୁହେଁ ତ?ଆପଣ ଅପମିଶ୍ରିତ କ୍ଷୀର ପିଉନାହାନ୍ତି ତ?ଆପଣ ଯଦି ଏହି ବିଷୟ ରେ ଜାଣିନାହାନ୍ତି ତେବେ ସାବଧାନ ହୋଇଯାଆନ୍ତୁ କାରଣ ଆପଣଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି ଏହି ଅପମିଶ୍ରିତ ଦୁଗ୍ଧ | ଏ ପର୍ଯ୍ୟନ୍ତ ଜାଣିଥିଲେ ଯେ କ୍ଷୀର କେବଳ […]

ଅନ୍ତରାଷ୍ଟ୍ରୀୟ ବଜ଼ାର ରେ ଆଷୋଦ୍ଧିତ ତୈଳ ର ଦାମ ଅଳ୍ପ ବଡ଼ି ଥିଲେ ମଧ୍ୟ ମଙ୍ଗଳବାର ସୁଦ୍ଧା ୬ ଦିନ ରେ ପହଞ୍ଚିଛି ପେଟ୍ରୋଲ ଦାମ ଶସ୍ତା ହେଉଥିବାବେଳେ ଦିଜେଲ ର ଦାମ ସେ ପରି ସ୍ଥିର ରହିଛି. ସୋମବାରକୁ ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା କମିଥିବା ବେଳେ , ଡିଜେଲ ଦର ରେ କୌଣସି ପରିବର୍ତ୍ତନ ହୋଇନାହିଁ. ଦିଲ୍ଲୀ ରେ ଆଜି ସକାଳେ ପେଟ୍ରୋଲ ଲିଟର […]

ଭାରତ ସରକାର ରେ ଧାରା ୩୭୦ ଉଚ୍ଛେଦ କରିଦେଇ ଜାମ୍ମୁ କାଶ୍ମୀର ରାଜ୍ୟ କୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା ଓ ଲଦାଖ କୁ ବିଭାଜିତ କରିବାର ଫଇସଲା ନେବା ପରେ, ସାରା ବିଶ୍ୱ ର କୌଣସି ଦେଶ କିଛି ବି ଟିପ୍ପଣୀ ଦେଇନଥିବା ବେଳେ ଆଜି ଆମେରିକା ତରଫ ରୁ କାଶ୍ମୀର ର ଧାରା ୩୭୦ ଉଚ୍ଛେଦ ଉପରେ ପ୍ରଥମ କରି ବିଦେଶୀ ମତ ଆସିଛି. ଆମେରିକା, […]

Slug – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ।। Anchor – ଜୈନେକ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା ନକରିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଏକ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅଧିନସ୍ତ ପାଡ଼େପଦର ଉନ୍ନିତ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ଭାରପ୍ରାପ୍ତ ପ୍ରଧାନ […]

ବାସ୍ତବ ଭୁବନେଶ୍ୱର-ଓଡିଆ ବିଜେପି ପଖ୍ୟରୁ ଗତକାଲି, ପ୍ରଦର୍ଶନୀ ପଡିଆର ଠିକ୍ ସେଇ ସ୍ଥାନରେ(ଯୋଉଠି ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ଉଛ୍ଛବପାଳନ ହୋଇଥିଲା)କେନ୍ଦ୍ର ମନ୍ତ୍ରୀ ତଥା ନିର୍ବାଚିତ ସାସଂଦ ଓବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହା ବୁଦ୍ଧିଜୀବୀମହଲରେ ଯେତିକି କୋୖତୁହଳ ସୃଷ୍ଟି କରଛି ସେତିକି ଆଗକୁ ବିଧାନସଭା ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବାର ସୁରାକ ପାଇପାରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଦ୍ୱୟଙ୍କ ପ୍ରଥମ ଓଡିଶା ଗସ୍ଥ ହୋଇଥିବାରୁ ବହୁ ଧୁମଧାମରେ ପାଳନ […]

Pin It on Pinterest