ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାତ୍ର ୯ଘଣ୍ଟା ସମୟରେ ଭବାନୀପାଟଣା ପହଞ୍ଚି ନକଟିଗୁଡା ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । BJD ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି କଲାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦୁ ସିଂ ଦେଓ ଏବଂ ଭବାନୀପାଟଣା ସଦର ବିଧାନସଭା ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଙ୍କ ସପକ୍ଷରେ ଭୋଟ ଦେବାପାଇଁ ଜନସାଧାରଣ ଙ୍କ ନିକଟରେ ଅନୁରୋଧ […]

କଲହାଣ୍ଡି ଜିଲ୍ଲା ରୁ ଲଷ୍ମୀ ରଞ୍ଜନ ବାଗ ଙ୍କ ରିପୋର୍ଟ – ଧର୍ମଗଡ଼ ପଞ୍ଚାୟତ ଖେଳ ପଡିଆ ଠାରେ କଂଗ୍ରେସ ର ନିର୍ବାଚନୀ ସଭାରେ ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମାନ୍ୟବର ଭୁପେଶ ବଘେଲା ଷ୍ଟାର ପ୍ରଚାରକ ଭାବେ ଯୋଗଦେଇଥିଲେ । କଂଗ୍ରେସର କଳାହାଣ୍ଡି ଲୋକସଭା ପାର୍ଥି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ଧର୍ମଗଡ଼ ବିଧାନସଭା ପ୍ରାର୍ଥୀ ଦିଗାମ୍ବର ଦୁରିଆ , ଜୁନାଗଡ଼ ବିଧାନସଭା ପ୍ରାର୍ଥୀ ଅନିଲ ସିଂ ଦେଓଙ୍କ […]

ଭୁବନେଶ୍ୱର,2.4:ସେଣ୍ଟ ଜାଭିୟର୍ ହାଇସ୍କୁଲ କେଦାରଗୌରୀ ଶାଖା ଅବିଭାଵକ ସଂଘର ନୁତନ କର୍ମକର୍ତ୍ତା ନିର୍ବାଚନ ତା ୩୧/୩/2019 ରିଖ ରେ ଅନୁଷ୍ଠିତ ହୋଇଯାଇଛି।ରବି ଟକିଜ୍ ନିକଟସ୍ଥ ମା ଗୌରୀ କଲ୍ୟାଣ ମଣ୍ଡପ ଠାରେ ସଂଘ ର ବାର୍ଷିକ ଅଧିବେଶନ ରେ ଅବିଭାଵକ ମାନେ ସ୍କୁଲ ର ପରିଚାଳନା କୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରୀ ସତ୍ୟବ୍ରତ ପରିଜା, ସଭାପତି, ରାଜେଶ କୁମାର ମିଶ୍ର ଓ ଲୋପାମୁଦ୍ରା କର, ଉପ ସଭାପତି, ସୁର୍ଯ୍ୟକାନ୍ତ […]

ବିଜୁ ଯୁବବାହିନି ର ଶତାଧିକ ଯୁବକ ମାନେ ଆଜି ବିଜେଡି ରୁ କଂଗ୍ରେସ ଦଳରେ ଭକ୍ତଚରଣ ଦାସଙ୍କ ଠାରେ ଦଳରେ ମିଶିଥିବା ଜଣାପଡିଛି। କଳାହାଣ୍ଡି ଜିଳ୍ଳା ମଦନପୁର ରାମପୁର ବ୍ଳକର ୧୯ ଟି ପଞ୍ଚାୟତର ଶତାଧିକ ଯୁବକ ମାନେ ବିଜେଡି ଦଳର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ଆଜି ମଦନପୁର ରାମପୁର ବ୍ଲକ ବିଜୁ ବାହିନୀ ସଭାପତି ପ୍ରଭାସ କୁମାର ସାହୁ ଓ ରଶ୍ମିରଞ୍ଜନ ପ୍ରହରାଜ ଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ […]

ଗତକାଳି ରାତିରେ କୋକସରା ପୋଲିସ ଟିମ ମୋଟେର ଖୁଟଲୁଗୁଡା ଛକ ନିକଟରେ  ନିର୍ବାଚନି ପେଟ୍ରୋଲିଂ କରୁଥିବା ସମୟରେ ଏକ ବାଇକ OR08E6963 ଡିକିରୁ ନଗଦ ୫ ଲକ୍ଷ ଟଙ୍କା ମିଲିଛି। ଯୁବକ ଜଣକ ବରଗଡ ଜିଲ୍ଲା ଆମ୍ବସୋଡା ବରାହଗୁଡା ର ଗ୍ରାମର ସୁଦାମ ଭୋଇ ବୋଲି ଜଣାପଡିଥିବାବେଲେ  ଶ୍ରୀ ଗୋପାଳ ଫୀଡ ରାଇସ ମିଳକୁ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛି।ଟଙ୍କ ଧର କାଳୁ ମାଜିଷ୍ଟେଟ ଙ୍କ ନେତୃତ୍ୟରେ ପୋଲିସ […]

କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ରୋଡ ଏକ ପ୍ରମୁଖ ରେଳ ଷ୍ଟେସନ, ଏଠାରେ ହଜାର ହଜାର ଲୋକ ମାନେ ନିଜ ନିଜର କାମ କରିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି, ନର୍ଲା ଏକ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏଠାରେ ବିକାଶ ନା କିଛି ନାହିଁ, ମନେ ହେଉଛି ନର୍ଲା ଠାରେ ଆଉ ରେଳବାଇ ତରଫରୁ ହେବାକୁ ଥିବା ଏଲେଟ୍ରି ଲୋକୋମୋଟିଭି ୱର୍କସବ ବର୍ତମାନ ଶୀତଳ ଭଣ୍ଡାରରେ ,ଆଜକୁ […]

ବାଘଛାଲ ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ବିଶ୍ୱନାଥପୁର ବନ ବିଭାଗ। ଗତ ୨୫ ତାରିଖ ଦିନ ଅମ୍ବାଦୋଲା ପଟୁ ଏକ ବ୍ଲାକ କଲର ପଲସର ବାଇକ O GCR-08-E- 0990 ଯୋଗେ ବସ୍ତାରେ ବାଘ ଛାଲ କୁ ଘୋଡାଇ ନେଉଥିବା ବେଳେ ବିଶ୍ୱନାଥପୁର ପୋଲିସ ପେଟ୍ରୋଲିଂ ଟିମ କାବୁ କରିଥିଲେ ହେଲେ ଦୃବୃତ ଫେରାର ହୋଇଯାଇ ଥିଲେ। ହେଲେ ବିଶ୍ୱନାଥପୁର ରେଞ୍ଜ ଅଫିସର ଏକ ଟିମ ଗଠନ […]

ବାସ୍ତବ ଟିଭି – ଭବାନୀପାଟଣା ରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି କଂଗ୍ରେସ ର ହେଭିଓ୍ବେଟ ଭକ୍ତଚରଣ ଦାସ ଙ୍କ ପୁଅ ସାଗର ଚରଣ ଦାସ ଚଳିତ ନିର୍ବାଚନରେ ଭବାନୀପାଟଣା ବିଧାନସଭା ମଣ୍ଡଳି ପାଇଁଁ ଦଳିୟ ଟିକେଟ ରେ ମଇଦାନରେ ଓହ୍ଲାଇଥିବା ବେଳେ ନାମାଙ୍କନ ଦାଖଳ ସରିବା ପରେ ପ୍ରଚାର ଆରମ୍ଭ କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇ ଅନୁରୋଧ କରିବା ସହ ରାଜ୍ୟ ସରକାରଙ୍କ ବିଫଳତା […]

ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ ଆସନ୍ତା ୧୧ ତାରିଖରେ କଳାହାଣ୍ଡି ଜିଳ୍ଳାର ୫ ବିଧାନସଭା ଓ ଳୋକସଭା ପାଇ ନିର୍ବାଚନ ହେବ। ହାତରେ ଅଳ୍ପ ସମୟ ଥିବାଯୋଗୁ ପ୍ରାର୍ଥୀ ମାନେ ମାରାଥନ ପ୍ରଚାର ଆରମ୍ଭ କରି ସାଧାରଣଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ଭବାନୀପାଟଣ ନିର୍ବାଚନ ମଣ୍ଡଲି ଅନ୍ତର୍ଗତ କେସିଙ୍ଗା ଏନଏସି ବାଳସି,ସିଡୋଳ,ରେଙ୍ଗାଳି ଅଞ୍ଚଳରେ ରେ ବିଜେଡି ସାଂସଦ ଓ […]

ବାସ୍ତବ ଟିଭି – କଲହାଣ୍ଡିରୁ ଲଷ୍ମୀ ରଞ୍ଜନ ବାଗ କଳାହାଣ୍ଡି ଳୋକସଭା ଓ ୫ ଟି ବିଧାନସଭା ପାଇଁଁ ସୋମବାର ନାମାଙ୍କନ ଦାଖଳ ପ୍ରକ୍ରିୟା ଶେଷ ହୋଇଛି। କଳାହାଣ୍ଡି ର ଆରାଧ୍ୟ ଦେବି ମାଁ ମାଣିକେଶ୍ବରି ମନ୍ଦିର ରୁ ସମସ୍ତ ପ୍ରାର୍ଥୀ ମାନେ ପୁଜା ପାଠ ପରେ ସମର୍ଥକ ସହ ଶୋଭାଯାତ୍ରା କରି ନାମାଙ୍କନ ପାଇଁଁ ବାହାରି ଥିଲେ। ଲୋକସଭା ପ୍ରାର୍ଥୀ ପାଇଁଁ ବିଜେଡି ରୁ ପୁଷ୍ପେନ୍ଦ୍ର ସିଂଦେଓ ବିଜେପି […]

Pin It on Pinterest