ବାସ୍ତବ ବ୍ୟୁରୋ :ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏବେ ଏହା ପାରାଦୀପ ଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ସୁଦ୍ଧା ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବିକାଶ ପାଇଁ ୮.୫ କୋଟି ଟଙ୍କା ମୁଞ୍ଜୁର କରିଛନ୍ତି। ମଞ୍ଜୁର ହୋଇଥିବା ଟଙ୍କାରେ ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ କାମ କରାଯିବ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି। ଆଧ୍ୟାତ୍ମିକ ପାର୍କ, ଐତିହ୍ୟ ପୁଷ୍କରିଣୀ ଓ ଡ୍ରେନେଜ ମରାମତି କାମ କରାଯିବ। ସଠିକ୍ ଖବର ସଠିକ୍ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ସମ୍ଭାବ୍ୟ ବାତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିିଛି । ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନଥିବା ବେଳେ ଲୋକେ କିନ୍ତୁ ଆଗୁଆ ପରିବା କିଣି ଗଚ୍ଛିତ ରଖୁଥିବା ବେଳେ ବେପାରୀ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି । ଯାହା ଫଳରେ ପରିବା ବଜାରରେ ଦର ଆକାଶ ଛୁଆଁ ହୋଇଛି । ବଜାରରେ ପିଆଜ- ୭୦, ଆଳୁ-୨୪, […]

୧-ଦୁର୍ନୀତି ଅଭିଯୋଗରେ ,୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ।୫ ଜଣଙ୍କ ପେନସନ ସ୍ଥାୟୀ ଭାବେ ବନ୍ଦ କରିବାକୁ ବି ନିର୍ଦ୍ଦେଶ । ୨-କଟକ:DSP ସ୍ତରରେ ୫୦ ଅଧିକାରୀଙ୍କ ବଦଳି। ୩-IMDର ସୂଚନା ଅଧିକ ଘନୀଭୂତ ହେଲା ଲଘୁଚାପ, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ଓ ସାମୁଦ୍ରିକ ଝଡର ରୂପ ନେବ।୮ରୁ ବର୍ଷା,ପବନ ସହିତ ସମୁଦ୍ର ଅଶାନ୍ତ ରହିବ। ୪-ଷାଣ୍ମାସିକ ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ୧୫ ଦିନ ମଧ୍ୟରେ […]

୧-ଅନୁଗୋଳ:ଓଡିଆ ଛାତ୍ର ଶୁଭ୍ରାଂଶୁଙ୍କ ‘ମାଭିକ୍’ ପ୍ରକଳ୍ପକୁ ପ୍ରଶଂସା କଲେ ନାସା ବୈଜ୍ଞାନିକ, ନାସା ସ୍ପେସ୍ ସେଟେଲେମେଣ୍ଟ ପ୍ରତିଯୋଗିତାରେ ଭାରତକୁ କରିବେ ପ୍ରତିନିଧିତ୍ବ। ୨-କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟିରେ ଯୈ।ନ ଶୋଷଣ ମାମଲା: ରାତ୍ରୀ ୧୧ଟାରେ ପ୍ରମୋଦ ସାହୁଙ୍କୁ ଉଠାଇ ନେଲା ପୁଲିସ। ୩-ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା ପାଇଁ ୫ରେ ସବୁ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି ମହିଳା ମୋର୍ଚ୍ଚା। ୪-ଭୁବନେଶ୍ୱର:ଟଳମଳ ପିସିସି ସଭାପତି ଆସନ, ସୋନିଆଙ୍କୁ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ବର): ରକ୍ଷଣାବେକ୍ଷଣ କାମ ପାଇଁ ଆସନ୍ତାକାଲି (ସୋମବାର) ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ପ୍ରାୟ ୫ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିବ। ଏହାଫଳରେ ଭୁବନେଶ୍ବର, ପୁରୀ, କେନ୍ଦ୍ରପଡ଼ା, ଅନୁଗୁଳ, କଟକ, କେନ୍ଦ୍ରପଡ଼ାର ଅନେକ ଅଞ୍ଚଳ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଉପଭୋକ୍ତାମାନେ ସହଯୋଗ କରିବା ପାଇଁ ସେସୁ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରାଯାଇଛି। ଭୁବନେଶ୍ବରର କଟକ ରୋଡ୍, […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର) : ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନରେ ‘କ୍ରେଡାଇ ଭୁବନେଶ୍ୱର ହୋମ୍‌ ଆଣ୍ଡ ଡେକୋର ଏବଂ ୧୬ତମ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର’ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଗା ଟ୍ରେଡ୍‌ ଫେୟାରକୁ ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍‌, ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଉଦ୍‌ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ବିଭିନ୍ନ ରିୟଲ-ଇଷ୍ଟେଟ୍‌ ଡେଭଲପର୍ସ ସେମାନଙ୍କ […]

୧-ସର୍ବସାଧାରଣରେ ମଦ୍ୟପାନ ବେଳେ କମିଶନରେଟ ପୋଲିସର ଚଢାଉ, ୧୩୨ ମଦ୍ୟପଙ୍କ ନିକଟରୁ ୬୬ ହଜାର ଟଙ୍କା ଆଦାୟ। ୨-ପିଆଜ ଦର ଆକାଶଛୁଆଁ,୫୫ ଡେଇଁଲା। ୩-ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ନ୍ୟାସନାଲ ଟ୍ରାଇଭାଲ ଫେଷ୍ଟିଭାଲ୍ ‘ଆଦି ମହୋତ୍ସବ’। ୪-କେନ୍ଦ୍ରାପଡ଼ା:କ୍ରେଡିଟ୍ କୋ. ସଭାପତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡିତା, ସେ ବିଜେଡି ଲୋକ ତେଣୁ ପୋଲିସ ଚାପରେ, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି। ୫-କୋରାପୁଟ:ନକ୍ସଲ ମୁକ୍ତ ହେବ ସ୍ୱାଭିମାନ […]

୧-ସ୍ୱର୍ଗଦ୍ୱାରର ବିକାଶ ପାଇଁ ଖର୍ଚ୍ଚ ହେବ ୫କୋଟି, ହଟିବ ବିଜୁ ବାବୁଙ୍କ ସମାଧି। ୨-ଅଚାନକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମେଡିକାଲ ସମସ୍ୟା ସମ୍ପର୍କରେ କଲେ ଆଲୋଚନା। ୩-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ୩ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା। ୪-ଏବେ ସବୁ ଆରଟିଓରୁ ମିଳିବ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରେସନ। ୫-ବାଲିଯାତ୍ରାକୁ ମିଳିଲା […]

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂଗଠନର ଏହା ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ। ତେବେ ଏଥିରେ ଆନ୍ନା ଯୋଗଦେବେ ବୋଲି ଶୁକ୍ରବାର ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଦେଇଛନ୍ତି।

Pin It on Pinterest