ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ରାଜଭବନ ଆଗରେ ବିଜେପିର ଧାରଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାଉସିଂ ଫର ଅଲ୍ ୨୦୨୨ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଘୋଷଣା ହୋଇଛି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର […]
ରାଜ୍ୟ
କେନ୍ଦୁଝର: ସଡ଼କ ଦୁର୍ଘଟଣାରୁ ଗୁରୁବାର କେନ୍ଦୁଝର ଏସ୍ପି ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତୁରୁମୁଙ୍ଗା ଥାନାର ଝାରବେଡ଼ା ଛକରେ ନିକଟ ଏକ ଟ୍ରକ୍ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ଗାଡ଼ିକୁ ଧକ୍କା ଦେଇଛି। ଏସ୍ପି ଶ୍ରୀ ମହାପାତ୍ରଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କର କିଛି ହୋଇ ନଥିବା ଜଣାପଡ଼ିଛି। ଘଟନା ପରେ ପୁଲିସ ସଂପୃକ୍ତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି।
୧-ଜିଓର ଦୀପାବଳି ଝଟକା: ଫ୍ରି କଲିଂର ଗଲା ଯୁଗ, ପ୍ରତି ମିନିଟ ପିଛା ଦେବାକୁ ପଡିବ ଚାର୍ଜ ଛ’ ପଇସା। ୨-ଲୀଳାଖେଳା ସାରି ଧରାପୃଷ୍ଠରୁ ବିଦାୟ ନେଲେ ମାଆ ଦୁର୍ଗା। ସରିଲା ଏ ବର୍ଷର ଦଶହରା। ୩-୧.୧୯ କୋଟି କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ଭେଟି, ମହଙ୍ଗା ଭତ୍ତା ୫% ବଢି ମୋଟ ୧୭% ହେଲା। ୪-‘ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତାଟିଏ ନଥିବା ଦୁର୍ଭାଗ୍ୟଜନକ’: ବିଜେପି। ୫-ରସାୟନ ବିଜ୍ଞାନ ପାଇଁ […]
ବାସ୍ତବ ବ୍ୟୁରୋ- ଚଳିତ ବର୍ଷ ମେଡ଼ିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍ ଜି. କାଇଲିନ୍, ସାର୍ ପିଟର ଜେ. ରାଟ୍କି୍ଲଫ ଏବଂ ଗ୍ରେଗ୍ ଏଲ୍. ସିମେଞ୍ଜା। ସେଲ୍ ଦ୍ୱାରା ଅମ୍ଳଜାନ କିଭଳି ଗ୍ରହଣ କରାଯାଇଥାଏ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ସୁଇଡିସ୍ ଏକାଡେମୀ ଦ୍ୱାରା ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆଜି ଓଡ଼ିଶା ଉପରେ ଏକ ଦୂର୍ବଳ ଘୂର୍ଣ୍ଣିବଳୟ ରହିଥିଲା। ୭ ତାରିଖରେ ଏହା ଦକ୍ଷିଣ ଆଡ଼କୁ ଗତି କରି ୮ରେ ଦକ୍ଷିଣ ଭାରତ ଉପରେ ରହିବ। କିନ୍ତୁ ଏହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗରୀୟ ଦକ୍ଷିଣ ପବନ ବୋହିବ। ଫଳରେ ୭ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରର ଉତ୍ତରରେ ଥିବା ଅଞ୍ଚଳ ଯଥା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବଳ୍ପ ବର୍ଷା(୨୦ ମିମି […]
୧-ଆଜି ମହାନବମୀ, ପୀଠେ ଦଶହରା । ୨-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ନେଇ ପାକିସ୍ତାନ ନେଉନାହିଁ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଏଫଏଟିଏଫ। ୩-ପାକ ପକ୍ଷରୁ ଅନୁପ୍ରବେଶ ଉଦ୍ୟମରେ ଥିବା ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଏଲଓସିରେ ଓହ୍ଲାଇଲେ ଘାତକ ପାରାଟ୍ରୁପର। ୪-ଚାନ୍ଦବାଲିରେ ଦୂର୍ଗାମେଢ଼ ନିକଟରେ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର। ୫-ସରିଲା ବିଶ୍ଵ କବି ମହାକୁମ୍ଭ,କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଗଲା ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ‘ଗୋଲ୍ଡେନ୍ ଗ୍ୟାବେଲ୍’। […]
୧.ଆଜି ମହାଷ୍ଟମୀ, ଦୁର୍ଗାଷ୍ଟମୀ, ସନ୍ଧୀପୂଜା ଓ ପୀଠେ ମହାନବମୀ । ୨-ଛେନା ପୋଡ଼, ଛେନା ଝିଲି ଓ ତାରକସି କାମ, ଜିଆଇ ମାନ୍ୟତା ପାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ। ୩-ଆଜି ଓଡିଶାଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ, କିଟ୍ ରେ ଚାଲିଥିବା WCP ର ଉଦଯାପନ ଏବଂ ସମାଜର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ। ୪-କଟକ: ୧୯୧୯ ମସିହାରୁ ୨୦୧୯। ୧୦୦ ବର୍ଷରେ ପାଦ ଥାପିଲା ଓଡ଼ିଆ ଖବର […]
୧-ନବୀନଙ୍କ ଅପରେସନ କ୍ଲୀନ,୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା: କ-ଓଟିଇଏସ୍ର ଆରଟିଓ ବସନ୍ତ ବେହେରା। ଖ-କପ୍ତିପଦା ତହସିଲଦାର ପ୍ରଦୀପ କୁମାର ଜେନାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଗ-ନୂଆପଡ଼ା ଜିଲ୍ଲା ଖରିଆର ଡିଭିଜନର ଡିଏଫଓ ଶରତ ଚନ୍ଦ୍ର ପଣ୍ଡା। ଘ-ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ । ଙ-ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ଅଶୋକ କୁମାର ମାଝୀ। ୨-କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ, ଏଥିପାଇଁ […]
ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I ■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I ■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I ■ ଯାତ୍ରୀ […]
୧-ପୁରୀ:ମଠ ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୨-କଟକ ଭୁବନେଶ୍ବରେ ୩୫୦ରୁ ଅଧିକ ପୂଜା ମଣ୍ଡରେ ମାଙ୍କ ପୂଜାର୍ଚ୍ଚନା ହେବ ।ଆକର୍ଷଣୀୟ ତୋରଣ , ସହ ସୁନା ମୁକୁଟ ଓ ଚାନ୍ଦି ମେଢ ନିର୍ମାଣ ହୋଇଛି ।କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗାତ୍ସବ ସମିତି ଚଳିତ ବର୍ଷ ୨୦କୋଟି ଟଙ୍କା ବିନିମୟରେ ମାଙ୍କ ସୁନା ମୁର୍ତ୍ତି ତିଆରି କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି […]


