ମେଦ ବହୁଳତାରୁ ଦୂରେଇ ନିଜକୁ ଫିଟ ରଖିବା: ମନମୋହନ ସାମଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ିଛି ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି ଏଆଇ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଆହ୍ୱାନଭୁବନେଶ୍ୱରତା.୨୩/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ ଟେକ୍ନୋଲୋଜିରେ ଭାରତ ଭୂମିକା,ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ […]

ବାସ୍ତବ ବ୍ୟୁରୋ: ପରଲୋକରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ।  ମାୟାଧର ରାଉତ କଟକ ଜିଲ୍ଲାରେ ୧୯୩୦ ମସିହା […]

ବରଗଡ଼୨୨/୨(ନବୀନ କୁମାର ଦାଶ): ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ହୋଇଥିବା ମାସିକ କାର୍ଯ୍ୟକାରିଣୀ ସଭା ରେ ଅନେକ ଗରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଯଥା ପ୍ରତିଷ୍ଠା ଦିବସ ପାଳନ, ସ୍ୱାସ୍ଥ୍ୟ ସେବା ଶିବିର, ପୋଲିସ ପରିଚୟ ପତ୍ର ପ୍ରଦାନ ରେ ନିଷ୍କ୍ରିୟତା ପାଇଁ ସମ୍ବଲପୁର ଉତ୍ତରାଞ୍ଚଳ ଡ଼ି ଆଇ ଜି ଙ୍କୁ ସାକ୍ଷାତକାର ଆଦି ଉପରେ ଆଲୋଚନା ହୋଇ ନିଷ୍ପତି ନିଆଗଲା। ତନମଧ୍ୟରୁ କେବଳ ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରରେ […]

ବରଗଡ଼୨୨/୧(ନବୀନ କୁମାର ଦାଶ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଜି ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି।ଅତାବିରା ବ୍ଲକରେ ପରୀକ୍ଷାର୍ଥୀମାନେ ଉତ୍ସାହର ସହ ପରୀକ୍ଷା ଦେଇଥିବା ସୁଚନା ମିଳିଛି। ଅତାବିରା ବ୍ଲକ ରେ ସର୍ବମୋଟ୍‌‌ ୧୦ଗୋଟି ପରୀକ୍ଷା କେନ୍ଦ୍ର ରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ଥିବାବେଳେ ପ୍ରଥମ ଦିନରେ ବ୍ଲକର ୧୭୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୫ଜଣ ଅନୁପସ୍ଥିତ […]

ସଂଜୟ ଶତପଥୀ(କଟକ): ଓଡ଼ିଶା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ କଟକର ପ୍ୟାରୀମୋହନ ଏକାଡେମୀ ର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ଫଟୋ ସାମ୍ବାଦିକ ଶ୍ରୀ ହୃଦୟନାଥ ଦାଶ ଓ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପାଣ୍ଡବ ଭାଇ ଙ୍କ ଅକାଳ ବିୟୋଗ ରେ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ (ପାଓସା) ପକ୍ଷରୁ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବୋଷ ଙ୍କ ସଭାପତିତ୍ବରେ ବିଦ୍ୟାଳୟ […]

ବାସ୍ତବ ବ୍ୟୁରୋ: ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟର ପ୍ରଥମ ଭାଗରେ ସେ କୃଷି ବଜେଟ୍ ସଂପର୍କରେ ଘୋଷଣା କରିଥିଲେ । କୃଷି […]

ବରଗଡ଼୧୫/୨(ନବୀନ କୁମାର ଦାଶ):ଗତ ୨୯/୦୧/୨୦୨୫ ରୁ ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ସଂଘ ମୁଖ୍ୟତଃ ଦୁଇ ଦଫା ଦାବି ନେଇ ଯଥା ଠିକା ଚାକିରୀ କୁ ନିୟମିତ ବା ସ୍ଥାୟୀ କରିବା ଓ ରାଜ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା ନିମନ୍ତେ ସମ୍ପୂର୍ଣ ରୂପେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ସମୂହ ଭାବରେ ଗଣ ତାନ୍ତ୍ରିକ […]

ବରଗଡ଼୧୫/୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀ ପାଲି ଗ୍ରାମ ର ଉପର ପଡ଼ା,ମିର୍ଦ୍ଧା ପଡ଼ା ର କଲ୍ୟାଣ ମଣ୍ଡପ ଠାରେ ବକ୍ସି ଜଗବନ୍ଧୁ କ୍ଲବ, ବୀର ବଜରଙ୍ଗ ବଳୀ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ୫୧ଦିନ ଧରି ଚାଲିଥିବା ରେଡ ଡ୍ରପ ଅଲଟ୍ରା ମାରାଥନ ର ଛୟାଲିଶ ଦିନ (୪୬) ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ […]

ବରଗଡ଼୧୫/୨(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗ ରେ ଓଡିଆ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ବିଶିଷ୍ଟ ସାରସ୍ବତ ସାଧକ ସୈାଭାଗ୍ୟବନ୍ତ ମହାରଣା ଯୋଗଦେଇ ଆଧୁନିକ କବିତା ର ଭିତ୍ତି ଓ ବ୍ୟାପ୍ତି ଉପରେ ଆଲୋଚନା କରିବା ସହ ତାଙ୍କ ରଚିତ କବିତା ଓ ଆଲୋଚନା ପୁସ୍ତକ ପାଠାଗାର କୁ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି […]

ବରଗଡ୧୪/୨(ନବୀନ କୁମାର ଦାଶ):ବରଗଡ଼ ସହରର ମୁଖ୍ୟ ପ୍ରବେଶପଥର ଛକକୁ ବାଜପେୟୀଙ୍କ ନାଁରେ କରାଯାଉ ।ଏଭଳି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ପ୍ରସ୍ତାବ ଦେଇଛନ୍ତି।ବରଗଡ଼ ସଂସଦୀୟ କ୍ଷେତ୍ର ତଥା ସହରରେ ଥିବା ପ୍ରବେଶ ପଥକୁ ଅଟଳ ବିହାରୀ ବାଜପେୟୀ ଛକ କରାଯାଉ।ଜଣେ ମହାନ ରାଷ୍ଟ୍ରନେତାଙ୍କ ଉଦ୍ଦେଶ୍ୟରେ ଏହା କରାଗଲେ ବରଗଡ଼ ବାସୀଙ୍କ […]

Pin It on Pinterest