ସଂଜୟ ଶତପଥୀ(କଟକ): ହିନ୍ଦୁ ଧର୍ମର ସମସ୍ତ ପର୍ବ ମଧ୍ୟରୁ “ଧନୁ ସଂକ୍ରାନ୍ତି” ଏକ ଶ୍ରେଷ୍ଠ ପର୍ବ ର ମାନ୍ୟତା ବହନ କରିଛି। ଏହି ପବିତ୍ର ଦିନ ରେ ବିଶ୍ଵନିୟନ୍ତା ଶ୍ରୀକ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପହିଲି ଭୋଗ ଭାବେ ଧନୁମୁଆଁ ଲାଗି କରାଯାଏ। ଓଡ଼ିଶା ର ପ୍ରତ୍ୟେକ ପୁରପଲ୍ଲୀରେ ଏହି ଧନୁ ସଂକ୍ରାନ୍ତି ଘରେ ଘରେ ପାଳନ ହେଉଥିବା ବେଳେ ଏହାର ମହତ୍ତ୍ଵ ଓ ତତ୍ତ୍ୱ […]
ରାଜ୍ୟ
ସଂଜୟ ଶତପଥୀ(କଟକ):ଆଜି କଟକ ର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ, କାର୍ଯ୍ୟାଳୟ ପରିସରରେ ଥିବା ପଡ଼ିଆ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବିଗତ ଦିନରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର ନିର୍ବାଚନରେ ବିଜୟୀ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଗତ ୫ ବର୍ଷ ଧରି ଏହି ମହାସଂଘ ର ନିର୍ବାଚନ ଅନିର୍ବାଯ୍ଯ […]
ବାସ୍ତବ ବ୍ୟୁରୋ: ପରଲୋକରେ ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍ ଫ୍ରାନ୍ସସିସ୍କୋ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୨୩ ମସିହାରେ ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ […]
ବରଗଡ଼-୧୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଲରମ୍ଭା ଉଚ୍ଚ ବିଦ୍ୟାଳୟ ୧୯୯୦ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ସମାରୋହ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୁରୁ ଶିଷ୍ୟ ପରମ୍ପରା କୁ ବଜାୟ ରଖି ପାରମ୍ପରିକ ରୀତିନୀତି ରେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୌତ ପୁର୍ବକ ଫୁଲ,ଚନ୍ଦନ ଓ ଉପ ଢୌକନ ଦେଇ […]
ସଂଜୟ ଶତପଥୀ(କଟକ): କଟକର ବାଣୀ ପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡ଼ିଶା ର ବିଶିଷ୍ଟ ଓଡିଆ ଅନୁଷ୍ଠାନ ନିହାରୀକା ସ୍ମୃତି ନ୍ୟାସ,ଝାଞ୍ଜିରୀମଙ୍ଗଳା ପକ୍ଷରୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପୃଫ୍-ସଂଶୋଧକ ଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଡଃ ସଙ୍କର୍ଷଣ ମିଶ୍ର ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ଜଷ୍ଟିସ ଡଃ […]
ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ଶ୍ରୀରାମ ବାବା ମଠ ଶ୍ରୀ ମହନ୍ତ ସ୍ୱାମୀ ସନ୍ଥ ଗିରି ଙ୍କ ତତ୍ୱାବଧାନ ରେ ତ୍ରିଦିନାତ୍ମକ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ରାମେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା ମହୋତ୍ସବ ମହା ସମାରୋହରେ ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ପଣ୍ଡିତ ଆଦିତ୍ୟ ମିଶ୍ର ଓ ତାଙ୍କ ସାଥି ମାନେ ପୁଜା କାର୍ଯ୍ୟ ପାଇଁ ବ୍ରହ୍ମା ବରଣ ହୋଇଥିବା ବେଳେ […]
ବରଗଡ଼୧୪/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ୫୩ନଂ ମୁଖ୍ୟ ଜାତୀୟ ରାଜପଥ କଡ଼ ବରଗଡ଼- ସମ୍ବଲପୁର ୱେ ରେ ଥିବା ଗୋଡ଼ଭଗା ଏସ ବି ଆଇ ଏଟିଏମ କାଉଣ୍ଟର କୁ ନଭେମ୍ବର ୧୯ ତାରିଖ ଦିନ ଟଙ୍କା କାଢ଼ିବା ପାଇଁ ନିଲେଇ ପାଲି ଗ୍ରାମର ହିତାଧିକାରୀ ମୁକୁନ୍ଦ ସାହୁ ଆସି ଟଙ୍କା କାଢ଼ିବା ସମୟରେ କେହି ଜଣେ ଦୁର୍ବୁତ୍ତ ନିଜକୁ ସାଧୁ ସାଜି ଏଟିଏମ […]
ବାସ୍ତବ ବ୍ୟୁରୋ: ଦିନକୁ ଦିନ ପାରଦ ତଲମୁଁହା ହେବା ସହ ସାରା ଓଡ଼ିଶା ଥଣ୍ଡାରେ ଥରୁଛି । ପାଣିପାଗ ବିଭାଗ ରାଜ୍ୟରେ ଆଗାମୀ ୨ ଦିନ ଯାଏ ଶୀତ ଲହରୀ ଚେତାବନୀ ଦେଇଛି। ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା। ଆସନ୍ତା ୨୪ ଘଣ୍ଟାାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲଡ ୱେବ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି। ସେହିପରି ପାଣିପାଗ ବିଭାଗ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି […]
ବରଗଡ଼-୧୩/୧୨(ନବୀନ କୁମାର ଦାଶ):ବରଗଡ଼-ସମ୍ବଲପୁର ରେଲ ୱେ ଲାଇନ ଅତାବିରା ଥାନା ଅନ୍ତର୍ଗତ ଦେବାହାଲ ନିକଟ ୮କେସ୍ ନଂ ୬୦୧/ ୨୩/୨୫, ପାଖରେ ପାଖାପାଖି ୫ଫୁଟ ୧ଇଞ୍ଚ ଉଚ୍ଚତା ଗୌରବର୍ଣ୍ଣ ୨୫ ରୁ ୩୦ ବର୍ଷ ବୟସ ର ଏକ ଅଜଣା ଯୁବକ ର ମୃତ ଦେହ ଟ୍ରେନ ରେ କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା।ଏହି ଖବର ପାଇ ସମ୍ବଲପୁର ରେଲୱେ ପୋଲିସ ଏ ଏସ ଆଇ ଜୋସ୍ନା […]
କଟକ(ସଂଜୟ ଶତପଥୀ):ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଏଡିଏମ ଶ୍ରୀଯୁକ୍ତ ଅଭିନାଶ ରାଉତଙ୍କୁ ସୁଭାଷ ସଂଗଠନର ସଦସ୍ୟମାନେ ଗତ ବୁଧବାର ଭେଟି “ଭୋକାଲ ଫର ଲୋକାଲ” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ଯୁବପିଢୀଙ୍କ ଦକ୍ଷତା ଅନୁସାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କର୍ମନିଯୁକ୍ତିର ସୁଯୋଗ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଛନ୍ତି। ସଂଗଠନ ପକ୍ଷରୁ ମତ ପ୍ରକାଶ କରିଛନ୍ତି ଯେ, ବିଶ୍ଵସ୍ତରୀୟ ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ […]


