ବରଗଡ଼-୨୮/୮(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ବିଜେଡି ସ୍ଥାନୀୟ ବ୍ଳକ ଅଫିସ ଛକରେ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭକାର୍ଯ୍ୟ ଆରମ୍ଭ କରିଥିଲେ।ବରିଷ୍ଠ ବିଜେଡି ନେତା ଉର୍କୁଳୁ ସାହୁଙ୍କ ସଭାପତିତ୍ୱ ତଥା ଏନଏସି ବିଜେଡି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ପରିଚାଳନାରେ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଞ୍ଚାସିନ ରହି ବିଜେପି ଦେଇଥିବା ପ୍ରତିଶ୍ରୁତି ସମ୍ପୁର୍ଣ୍ଣ ମିଥ୍ୟା […]

ବରଗଡ଼୨୭/୮(ନବୀନ ଦାଶ):ଯଦୁପତି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଜନ୍ମାଷ୍ଟମୀ ଦେଶସାରା ପ୍ରବଳଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି।ଆଜି ମଙ୍ଗଳବାର ନନ୍ଦୋତ୍ସବ।ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ଜିଲ୍ଲା ଅତାବିରା ବ୍ଲକର କନ୍ତଲ ଗ୍ରାମ। ଯାଦବ ବହୁଳ ଏହି ଅଞ୍ଚଳର ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଥାଏ। ସୋମବାର ରାତିରେ କନ୍ତଲ ସ୍ଥିତ ରାଧାକୃଷ୍ନ ମନ୍ଦିରରେ ପାଳିତ ହୋଇଥିଲା ଜନ୍ମାଷ୍ଟମୀ ପର୍ବ ପରମ୍ପରା ଅନୁଯାୟୀ ଯାଦବ […]

ବାସ୍ତବ ବ୍ୟୁରୋ: ବର୍ଭମାନ ଉତ୍ତର ପଶ୍ଚିମ ଝାଡଖଣ୍ଡ ଉପରେ ରହିଛି ଲଘୁଚାପା କ୍ରମଶଃ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏହା ପ୍ରଭାବରେ ରାଜ୍ୟରେ କାଲିଠୁ ବର୍ଷା ବଢିବ । ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି । ପାଣିପାଗ ବିଭାଗ ୨୮ ତାରିଖ ସକାଳ ସାଢ଼େ ୮ଟାରୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ କେନ୍ଦୁଝର, […]

ବରଗଡ଼୨୬/୮(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜନ୍ମା ଷ୍ଟମୀ ଅବସରରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି।ମହା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ମାନ୍ୟବର ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ,ସମ୍ମାନିତ ଅତିଥି ମାନ୍ୟବର ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟକ ନିହାର ରଂଜନ ମହାନନ୍ଦ,ମୁଖ୍ୟବକ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ସରକାରୀ କଲେଜର ସହକାରୀ ଓଡିଆ ପ୍ରାଧ୍ୟାପକ […]

କଟକ(ସଂଜୟ ଶତପଥୀ) ୨୬।୦୮ : ମହାନଦୀବିହାର ବାସିନ୍ଦା ସମାଜସେବୀ ସଞ୍ଜୟ ଜେନା ଓ ଶିକ୍ଷାବିତ ଦେବର୍ଷୀ ରାଉତଙ୍କ ସୁପୁତ୍ର ସାଇ ସୌରଭ ଜେନା ୧୭ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୨୦୨୪ ମସିହାରେ ଏହି ସଫଳତା ପାଇବାରେ ସାଇ ସୌରଭ ଓଡ଼ିଶାର ପ୍ରଥମ ଛାତ୍ର । ସୂଚନାଯୋଗ୍ୟ, ଦୈନଦିନ ଜୀବନରେ ବିଭିନ୍ନ ପ୍ରକାରର ପାରିବାରିକ ଓ ସାମାଜିକ ବ୍ୟାପାରକୁ ନେଇ ଉପୂଜୁଥିବା ସମସ୍ୟାରେ […]

ବରଗଡ଼୨୫.୮(ନବୀନ କୁମାର ଦାଶ):ରବିବାର ଦିନ ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟ ଠାରେ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି।ବରିଷ୍ଠ ନାଗରିକ ସଂଘ ଉପସଭାପତି ଗୈାନ୍ତିଆ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମଧୁଛନ୍ଦା ସାହୁ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ଏବଂ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ଶାନ୍ତି ସୁନା -ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ ଯୋଗ ଦେଇ ଏହି […]

ବାସ୍ତବ ବ୍ୟୁରୋ: ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଦିନ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏନେଇ ଆଜି ପୁରୀଠାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଓଡ଼ିଶାର ମୁଖ୍ୟ ମୋହନ ଚରଣ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବେ। ସୂଚନାନୁଯାୟୀ, ରାଜ୍ୟରେ ‘ସୁଭଦ୍ରା’ […]

ଭୁବନେଶ୍ବର(ନି.ପ୍ର): ବିଜୁ ଜନତାଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ଓ ଶ୍ରୀମତୀ ସୋଫିଆ ଆଲମ ବାଚସ୍ପତିକୁ ଅସମ୍ମାନ ଅଭିଯୋଗକୁ ଖଣ୍ଡନ କରିଛନ୍ତି I ଶ୍ରୀମତୀ ସାହୁ କହିଥିଲେ, ଆଜି ବିଜେପିର ରାଜ୍ୟ ସଭାନେତ୍ରୀ ଐଶର୍ଯା ବିଶ୍ବାଳଙ୍କ ଦ୍ବାରା ବିଧାନସଭରେ ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବା ସମୟରେ ବାଚସ୍ପତି […]

ବରଗଡ଼୨୩.୮(ନବୀନ କୁମାର ଦାଶ): ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ଜାତୀୟ ମହାକାଶ ଦିବସ ପାଳିତ ହୋଇ ଯାଇଛି। କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଲରମ୍ଭା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିନୟ କୁମାର ନାୟକ, ପ୍ରାଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରବିନ୍ଦ୍ର କୁମାର ନାଏକ ମଂଚାସୀନ […]

ବାସ୍ତବ ବ୍ୟୁରୋ: ଆଜି ରାଜ୍ୟ ସରକାର ସୁଭଦ୍ରା ଯୋଜନାକୁ ନେଇ ଜାରି କରିଛନ୍ତି ଗାଇଡଲାଇନ୍ । ଗାଇଡଲାଇନ୍ ରେ କେଉଁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରା‌ଯିବ ଓ କିଭଳି ସାମିଲ କରାଯିବ ତାହା ଉଲ୍ଲେଖ କରାଯାଇଛି । ରାଜ୍ୟର ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନେ ଏହି ଟଙ୍କା ପାଇପାରିବେ ।  ପୂର୍ବରୁ ଏହି ଯୋଜନାରେ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ […]

Pin It on Pinterest